Advertisment

କାଲି ହସାଉଥିଲା ଆଜି କନ୍ଦେଇ ଚାଲିଗଲା

କାଲି ବାପା ମା’ଙ୍କ ସହିତ ଖେଳୁଥିଲା । କୁନି କୁନି ଓଠରେ ବାପା ବାପା ବୋଲି ଡାକୁଥିଲା । ଆଉ ବାପା ମା’ ଡାକ ଶୁଣି ଖୁସିରେ ଫାଟି ପଡୁଥିଲା ଘର । ହେଲେ ଆଜି ତା ଦୁଷ୍ଟାମୀ ନାହିଁ କି ସେ ବି ଆଉ ନାହିଁ ।

author-image
Pallipuspa Samal
Toddler Death
Advertisment
Advertisment