ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବାଇକ୍ରେ ତିଆରି ହୋଇଗଲା ପାଣି ଜାହାଜ। ସିଟ୍ରେ ବସି ବୁଲିଲେ ଲୋକେ.... ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ…
ବାଃ ବାଃରେ ଆମ ସ୍ୱାସ୍ଥ୍ୟ ସେବା। ଏଇ ମେଡ଼ିକାଲରେ ଡାକ୍ତର ନାହାନ୍ତି କି ମେଡ଼ିକାଲ ଷ୍ଟାଫ୍ ନାହାନ୍ତି। ହାଡ଼ଭଙ୍ଗା ରୋଗୀଙ୍କ ଚିକିତ୍ସା କରୁଛନ୍ତି ମେଡ଼ିକାଲ ସୁଇପର। ପଚାରିଲେ କହୁଛନ୍ତି...ମତେ ବଡ଼ବାବୁ କହିଛନ୍ତି ଚିକିତ୍ସା କରିବାକୁ। ପୁଣି ଜଣକ ପିଛା ନିଆଯାଉଛି ୫୦୦ ଶହ ଟଙ୍କା…
ଟ୍ରେଲର-ବସ୍ ଧକ୍କା ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ଓ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ଉପକୂଳ ଦେଇ ସମାନ୍ତରାଳ ଭାବେ ଓଡ଼ିଶା ଉପକୂଳ ଯିବାର ସମ୍ଭାବନା ରହିଛି।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ଆଇଜିଆଇଟି (IGIT) କ୍ୟାମ୍ପସରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଛାତ୍ର ଜଣଙ୍କ ତାଳଚେର ଥର୍ମାଲ ଡିଏଭି ସ୍କୁଲର ଯୁକ୍ତ ଦୁଇ ଛାତ୍ର ଅବିନାଶ ପ୍ରଧାନ ବୋଲି ଜଣାପଡିଛି ।
ବେଦୀ ଉପରେ ବୈଦିକ ରୀତିନୀତି ଅନୁସାରେ ଚାଲିଥିଲା ବାହାଘର। ହେଲେ ହଠାତ୍ ପହଞ୍ଚିଗଲା ପୋଲିସ୍। ବର ହାତରେ ହାତକଡ଼ି ପିନ୍ଧାଇ ନେଇଗଲା ଥାନାକୁ। ପରକୀୟା ପ୍ରୀତି ପାଇଁ ଶିଶୁପାଳ ହୋଇ ରହିଲା ବର, ବାହାଘର ନହେବାରୁ ଚିନ୍ତାରେ ମଙ୍ଗୁଳା କନ୍ୟା ପରିବାର…
ଯେତେବେଳେ ନ୍ୟାୟର ପ୍ରସଙ୍ଗ ଉଠେ ସେତେବେଳେ ଆମ ଆଖି ଆଗରେ ନ୍ୟାୟର ଦେବୀଙ୍କ ଏକ ପ୍ରତିମା ସ୍ୱତଃ ଚାଲିଆସେ, ଯିଏ ଆଖିରେ କଳା ପଟି ବାନ୍ଧିବା ସହିତ ଗୋଟିଏ ହାତରେ ଖଣ୍ଡା ଓ ଅନ୍ୟ ହାତରେ ତରାଜୁ ଧରିଥାନ୍ତି। କ’ଣ ଏହାର ଅର୍ଥ ଆସନ୍ତୁ ଜାଣିବା।
ଦିବ୍ୟାଙ୍ଗଙ୍କ ପାଇଁ ଭୁବନେଶ୍ୱରରେ ଖୋଲିଲା ପାଇଁ ସ୍ୱତନ୍ତ୍ର ପାର୍କ । ଭିନ୍ନକ୍ଷମ ଶସକ୍ତି କରଣ ମନ୍ତ୍ରୀ ଏହି ପାର୍କର ଉଦଘାଟନ କରିଛନ୍ତି ।
ମୋ ବୋଉଲୋ...ଆଲୋ ଇଏ କଣ? ବିଚ୍ ରାସ୍ତା ଉପରେ ଭାଲୁ ଭାଇ-ଲେଡ଼ି ଅଫିସର କଣ ମୁହାଁମୁହିଁ ହେଲେ? ନାରଣ ଘଟଣା କଣ କିରେ !! ଦୁହେଁ ଦୁହିଁଙ୍କ ଉପରେ କଣ ଏମିତି ବର୍ଷଣ କରୁଛନ୍ତି?
