""
ବିବିଧ Videos 72 ବର୍ଷରେ ଚଳାଉଛନ୍ତି ଭାରୀଯାନ 72 ବର୍ଷରେ ସେ ଚଳାଉଛନ୍ତି JCB, ଟ୍ରକ, ବସ ଓ ବୁଲଡୋଜର ଭଳି ଭାରୀଯାନ। ଏପରିକି ତାଙ୍କ ପାଖରେ ଅଛି 11ଟି ଯାନର ଡ୍ରାଇଭିଂ ଲାଇସେନ୍ସ୍। ଦର୍ଶକବନ୍ଧୁ ଆଶ୍ଚର୍ଯ୍ୟ ହୋଇଗଲେ ନାଁ। କିନ୍ତୁ କଥାଟି ପୁରା ସତ ଓ ମହିଳା ଜଣକ ବି ଆମ ଭାରତର। ଦେଖନ୍ତୁ ଏହି ରିପୋର୍ଟ Pallipuspa Samal 14 May 2024 12:21 IST 72 years old driving a car Old LadyAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