/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641200616.jpg)
Salary Hiked Of Junior Teachers
ଖୁସି ଖବର । ବଢ଼ିଲା ଦରମା । ବଢ଼ିଲା ପାର୍ଟ ଟାଇମ୍ କର୍ମଚାରୀଙ୍କ ଦରମା । ଆଗରୁ ଥିଲା ୫୫୫୫ ଟଙ୍କା ଏବେ ହେଲା ୭୦୦୦ ଟଙ୍କା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ ଯେ, ଓଡ଼ିଶାର ସମଗ୍ର ଶିକ୍ଷା ଅଧୀନରେ କାର୍ଯ୍ୟରତ ୫ ହଜାର ୫୬ ଜଣ ପାର୍ଟ ଟାଇମ୍ ଇନ୍ଷ୍ଟ୍ରକ୍ଟରଙ୍କ ମାସିକ ବେତନ ବୃଦ୍ଧି କରାଯାଇଛି । ସେମାନଙ୍କ ବେତନ ୫୫୫୫ ଟଙ୍କାରୁ ୭୦୦୦ ଟଙ୍କା ବୃଦ୍ଧି କରାଯିବା ନେଇ ସରକାର ନିଷ୍ପତ୍ତି ନେଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)