Advertisment

ବାହୁନି ବାହୁନି କାନ୍ଦୁଛନ୍ତି ସୁନିତା

ଏଠି ସେଠି ବାସନ ମାଜି ଯାହା ରୋଜଗାରହୁଏ ସେତିକିରେ ଚଳିଯାଏ ଅସହାୟ ସୁନିତାଙ୍କ ତେଲ ଲୁଣ ସଂସାର । ଏହି ଝାଟିମାଟି ଘରେ ଚାଳଇଥିଲା ସଂସାର ଆଉ ଗଢ଼ୁଥିଲେ ପିଲାଙ୍କ ଭବିଷ୍ୟତ । ହେଲେ ରାତିର ଅନ୍ଧାରରେ ହାତୀ ଉଜାଡ଼ି ଦେଲା ସୁନିତାଙ୍କ ସ୍ୱପ୍ନ । ଘର ଭାଙ୍ଗିଯିବା ପରେ ବାହୁନି କାନ୍ଦୁଛନ୍ତି ସେ ।

author-image
Pallipuspa Samal
Sundargarh Elephant Attack
Advertisment
Advertisment