ବାତ୍ୟା ଅସାନି ପ୍ରଭାବରେ ହେବାକୁ ଥିବା ବର୍ଷା ଓ ପବନ ଯୋଗୁ ବାଲେଶ୍ୱର ଜିଲ୍ଲାର ଚାଷୀ ଏବେ ଚିନ୍ତାରେ ରହିଛନ୍ତି ।
ସେମାନଙ୍କ ବେତନ ୫୫୫୫ ଟଙ୍କାରୁ ୭୦୦୦ ଟଙ୍କା ବୃଦ୍ଧି କରାଯିବା ନେଇ ସରକାର ନିଷ୍ପତ୍ତି ନେଇଛି ।
ଡ୍ରୋନ କିପରି ବ୍ୟବହାର କରାଯିବ, ସେଥିରେ କିପରି ଆବଶ୍ୟକ ସାମଗ୍ରୀ ଅନ୍ୟତ୍ର ପଠାଯିବ । ସେନେଇ ତାଲିମ ଦିଆଯାଇଛି ।
ଆକ୍ସନ ମୁଡ୍ରେ ପରିବହନ ବିଭାଗ । ହେଲମେଟ୍ ନଥିଲେ ଫାଇନ୍ କଟିବ । ଏଥର ଅମାନିଆ ଗାଡିଚାଳକଙ୍କୁ ମାଫ୍ ନାହିଁ । ଗାଡ଼ି ଧରିବା ମାତ୍ରେ ମୁଣ୍ଡରେ ହେଲମେଟ୍ ନଥିଲେ ସାଙ୍ଗେ ସାଙ୍ଗେ ଫାଇନ୍ କଟିବ । ଏମିତିକି ୩ ମାସ ପର୍ଯ୍ୟନ୍ତ ଲାଇସେନ୍ସ ମଧ୍ୟ ବାତିଲ ହେବ ।
ସରକାରୀ କର୍ମଚାରୀ କିନ୍ତୁ ନିଶା ତାଙ୍କର ତୁଳସୀ ମାଳି ତିଆରି କରିବା । ସାଧୁ ସନ୍ୟାସୀମାନଙ୍କୁ ନିଜ ହାତ ତିଆରୀ ମାଳି ଦାନ କରିବା ସହ ନିଜ ସକ୍ଷମ ଅନୁଯାୟୀ ଦକ୍ଷିଣା ଦେଇ ଆତ୍ମତୃପ୍ତି ଲାଭ କରନ୍ତି କମଳ ।
ଆଜି ବି ପ୍ରତି କ୍ଷଣରେ ମନେ ପକାଉଛନ୍ତି ପରିବାର ଲୋକେ ଓ ସହଯୋଗୀ ଶିଳ୍ପୀ ।
ପେନସିଲରେ ଯାଦୁ ଦେଖାଉଛନ୍ତି ଶାରଦା
ଅଟୋଚାଳକଙ୍କ ପୁଅ ଉତ୍କଳ ବିଶ୍ୱବିଦ୍ୟାଳୟରେ ଗୋଲ୍ଡ ମେଡାଲ ପାଇଲେ ।
କଠିନ ପରିଶ୍ରମ କରୁଥିଲେ ସୁଦ୍ଧା କେନ୍ଦୁପତ୍ର ତୋଳାଳିଙ୍କ ଦୁଃଖ କମୁନି । ଏଥିରୁ ରାଜ୍ୟ ସରକାର ଭଲ ରାଜସ୍ୱ ପାଉଛନ୍ତି । ସେଥିପାଇଁ ତୋଳାଳିଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ହେଲେ ଦୁଇ ବର୍ଷ ହେଲାଣି ସେମାନଙ୍କୁ ଛାତ୍ରବୃତ୍ତି, ବିବାହ ପ୍ରୋତ୍ସାହନ, ବୋନସ୍ ଆଦି ମିଳୁନାହିଁ ।
