କରୋନା ସମସ୍ତଙ୍କୁ ହେବ। ପିଲା ଜନ୍ମ ହେଉ ହେଉ ବି ତାଙ୍କୁ ହୋଇପାରେ କରୋନା। ୫ ବର୍ଷ ତଳର ପିଲାଙ୍କୁ ଦିଆଯିବ କି କରୋନା ଟିକା? ଶୁଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ
ପୋଖରୀ ଖୋଳିଲା ବେଳେ ମିଳିଲା ରତ୍ନପଥର । ଆଉ ତା ପରେ...
ଆଲୋ ଭାଇ ଇଏ କି ନାଚ? ଦେଖୁନ...କେମିତି ନାଗିନ ଗୀତରେ ଗଡ଼ି ଗଡ଼ି ନାଚୁଛନ୍ତି...ନାଚ ନିଶାରେ ଏମିତି ମଜିଛନ୍ତି ଯେ, ସେ ଭାଇଙ୍କୁ ଦୁଇ ଗୋଇଠା ଦେଲେ। ସିଏ ବି ଚିତ୍ପଟାଙ୍ଗ ମାରିଲେ ।
ଜଣେ ବ୍ୟକ୍ତି ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଏବଂ ଏହାର ତଦନ୍ତ ଜାରି ରହିଥିଲା । ପ୍ରକୃତରେ କେଉଁ କାରଣ ଲାଗି ସେ ଏତେବଡ଼ କଠୋର ନିଷ୍ପତ୍ତି ନେଲେ ତାହାର ତଦନ୍ତ ଚାଲିଛିି ।
ଆମ୍ବ ସୁସ୍ୱାଦୁ ଫଳ ମଧ୍ୟରେ ଗୋଟିଏ। ଦୁନିଆରେ ଅନେକ ପ୍ରକାରର ଆମ୍ବ ରହିଛି। ଏହାରି ଭିତରେ ଏମିତି ଏକ ଆମ୍ବ ରହିଛି ଯାହାର ମୂଲ୍ୟ ଜାଣିଲେ ଖାଇବା ତ ଦୂରର କଥା ଆପଣ ଏହାକୁ ନେଇ ସ୍ୱପ୍ନ ବି ଦେଖିବା ଭୁଲିଯିବେ। ଭାରତରେ କେଉଁଠି ମିଳେ ଆସନ୍ତୁ ଜାଣିବା।
ଶାରିରୀକ ସମସ୍ୟା ସତ୍ତ୍ୱେ ହାରି ନଥିଲେ ମହିଳା। ପାଠ ୧୦ମ ପର୍ଯ୍ୟନ୍ତ ଥିଲେ ବି ହୋଇଗଲେ ଫ୍ୟାସନ ଡିଜାଇନର୍। ଏବେ ସାଜିଛନ୍ତି ସବୁ ମହିଳାଙ୍କ ପାଇଁ ପ୍ରେରଣା।
ସୁବ୍ରତଙ୍କ ସୂକ୍ଷ୍ମ କାମକୁ ନେଇ ଏବେ ସବୁଠି ଚର୍ଚ୍ଚା। ମାତ୍ର ୧୭ ଦିନରେ ୧୬ଶହ ଆଇସକ୍ରିମ କାଠିରେ ତିଆରି କରିଛନ୍ତି ରାମ ମନ୍ଦିର। ପୁଣି ମହମରେ ତିଆରି କରିଛନ୍ତି ଯୋରନ୍ଦା ମନ୍ଦିର। କାରୁକାର୍ଯ୍ୟ ଏମିତି ହୋଇଛି ଯେ, ଦେଖିଲେ ଘଣ୍ଟାଏ କାଳ ପର୍ଯ୍ୟନ୍ତ ଚାହିଁ ରହିବେ ।
ଶ୍ରୀମନ୍ଦିର ଐତିହ୍ୟ କରିଡ଼ର କାମ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅପିଲ୍ କଲା INTACH । ଅସୁରକ୍ଷିତ ଐତିହ୍ୟସ୍ଥଳୀ ସଂରକ୍ଷଣ ଉପରେ କାର୍ଯ୍ୟରତ ସଂସ୍ଥା INTACH ଓଡ଼ିଶା ଚାପ୍ଟର ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠିରେ ଲେଖିଛନ୍ତି, ଜଗନ୍ନାଥ ମନ୍ଦିର ଚୌହଦିର ଶହେ ମିଟର ନିଷିଦ୍ଧାଞ୍ଚଳରେ ଚାଲିଥିବା ନିର୍ମାଣ କାମ ଏଏସ୍ଆଇ ଅନୁମତିରେ ହେଉନାହିଁ
