• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Who is the \'Big Elephant\' in Congress - Watch Sharat Patnaik on OTV Khola Katha
ଲଗାତାର ଦୁଇ ଥର ହାରିଥିଲେ ନେତାଙ୍କୁ ଟିକେଟ୍‌ ଦେବି କଂଗ୍ରେସ?

ଲଗାତାର ଦୁଇଥର ହାରିଥିଲେ ୨୦୨୪ରେ ନେତାଙ୍କୁ ଟିକେଟ୍‌ ଦେବନି କଂଗ୍ରେସ? ଚିନ୍ତନ ବୈଠକରେ ନେତା କି କି ନିଷ୍ପତ୍ତି ନେଲେ? କଂଗ୍ରେସରେ BigElephant କିଏ?

Watch Making News only on OTV
ହଇରେ ମୋ ଉପରେ ଗରମ ହେଉଛୁ, ଝିଅ ଦେଖି ନରମ ହେଉଛୁ....ହୋଉ ହୋଉ

ହଇରେ ପିଲା....ତୁ ତ ମୋ ଉପରେ ଏତେ ଗରମ ହେଉଛୁ, ସେପଟେ ଝିଅ ଦେଖୁ ଦେଖୁ ନରମ କଥା କହୁଛି....ତୋ ଖୁରାକୁ ଜୁହାର.....

BJD MP Anubhav Mohanty Said His Last Wish
ମଧ୍ୟ ରାତ୍ରରେ ଫ୍ୟାନ୍ସଙ୍କୁ ନିଜ ରୁମ୍‌ ବୁଲି ଦେଖାଇଲେ ଅନୁଭବ, କହିଲେ ଶେଷ ଇଚ୍ଛା...

ପୁଣି ସୋସିଆଲ୍‌ ମିଡିଆରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଭିଡିଓ ଛାଡ଼ିଛନ୍ତି। ଆଜି ସକାଳୁ ସକାଳୁ ୟୁଟ୍ୟୁବ୍‌ରେ ଅନୁଭବ ମହାନ୍ତିଙ୍କ ନାଁରେ ଥିବା ପେଜ୍‌ରେ ଏହି ଭିଡିଓ ଅପ୍‌ଲୋଡ୍‌ ହୋଇଛି। ମଧ୍ୟ ରାତ୍ରରେ ସେ ଏହି ଭିଡିଓ କରିଥିବା ଜଣାପଡ଼ିଛି। 

Russia\'s Putin running on deadline
ଆଉ ଜୀବିତ ନାହାନ୍ତି ଋଷିଆ ରାଷ୍ଟ୍ରପତି ? କଣ ରହିଛି ସତ....

ସତରେ କଣ ଆଉ ଜୀବିତ ନାହାନ୍ତି ଋଷିଆ ରାଷ୍ଟ୍ରପତି ପୁଟିନ୍‌? ତାଙ୍କର ପରଲୋକ ହୋଇସାରିଥିବା ନେଇ ବଢିଲା ଚର୍ଚ୍ଚା...ଜାଣନ୍ତୁ କଣ ରହିଛି ପୂରା ଘଟଣା

Special Story | 8 years in termite mound - OTV Special Story from Patnagarh
୮ ବର୍ଷ ହେଲାଣି ଉଇ ହୁଙ୍କା ଘରେ ବିତୁଛି ଜୀବନ...

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ। ୮ ବର୍ଷ ହେଲାଣି ଉଇ ହୁଙ୍କା ପରି ଘରେ ବିତୁଛି ଜୀବନ। ବଡ଼ବାବୁଙ୍କୁ ଗୁହାରି କରି କରି କେହି ଶୁଣିଲେନି କି ବୁଝିଲେନି। ଭିକ୍ଷାବୃତ୍ତି କରି କୋଉଦିନ ଦୁଇ ମୁଠା ଖାଉଛନ୍ତି ତ ଆଉ କୋଉଦିନ ଉପାସ ରହୁଛନ୍ତି....ଭୋଟ୍‌ ନେବାକୁ ସମସ୍ତେ ଆସିଲେ ହେଲେ ଘର ଖଣ୍ଡିଏ ବେଳକୁ ମୁହଁ ମୋଡ଼ିଲେ....ଦୁଃଖୀ ଦୁଃଖ ଶୁଣିବାକୁ କେହି ନାହାନ୍ତି....

Special Story | Indian Railways to call passengers before their arrival station - OTV report
ଟ୍ରେନ ଯାତ୍ରୀଙ୍କ ପାଇଁ ବଡ଼ ସୂଚନା...ଏଣିକି ଷ୍ଟେସନ ଆସିବାର ୨୦ ମିନିଟ୍‌ ପୂର୍ବରୁ ମୋବାଇଲକୁ ଆସିବ ଫୋନ୍‌....

