• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Wall Painting

Wall Painting
ଏ କ'ଣ ସ୍ମାର୍ଟସିଟିର ସ୍ମାର୍ଟ ଚେହେରା ! ପୋଷ୍ଟର ତଳେ ଲୁଚିଯାଉଛି ଓଡ଼ିଶାର କଳା ସଂସ୍କୃତି

ଦେଶର ସ୍ମାର୍ଟସିଟି ତାଲିକାରେ ରହିଛି ରାଜଧାନୀ ଭୁବନେଶ୍ୱର । ସ୍ମାର୍ଟସିଟିର ସୌନ୍ଦର୍ଯ୍ୟକୁ ବଢ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ଅନେକ ପଦକ୍ଷେପ । ରାଜଧାନୀର ରାସ୍ତାକଡ଼ କାନ୍ଥଗୁଡ଼ିକରେ ଅଙ୍କା ଯାଉଛି ଓଡ଼ିଶାର କଳା ସଂସ୍କୃତି । ଯେଉଁଥିରେ ଝଲସୁଛି କଳାକାରର ପ୍ରତିଭା । ନିର୍ବାଚନୀ ଓ ବି‌ଜ୍ଞପ୍ତିର ପୋଷ୍ଟର ପଛରେ ଲୁଚିଯାଉଛି କଳାର ମହାତ୍ମ୍ୟ । ଏହା କ'ଣ ପ୍ରଶାସନର ଅଣଦେଖା ନୁହେଁ କି ?