ଆଖି ସାମ୍ନାରେ ବୁଡ଼ି ଯାଉଥିଲେ ସାଙ୍ଗ। ପହଁରା ନଜାଣି ମଧ୍ୟ ସମୁଦ୍ର ଭିତରକୁ ମାରିଥିଲେ ଡିଆଁ। ସାଙ୍ଗକୁ ଉଦ୍ଧାର କରିବା ପାଇଁ ଯାଇଥିଲେ ସତ ହେଲେ ନିଜେ ହିଁ ସମୁଦ୍ର ମଧ୍ୟରେ ନିଖୋଜ ହୋଇଗଲେ
ଆଖି ସାମ୍ନାରେ ବୁଡ଼ି ଯାଉଥିଲେ ସାଙ୍ଗ। ପହଁରା ନଜାଣି ମଧ୍ୟ ସମୁଦ୍ର ଭିତରକୁ ମାରିଥିଲେ ଡିଆଁ। ସାଙ୍ଗକୁ ଉଦ୍ଧାର କରିବା ପାଇଁ ଯାଇଥିଲେ ସତ ହେଲେ ନିଜେ ହିଁ ସମୁଦ୍ର ମଧ୍ୟରେ ନିଖୋଜ ହୋଇଗଲେ। ୭ ଦିନ ହେଲାଣି ଖୋଜା ଚାଲିଛି ହେଲେ ମିଳୁନି ଅତ୍ତାପତା...କାନ୍ଦି କାନ୍ଦି କଳାକାଠ ପଡ଼ିଗଲାଣି ମାଆ
ଅଭିଯୋଗ ଉପରେ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି।
ଏମାନଙ୍କ ଘର ପୁରୀରେ ନୁହେଁ। ଆମେ ପୁରୀରେ ରହୁଛୁ...ରାତିରେ ଡେଲିଭରି ଗାଡ଼ି ବି ଆମ ଘର ପାଖକୁ ଆସିପାରୁନି। ଭଙ୍ଗା ଯାଇଛି ମାନେ ଶୀଘ୍ର କାମ ସାର। ବିରୋଧ କରି କାମ ବନ୍ଦେ କୌଣସି ଲାଭ ନାହିଁ। ASI କହିପାରିବ ମନ୍ଦିର ସୁରକ୍ଷିତ ଅଛି କି ନାହିଁ...
ସ୍ୱାମୀ-ସ୍ତ୍ରୀଙ୍କ ପାଟିରେ ନାହିଁ ସଂଯମତା। ଯିଏ ଯାହାକୁ ଯାହା ପାଇଲା ତାହା କହିଲା। ଷ୍ଟେଜ୍ ଉପରେ ଭୁଲ ମାନିଲେ ସ୍ୱାମୀ। ଶାଶୂ କହୁଛନ୍ତି ଝିଅର କିଛି ହେଲେ ତୁମ ପରିବାରକୁ ଥାନାକୁ ଟାଣିବି। ସଟ୍ଟେମ୍ପର ପାଇଁ ହଇରାଣ ହେଉଛନ୍ତି ନଗମା? ଦେଖନ୍ତୁ ଏହା ପରେ ହେଲା କଣ?
ଆଗକୁ ଯେପରି ଆଉ ଅଧିକ କ୍ଷତି ନହେବ ସଜଡ଼ା ହେବା ଦରକାର
କଙ୍କଡ଼ା ମୁସମୁସ୍ ଫ୍ରାଏ। ନାଁ ଶୁଣିବା ମାତ୍ରେ ପାଟିରେ ଆସିଲାଣି ଲାଲ। ପିଆଡ ବଟା ସାଙ୍ଗକୁ ଅଦା ଆଉ ରସୁଣ ପେଷ୍ଟ ଦେଇ ଏବେ ହିଁ ତିଆରି କରନ୍ତୁ କଙ୍କଡ଼ା ମୁସମୁସ୍ ଫ୍ରାଏ। ନିଜେ ଖାଆନ୍ତୁ ଆଉ ଅନ୍ୟକୁ ବି ଖୁଆନ୍ତୁ...