ଅସୁରକ୍ଷିତ ଐତିହ୍ୟସ୍ଥଳୀ ସଂରକ୍ଷଣ ଉପରେ କାର୍ଯ୍ୟରତ ସଂସ୍ଥା INTACH ଓଡ଼ିଶା ଚାପ୍ଟର ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠିରେ ଲେଖିଛନ୍ତି, ଜଗନ୍ନାଥ ମନ୍ଦିର ଚୌହଦିର ଶହେ ମିଟର ନିଷିଦ୍ଧାଞ୍ଚଳରେ ଚାଲିଥିବା ନିର୍ମାଣ କାମ ଏଏସ୍ଆଇ ଅନୁମତିରେ ହେଉନାହିଁ ।
ଦେଶର ସ୍ମାର୍ଟସିଟି ତାଲିକାରେ ରହିଛି ରାଜଧାନୀ ଭୁବନେଶ୍ୱର । ସ୍ମାର୍ଟସିଟିର ସୌନ୍ଦର୍ଯ୍ୟକୁ ବଢ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ଅନେକ ପଦକ୍ଷେପ । ରାଜଧାନୀର ରାସ୍ତାକଡ଼ କାନ୍ଥଗୁଡ଼ିକରେ ଅଙ୍କା ଯାଉଛି ଓଡ଼ିଶାର କଳା ସଂସ୍କୃତି । ଯେଉଁଥିରେ ଝଲସୁଛି କଳାକାରର ପ୍ରତିଭା । ନିର୍ବାଚନୀ ଓ ବିଜ୍ଞପ୍ତିର ପୋଷ୍ଟର ପଛରେ ଲୁଚିଯାଉଛି କଳାର ମହାତ୍ମ୍ୟ । ଏହା କ'ଣ ପ୍ରଶାସନର ଅଣଦେଖା ନୁହେଁ କି ?
ଦେଢ଼ ମାସ ହେଲାଣି ମୋ ଜେଜେ ହଜିଯାଇଛନ୍ତି। ସାରା ଓଡ଼ିଶା ବୁଲସାରିଲିଣି। କେଉଁଠି ବି ପାଉନି। ଦେଖ ଇଏ ମୋ ଜେଜେ... କିଏ ଟିକେ ଦେଖିଲେ କହିବ...
ସୁବ୍ରତଙ୍କ ସୂକ୍ଷ୍ମ କାମକୁ ନେଇ ଏବେ ସବୁଠି ଚର୍ଚ୍ଚା। ମାତ୍ର ୧୭ ଦିନରେ ୧୬ଶହ ଆଇସକ୍ରିମ କାଠିରେ ତିଆରି କରିଛନ୍ତି ରାମ ମନ୍ଦିର। ପୁଣି ମହମରେ ତିଆରି କରିଛନ୍ତି ଯୋରନ୍ଦା ମନ୍ଦିର। କାରୁକାର୍ଯ୍ୟ ଏମିତି ହୋଇଛି ଯେ, ଦେଖିଲେ ଘଣ୍ଟାଏ କାଳ ପର୍ଯ୍ୟନ୍ତ ଚାହିଁ ରହିବେ ଆପଣ...
ବାପା-ମାଆ ଆରପାରିରେ। ରୋଜଗାର କହିଲେ କିଛି ନାହିଁ। ମୁଣ୍ଡ ଉପରେ ତିନି ଭାଇ-ଭଉଣୀଙ୍କ ଦାୟିତ୍ୱ। ସକାଳୁ ଦାନ୍ତ ଘଷାଇବାଠାରୁ ରାତି ଖୁଆଇବା ପର୍ଯ୍ୟନ୍ତ ସବୁ ଦାୟିତ୍ୱ ୟାଙ୍କ ଉପରେ। ମଜୁରି ଖଟିବାକୁ ନଗଲେ ଘରେ ଚୁଲି ଜଳିବନି। ସରକାରୀ ସହାୟତା ନମିଳିଲେ ଉଜୁଡ଼ିଯିବ ସଂସାର।
ନିଜ ପାଖରେ କ୍ରେଡ଼ିଟ୍ କାର୍ଡ଼ ଅଛି, ମୋବାଇଲକୁ କୌଣସି ମେସେଜ୍ ବି ଆସିନି। ହେଲେ ଆକାଉଣ୍ଟରୁ କଟିଗଲା ଟଙ୍କା। ଜାଣନ୍ତୁ କଣ ଥିଲା ପୂରା ମାମଲା....
