""
ବିବିଧ Videos ଶୁଣ ସରକାର; ଏ କ’ଣ ୨୫ ବର୍ଷର ବିକାଶ ? କୁହାଯାଏ ଚାଷୀ ହୁଡ଼ିଲେ ବରଷେ, ଭୋଟର ହୁଡ଼ିଲେ ୫ ବର୍ଷ । ଏ ଢ଼ଗ ଯେମିତି ଆମେ କହୁନୁ । କହୁଛି ଏ କଚ୍ଚା ରାସ୍ତା... ଏ ନୁଆଣିଆ ଝାଟିମାଟି ଘର... ଆଉ ଏ ଗରିବର ନୀରିହ ଆଖି । ରାଜ୍ୟରେ ୨୫ ବର୍ଷ ବିଜେଡି ସରକାରର ରହି ଏତେ ବଡ଼ ଶଙ୍ଖ ଭବନ ଛିଡ଼ା କରିସାରିଲାଣି । ତଥାପି ଏ ନୁଖୁରା ମୁଣ୍ଡର ଲୋକଙ୍କ ପାଇଁ ନା ଅଛି ଖଣ୍ଡେ ରାସ୍ତା । ନା ପହଞ୍ଚିଛି ସରକାରଙ୍କ ସମସ୍ତ ମୌଳିକ ସୁବିଧା । Pallipuspa Samal 27 May 2024 10:23 IST deprived of basic amenities People Deprived Of Basic AmenitiesAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