""
ବିବିଧ Videos ଗୁପଚୁପ୍ ବିକନ୍ତି ବାପା, ଝିଅ CBSE ଟପ୍ପର ଖାଲି ଯିଏ ସୁଖ ସ୍ୱଚ୍ଛନ୍ଦରେ ଅଛି, ସେ ଯେ ଭଲ ପାଠ ପଢ଼ିବ ଆଉ ଗରୀବ ଘରର ପୁଅ ଝିଅ ପାଠ ପଢ଼ିବାରୁ ବଞ୍ଚିତ ହେବ ତାହା ନୁହେଁ । ଜଣେ ଗୁପଚୁପ୍ବିକାଳି ଝିଅ ହେଉଛନ୍ତି CBSE ଦଶମ ପରୀକ୍ଷାରେ ଟପ୍ପର । ୯୬% ମାର୍କ ରଖି ଚର୍ଚ୍ଚାକୁ ଆସିଛନ୍ତି । Pallipuspa Samal 15 May 2024 11:28 IST 96% in Class 10 Board exam CBSE ResultsAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