୫ ବର୍ଷ ହେଲାଣି ଏମିତି ବିପଦପୂର୍ଣ୍ଣ ଅବସ୍ଥାରେ ଟାୱାର ବସିଛି। ମାସକୁ ଭଡ଼ା ବାବଦକୁ ଜମି ମାଲିକଙ୍କୁ ଟଙ୍କା ମିଳୁନି କି ସୁରକ୍ଷାକର୍ମୀଙ୍କୁ ଦରମା ମିଳୁନି। ଚୁକ୍ତିରେ ସ୍ୱାକ୍ଷର କରିଥିବାରୁ ଟାୱାରକୁ ହଟାଇ ପାରୁନାହାନ୍ତି ଜମି ମାଲିକ। ଯଦି କେତେବେଳେ କାହା ଘରେ କି କାହା ଉପରେ ପଡ଼େ ତେବେ ପ୍ରାଣ ଯିବା ସୁନିଶ୍ଚିତ।
ଲୋକାର୍ପଣର ୧୦ ବର୍ଷ ପରେ ବି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିନି ଜଗତସିଂପୁର ବସ୍ଷ୍ଟାଣ୍ଡ୍। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏଠାରେ ଦୋକାନ ଗୃହ ଉପରେ ଗଛଲତା ମାଡିଗଲାଣି।
ପ୍ରଥମେ ଛାତ୍ରଛାତ୍ରୀଙ୍କୁ ପ୍ରଲୋଭନ ଦେଖାଇ କଲେଜରେ ଆଡମିଶନ କରାଇଲେ। ପରେ ସେମାନଙ୍କ ନାଁରେ ଆସିଥିବା ୨ ବର୍ଷର ଷ୍ଟାଇପେଣ୍ଡ୍ ଟଙ୍କାକୁ ଆତ୍ମସାତ କରାଗଲା।
ଟ୍ରେନ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ଅଳ୍ପକେ ବର୍ତ୍ତିଗଲେ ସିନା, ହେଲେ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଡାହାଣ ହାତ ସମ୍ପୂର୍ଣ୍ଣ କଟି ଯାଇଛି।
ରାୟ ଆସିବା ପର୍ଯ୍ୟନ୍ତ ନିର୍ମାଣ ସ୍ଥଗିତ ରହିଲେ ପ୍ରକଳ୍ପ ପାଇଁ ଅସୁବିଧା ନାହିଁ ବୋଲି ଚିଠିରେ ଦର୍ଶାଯାଇଛି ।
ଖୋର୍ଦ୍ଧା ପାଖରେ ନିନା ବେଉରାଙ୍କ ଗାଡ଼ିକୁ ପିଛା କରି ଧରିଲା ଭିଜିଲାନ୍ସ ଟିମ୍ ।
ଗଂଜେଇ କାରବାର ଧରିବାକୁ ଯାଇ ଆକ୍ରମଣର ଶିକାର ହେଲା ମାଲକାନଗିରି ପୋଲିସ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳରେ ପୋଲିସକୁ ମାଡ଼ ମାରିଲେ ସ୍ଥାନୀୟ ଲୋକେ ।
ଶ୍ରଦ୍ଧାଞ୍ଜଳି ସଭାରେ ଧୁମ୍ଧଡ୍କା ନାଚ। ଜଣେ ଯୁବତୀ ସଲମାନ ଖାନଙ୍କ ୱାଣ୍ଟେଡ୍ ଫିଲ୍ମର ‘ଚାନ୍ଦିନୀ ଚାନ୍ଦିନୀ ରାତ୍ ହୈ’ ଗୀତରେ ନାଚୁଥିବାର ନଜର ଆସନ୍ତି। ସେ ଏଥିରେ ଜବରଦସ୍ତ ବେଲୀ ଡ୍ୟାନ୍ସ କରୁଥିବା ଦେଖାଯାଏ।
ଆପଣ ଗୁଗୁଲରେ ଯାହା ଖୋଜୁଛନ୍ତି ତାହା ଉପରେ କିଛି ଲୋକ ନଜର ରଖନ୍ତି। ଏଥିରେ ଏକ ସୁରକ୍ଷା ଦଳ ମଧ୍ୟ ଅନ୍ତର୍ଭୁକ୍ତ। ଏପରି ପରିସ୍ଥିତିରେ ଯଦି କିଛି ଧରାଯାଏ ଯେ ଯାହା ବିପଜ୍ଜନକ, ତେବେ ଦଳ ଏହାକୁ ଟ୍ରାକ୍ କରେ।
ଉପରମୁହାଁ ବଜାର ଦର ଖାଦ୍ୟ ସାମଗ୍ରୀ ସମେତ ଅତ୍ୟାବଶକୀୟ ଜିନିଷର ଦରଦାମ୍ ବଢିଛି । ହାତ ମାରିବାକୁ ବି ଡର ଲାଗୁଛି । ଟମାଟୋ କିଲୋ ପିଛା ଶହେ, ଚିକେନ୍ ପାଖାପାଖି ୩ ଶହ ଆକାଶଛୁଆଁ ଦରକୁ ଦେଖି ମୁଣ୍ଡରେ ହାତ ଦେଲେଣି ଖାଉଟି । ଚାହିଦା ତୁଳନାରେ ଉତ୍ପାଦନ ନଥିବାରୁ ଦର ବଢିଥିବା କହିଛନ୍ତି ବ୍ୟବସାୟୀ ।