ଦେଢ଼ ମାସ ହେଲାଣି ମୋ ଜେଜେ ହଜିଯାଇଛନ୍ତି। ସାରା ଓଡ଼ିଶା ବୁଲସାରିଲିଣି। କେଉଁଠି ବି ପାଉନି। ଦେଖ ଇଏ ମୋ ଜେଜେ... କିଏ ଟିକେ ଦେଖିଲେ କହିବ...
Published: Rajalaxmi Sahoo
Last updated: 14 May 2022, 03:30 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।