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ଖବର। ଏଣିକି ଆପଣ ଓହ୍ଲାଇବାକୁ ଥିବା ଷ୍ଟେସନ୍‌ର ୨୦ ମିନିଟ୍‌ ପୂର୍ବରୁ ଆପଣଙ୍କୁ ଆସିବ ଫୋନ୍‌ କଲ। ଆଉ ମିସ୍‌ ହେବନି ଷ୍ଟେସନ, ନଷ୍ଟ ହେବନି ସମୟ। ଜାଣନ୍ତୁ କେମିତି ଓ କେବେଠୁ ଉପଲବ୍ଧ ହେବ ଏଇ ସୁବିଧା....

Odisha Congress & OPCC chief - OTV News Fuse
ଆଲୋ ଆଲୋ...ହାଉଲେ ଆସ....ଜଗା ଦାଣ୍ଡରେ ଏମିତି ଦୌଡ଼ୁଛ କିଆଁ?

ଭାଇନା ଟିକିଏ ହାଉଲୋ ଚାଲ....ଝୁଣ୍ଟି ପଡ଼ିବ ପା....ଇରେ ନାରଣ ତୁ କଣ ଜାଣିପାରୁନୁ? ଇଏ ପା ପିସିସି ସଭାପତି। ୨୨ ବର୍ଷ ହେଲାଣି ଦଳ ଏମିତି ଚାଲୁଛି ଯେ....ସରକାର କଣ ବିରୋଧୀ ଆସନରେ ବି ବସିପାରିଲାନି। ଆଉ ଇଏ ଯଦି ହାଉଲେ ଚାଲିବେ ୨୦୨୪ରେ ହେବ କ’ଣ?

Agni-IV Missile Successfully Tested, Can Strike Targets 4,000 km Away
ଅଗ୍ନି-୪ର ସଫଳ ରାତ୍ରକାଳୀନ ପରୀକ୍ଷଣ

ଅଗ୍ନି-୪ର ସଫଳ ପରୀକ୍ଷଣ ହୋଇଛି । ସବୁଠୁ ବଡ଼ କଥା ହେଉଛି ଏହି କ୍ଷେପଣାସ୍ତ୍ରର ରେଞ୍ଜରେ ପାକିସ୍ତାନ ଓ ଚୀନ ଆସୁଛନ୍ତି ।

Rahul\'s reunion with his missing wife - OTV Special Report
ବାହାବେଦୀରୁ ପ୍ରେମିକା ପତ୍ନୀଙ୍କୁ ଉଠାଇ ଆଣିଲେ ଭଦ୍ରକ ଧୁଷୁରି ଅଞ୍ଚଳର ଯୁବକ ରାହୁଲ

ତିନି ଦିନ କାଳ ନଜରବନ୍ଦୀ ରଖିବା ପରେ ଆଜି ଝିଅକୁ ଅନ୍ୟ ଜଣେ ଯୁବକଙ୍କ ସହ ଜୋରଜବରଦସ୍ତ ବିବାହ କରିବାକୁ ଯୋଜନା କରିଥିଲେ ହେଲେ ରାହୁଲ ଏହି ଖବର ପାଇଯାଇଥିଲେ । ଫିଲ୍ମ ଷ୍ଟାଇଲରେ କିଛି ସାଙ୍ଗଙ୍କ ସହ ଘଟଣାସ୍ଥଳରୁ ବାଇକ୍‌ରେ ସ୍ତ୍ରୀକୁ ଉଠାଇ ଆଣିଥିଲେ ।

Puri Excise Inspector\'s \'Hafta\' allegations creates ripples in police department
ନିଶା ବେପାରୀଙ୍କଠୁ ବଟି ନେଉଛି କି ପୁରୀ ପୋଲିସ

କମିଶନରଙ୍କୁ ଜିଲ୍ଲା ଅବକାରୀ ଇନିସପେକ୍ଟରଙ୍କ ଖୋଲା ଚିଠିକୁ ନେଇ ସୃଷ୍ଟି ହୋଇଛି ହଇଚଇ...

