Scholarship
ବଢ଼ିଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରି-ମାଟ୍ରିକ ଛାତ୍ରବୃତ୍ତି । ବାଳକଙ୍କ ପାଇଁ ୭୫୦ରୁ ୯୫୦ ଟଙ୍କା ଓ ବାଳିକାଙ୍କ ପାଇଁ ୮୦୦ରୁ ୧୦୦୦କୁ ଛାତ୍ରବୃତ୍ତି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଛାତ୍ରବୃତ୍ତି ପାଇଁ ବାର୍ଷିକ ବ୍ୟୟ ଅଟକଳ ୪୯୦ କୋଟି ଟଙ୍କା କରାଯାଇଛି । ଏହି ଯୋଜନାରେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପକୃତ ହେବେ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ହାର ପୂର୍ବ ଥର ୨୦୧୫ ମସିହାରେ ବୃଦ୍ଧି କରାଯାଇଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)