• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kenduleaf Pluckers

SpecialStory
କେନ୍ଦୁପତ୍ର ତୋଳାଳିଙ୍କ ଦୁଃଖ : ଦୁଇବର୍ଷ ହେଲା ସରକାରୀ ଯୋଜନାରୁ ବଞ୍ଚିତ

କଠିନ ପରିଶ୍ରମ କରୁଥିଲେ ସୁଦ୍ଧା କେନ୍ଦୁପତ୍ର ତୋଳାଳିଙ୍କ ଦୁଃଖ କମୁନି । ଏଥିରୁ ରାଜ୍ୟ ସରକାର ଭଲ ରାଜସ୍ୱ ପାଉଛନ୍ତି । ସେଥିପାଇଁ ତୋଳାଳିଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ହେଲେ ଦୁଇ ବର୍ଷ ହେଲାଣି ସେମାନଙ୍କୁ ଛାତ୍ରବୃତ୍ତି, ବିବାହ ପ୍ରୋତ୍ସାହନ, ବୋନସ୍ ଆଦି ମିଳୁନାହିଁ ।

Kenduleaf pluckers
କେନ୍ଦୁପତ୍ର ତୋଳାଳିଙ୍କ ଦୁଃଖ, ଦୁଇବର୍ଷ ହେଲା ସରକାରୀ ଯୋଜନାରୁ ବଞ୍ଚିତ

ପଶ୍ଚିମ ଓଡିଶାରେ ଅଧିକାଂଶ ଲୋକଙ୍କ ଜୀବନ ଜିବିକା ହେଉଛି କେନ୍ଦୁପତ୍ର। ବର୍ଷକର ଖରାଦିନେ ଯାହା କିଛି ରୋଜଗାର ହୁଏ, ତାହା ପରିବାର ପାଇଁ ବର୍ଷକର ସମ୍ୱଳ। ଅନେକ ଦୁଃଖକଷ୍ଟ କରି ତୋଳାଳି କେନ୍ଦୁପତ୍ର ସଂଗ୍ରହ କରି ସରକାରଙ୍କ ଅର୍ଥନୀତିକୁ ବଢାଉଥିବା ବେଳେ ସରକାରୀ ଯୋଜନାର ଲାଭ ପାଉନାହାଁନ୍ତି ତୋଳାଳି। ଦୀର୍ଘ ଦୁଇବର୍ଷ ହେଲାଣି ଅନେକ ଯୋଜନାରୁ ବଂଚିତ ତୋଳାଳି...