• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: People Deprived Of Basic Amenities

deprived of basic amenities
ଶୁଣ ସରକାର; ଏ କ’ଣ ୨୫ ବର୍ଷର ବିକାଶ ?

କୁହାଯାଏ ଚାଷୀ ହୁଡ଼ିଲେ ବରଷେ, ଭୋଟର ହୁଡ଼ିଲେ ୫ ବର୍ଷ । ଏ ଢ଼ଗ ଯେମିତି ଆମେ କହୁନୁ । କହୁଛି ଏ କଚ୍ଚା ରାସ୍ତା... ଏ ନୁଆଣିଆ ଝାଟିମାଟି ଘର... ଆଉ ଏ ଗରିବର ନୀରିହ ଆଖି । ରାଜ୍ୟରେ ୨୫ ବର୍ଷ ବିଜେଡି ସରକାରର ରହି ଏତେ ବଡ଼ ଶଙ୍ଖ ଭବନ ଛିଡ଼ା କରିସାରିଲାଣି । ତଥାପି ଏ ନୁଖୁରା ମୁଣ୍ଡର ଲୋକଙ୍କ ପାଇଁ ନା ଅଛି ଖଣ୍ଡେ ରାସ୍ତା । ନା ପହଞ୍ଚିଛି ସରକାରଙ୍କ ସମସ୍ତ ମୌଳିକ ସୁବିଧା ।

People deprived of basic amenities
ସରକାରଙ୍କ ବିକାଶମୂଳକ ଯୋଜନା କାହା ପାଇଁ ? ମୌଳିକ ସୁବିଧା ନପାଇ ହନ୍ତସନ୍ତ ଲୋକେ

ଗ୍ରାମାଞ୍ଚଳର ବିକାଶ ଲାଗି ସରକାରଙ୍କ ପୁଳା ପୁଳା ଯୋଜନା କରୁଛନ୍ତି ହେଲେ ଆଜି ବି ଲୋକେ ଅଭିଶପ୍ତ ଜୀବନ ବିତାଉଛନ୍ତି । ଗାଁର ବିକାଶ ହେଉଛି ବୋଲି କାଗଜ କଲମରେ ରହୁଛି ସତ, କିନ୍ତୁ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ । ରାସ୍ତାଘାଟ, ବିଜୁଳି, ପାଣି ଭଳି ମୌଳିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି ସାଧାରଣ ଲୋକ ।