Rahul's reunion with his missing wife - OTV Special Report
ମିଳନର ଖୁସି ଧୋଇଦେଲା ବିରହର କାନ୍ଦ: ଫିଲ୍ମ ଷ୍ଟାଇଲ୍‌ରେ ବାହାବେଦୀରୁ ଧନକୁ ଉଠାଇ ଆଣିଲେ ରାହୁଲ

ଅପହରଣର ୩ ଦିନ ପରେ ଫିଲ୍ମଷ୍ଟାଇଲ୍ରେ ବାହାବେଦୀରୁ ପ୍ରେମିକା ପତ୍ନୀଙ୍କୁ ଉଠାଇ ଆଣିଲେ ଭଦ୍ରକ ଧୁଷୁରି ଅଞ୍ଚଳର ଯୁବକ ରାହୁଲ...ଅପହରଣ ଓ ଉଦ୍ଧାର କାହାଣୀକୁ ନେଇ ଚର୍ଚ୍ଚା...

Sital Sasthi jatra culminates in Sambalpur with great pomp & show - OTV report
ସରିଲା ସମ୍ୱଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା; ମନ୍ଦିରରେ ପ୍ରବେଶ କଲେ ଦେବ ଦମ୍ପତ୍ତି

ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ସରିଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା: ପ୍ରବଳ ଗରମ ଗୁଳୁଗୁଳି ସତ୍ତ୍ୱେ ହର-ପାର୍ବତୀଙ୍କ ଯୁଗଳ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ...ଶୋଭାଯାତ୍ରାରେ ମନମୋହିଲା ପାରମ୍ପରିକ ଓ ଆଧୁନିକ ନୃତ୍ୟକଳା...

Aircraft
ବୀରାଶାଳ ଏୟାରଷ୍ଟ୍ରିପ୍‌ରେ ବିମାନ ଦୁର୍ଘଟଣାଗ୍ରସ୍ତ, ୧୫ ଫୁଟ୍ ଉଚ୍ଚରୁ ଖସିପଡ଼ିଲା ଏୟାରକ୍ରାଫ୍ଟ

ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବିମାନଟି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ।

Accident
ଦୁର୍ଘଟଣାର ଦିନ ! ୯ ଜଣଙ୍କ ଜୀବନ ଗଲା

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୯ ଜଣଙ୍କ ଜୀବନ ଯାଇଛି

Odisha Fire Service
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ୟୁନିଫର୍ମ ଭତ୍ତା

ଏଣିକି ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ୟୁନିଫର୍ମ ଭତ୍ତା...ଜାଣନ୍ତୁ କେତେ...

Indian Railways to begin Wakeup Call-Destination Alert Facility
ଏଣିକି ଟ୍ରେନ୍‌ରେ ନିଦ ଲାଗିଲେ ବି ମିସ୍‌ ହେବନି ଷ୍ଟେସନ୍

ଭାରତୀୟ ରେଲୱେ ପକ୍ଷରୁ ଟ୍ରେନ୍‌ ସେବାରେ ଏକ ନୂଆ ସର୍ଭିସ ଉପଲବ୍ଧ କରାଯାଇଛି । ଯେଉଁଥିରେ ଷ୍ଟେସନ୍ ଛାଡିବାର ପ୍ରାୟ ୨୦ ମିନିଟ୍ ପୂର୍ବରୁ ହିଁ ରେଲୱେ ଆପଣଙ୍କୁ ଗଭୀର ନିଦରୁ ଉଠାଇଦେବ ।

Scholarship
ବଢ଼ିଲା ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି

୫ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପକୃତ ହେବେ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ହାର ପୂର୍ବ ଥର ୨୦୧୫ ମସିହାରେ ବୃଦ୍ଧି କରାଯାଇଥିଲା ।

On shootings in US, Sadhguru says gun violence related to mental health
ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟ ବିଗିଡ଼ିଲେ ହିଂସା ବଢ଼ିବ : ସଦ୍‌ଗୁରୁ

ଆମେରିକାର କିଛି ଯୁବ ପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟ ସହ ବେପରୁଆ ଗୁଳିକାଣ୍ଡ ଜଡ଼ିତ ବୋଲି କହିଛନ୍ତି ସଦ୍‌ଗୁରୁ ଜଗି ବାସୁଦେବ।

Special story
‘ଫେରି ଆସିଲା ମୋ ଧନ’ ! କଲେଜରୁ ଫେରାର ଥିବା ସ୍ତ୍ରୀକୁ ପାଇବା ପରେ କୁଣ୍ଢାଇ ଧରି କାନ୍ଦିଲା ସ୍ୱାମୀ

ପରୀକ୍ଷା ଦେବାକୁ ଆସି ନିଖୋଜ ହୋଇଯାଇଥିବା ସ୍ତ୍ରୀକୁ ଫେରି ପାଇଲା ରାହୁଲ। ଖୁସିରେ ଆତ୍ମହରା ହୋଇ ବାଇକରେ ଧରି ଫେରିଲେ ଘରକୁ ।

female auto driver
ପିଲାଙ୍କ ଭବିଷ୍ୟତ ପାଇଁ ରାତି ୪ଟାରୁ ଅଟୋ ଚଳାଉଛନ୍ତି ମଧୁମିତା

ଆଖିରେ ଆଖିଏ ସ୍ୱପ୍ନ, ମନରେ ଅସୁମାରି ଆଶା। ତଥାପି ଜୀବନ ଯୁଦ୍ଧରେ ମାନିନାହାନ୍ତି ହାର୍‌। ପିଲାଙ୍କ ପାଠ ପାଇଁ ରାତି ୪.୩୦ ରୁ ଏମିତି ଅଟୋ ଚଳାଉଛନ୍ତି ମଧୁମିତା। ଦେଖନ୍ତୁ ମଧୁମିତା ପରିବାର ପାଇଁ କେମିତି କରୁଛନ୍ତି ସଂଘର୍ଷ......

The Great Odisha Political Circus
ଏଇଠି ମାଲ୍‌ ଖଲାସ କରିଦିଏ, ପାଖରେ କେହି ନାହାନ୍ତି....

ଓହୋ....ପେଟଟା ପୂରା ଖରାପ ଅଛି। ଏଇଠି ବସି ମାଲ୍‌ ଖଲାସ କରିଦେବି....ଆଲୋ ବୋଉ...ଏ ବସୁଧା କଣ ଫାଟିଗଲା? ନା ପି....କୁ କିଏ ପିଟିଲା?

Khola Katha | OPCC Chief Sarat Patnaik on Congress leaders leaving party
ରାହୁଲ ଗାନ୍ଧୀ ହୁଅନ୍ତୁ କଂଗ୍ରେସ ସଭାପତି

ଗାନ୍ଧୀ ପରିବାର ବିନା ଦେଶରେ କଂଗ୍ରେସର ମାନେ କିଛି ନାହିଁ। ଆମେ ସମସ୍ତେ ଚାହୁଁଛୁ କି ରାହୁଲ ଗାନ୍ଧୀ ସଭାପତି ହିଁ ହୁଅନ୍ତୁ। ଆମ ସରକାର ସବୁବେଳେ ଲୋକଙ୍କ ପାଇଁ କାମ କରେ...କିନ୍ତୁ ଏ ବିଜେପି ସରକାର ଦରଦାମ ବଢାଇବାରେ ବ୍ୟସ୍ତ...ଶୁଣନ୍ତୁ ଖୋଲାକଥା କଣ ଅଧିକ ଆଲୋଚନା କରୁଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ

naveen
୧୦ ବର୍ଷ ପରେ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ !

UAEରେ ଇଣ୍ଡଷ୍ଟ୍ର୍ରିଆଲ୍ ମିଟ୍‌ରେ ଯୋଗଦେବା କାର୍ଯ୍ୟକ୍ରମ

Puri Police
ଅବକାରୀ ବିଭାଗର ସାଂଘାତିକ ଅଭିଯୋଗ; ନିଶା ବେପାରୀଙ୍କଠୁ ମାସିକିଆ ବଟି ନେଉଛି ପୋଲିସ

ପୁରୀ ପୋଲିସ ନିଶା ବେପାରୀଙ୍କଠୁ ବଟି ନେଉଥିବା ଅଭିଯୋଗ କରିଛି ଅବକାରୀ ବିଭାଗ । ଅବକାରୀ ଇନ୍ସପେକ୍ଟରଙ୍କ ଚିଠିକୁ ନେଇ ପୁରୀ ପୋଲିସ ବିଭାଗ ହଟଚମଟ ।

Special story
’ଆଗରୁ କହିଛି, ଏବେ ବି କହୁଛି. . . କଦାପି ଯୋଡ଼ି ହେବନି ଭଙ୍ଗା ସମ୍ପର୍କ‘

ସୋସିଆଲ ମିଡିଆରେ ଏନେଇ ଅନୁଭବ ପୋଷ୍ଟ କରି ଲେଖିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସେ ନିରବତା ଅବଲମ୍ବନ କରିଛନ୍ତି, ତା ମାନେ ନୁହେଁ ଯେ, କିଛି ଗଣମାଧ୍ୟମ ସଂସ୍ଥା ଓ ୟୁଟ୍ୟୁବ୍ ଚ୍ୟାନେଲ ମନକୁ ଯାହା ଆସିବ ତାହା ଲେଖିବେ ।