• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Photographs Of Koili Baikuntha And Nrusingha Mandir Of Puri Srimandir Goes Viral
ଭାଇରାଲ୍ ହେଉଛି ଶ୍ରୀମନ୍ଦିରର ଭିତର ଫଟୋ, ସେଲ୍‌ଫି ଉଠାଇ Facebookରେ ଫଟୋ ଶେଆର କଲେ ଭକ୍ତ

ପୁଣି ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି। କୋଇଲି ବୈକୁଣ୍ଠ ଓ ନୃସିଂହ ମନ୍ଦିର ପାଖରେ ସେଲ୍‌ଫି ଉଠାଇ ଜଣେ ଭକ୍ତ ଫେସ୍‌ବୁକ୍‌ରେ ଫଟୋ ପୋଷ୍ଟ କରିଛନ୍ତି।

Dead body of Nigerian lies unattended in SCB Medical
୧୩ ଦିନ ହେଲାଣି SCB ମେଡିକାଲ୍‌ରେ ପଡ଼ି ରହିଛି ନାଇଜେରୀୟ ବ୍ୟକ୍ତିଙ୍କ ମୃତଦେହ

କଟକ ଏସସିବି ମେଡିକାଲରେ ୧୩ ଦିନ ହେଲାଣି ନାଇଜେରୀୟ ଅଭିଯୁକ୍ତଙ୍କ ମୃତଦେହ ପଡ଼ି ରହିଛି। ଗତ ମେ’ ୨୬ ତାରିଖରେ ଅଗଷ୍ଟିନ୍‌ଙ୍କ ମୃତ୍ୟୁ ହୋଇଛି। ସେବେଠୁ ହସ୍ପିଟାଲ୍‌ର ଶବ ସଂରକ୍ଷଣ ଗୃହରେ ତାଙ୍କର ମୃତଦେହ ପଡ଼ି ରହିଛି। 

News fuse
ଇଏ ଶ୍ରଦ୍ଧାର ମାଡ଼....ସ୍ୱାମୀଙ୍କୁ ଏମିତି ରାସ୍ତାରେ ସେକିଲେ ଯେ ସେ ଆଉ ଉଠିବା ଅବସ୍ଥାରେ ନାହାନ୍ତି....

ମୋ ବୋଉଲୋ.....ପଳାରେ ନାରଣ। ଇଏ ପା’ ଶ୍ରଦ୍ଧାର ମାଡ଼। ନାରଣ ତୁ ଖାଉନୁ? ଇଲୋ ବୋଉ...ଇଏ ଯେତେ ଜୋର ବାଡ଼ି ଉଠାଉଛନ୍ତି ସେଇଠି ପିଠି ରହିବ ତ? ନାରଣ ଛାଡ଼ି ଦେ’...ନା ଆଉ ମଦ ପିଇବୁ?

Wall Collapsed
5T ସ୍କୁଲ ନିର୍ମାଣରେ ଦୁର୍ନୀତି; ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ପାଚେରୀ, ଫ୍ଲୋର୍‌ରୁ ଛାଡ଼ିଲା ଟାଇଲ୍‌

5 T ସ୍କୁଲ୍‌ର ଅବସ୍ଥା ବେଶ ଶୋଚନୀୟ । କେଉଁଠି କାନ୍ଥ ଭୁସୁଡ଼ି ଗଲାଣି ତ କେଉଁଠି କାନ୍ଥ ଫାଟି ଆଁ କଲାଣି ।

Is Athagarh Forest Turning Into A Heaven For Hunters
ମାଟି ତଳୁ କଙ୍କାଳ ମିଳିବା ପରେ ଏବେ ଜୀବନ ସହ ସଂଘର୍ଷ କରୁଛି ଗୁଳିମାଡ଼ ଖାଇଥିବା ଦନ୍ତା

୨ ଦିନରେ ମାଟି ତଳୁ ଦୁଇ ହାତୀଙ୍କ କଙ୍କାଳ ଠାବ ପରେ କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁର ଜଙ୍ଗଲରେ ଜୀବନ ସହ ସଂଘର୍ଷ କରୁଛି ଗୁଳିବିଦ୍ଧ ଦନ୍ତା। ଦନ୍ତା ମୁଣ୍ଡରେ ବାଜିଛି ଶିକାରୀର ଗୁଳି। 

Patricia Narayan earns 2 lakh revenue per day
ଦିନେ ଠେଲା ଦେଇ ୫୦ ଟଙ୍କା ରୋଜଗାର କରୁଥିଲେ, ଆଜି ଦିନକୁ ୨ ଲକ୍ଷ

ସ୍ୱାମୀ ଛାଡିଦେବା ପରେ ଆରମ୍ଭ ହୋଇଗଲା ସଂଘର୍ଷ। ପିଲାମାନଙ୍କୁ ମଣିଷ କରିବା ପାଇଁ ଠେଲା ଲଗେଇ ଦିନକୁ ରୋଜଗାର କରୁଥିଲେ ମାତ୍ର ୫୦ ଟଙ୍କା। ଆଜି ସେ ଦିନକୁ କରୁଛନ୍ତି ୨ ଲକ୍ଷ ଟଙ୍କା ରୋଜଗାର।

Dukhadei Bisi
ଦୁଃଖଦେଇଙ୍କୁ ଉପହାସ କରୁଛି ସରକାରୀ ଯୋଜନା

ଉଈହୁଙ୍କା ଭଳି ଝୁମ୍ପୁଡ଼ିରେ ରହୁଛନ୍ତି ୭୦ ବର୍ଷୀୟ ବୃଦ୍ଧା । ୮ବର୍ଷ ଧରି ଅସହାୟ ବଲାଙ୍ଗିର ବାଲିପଟାର ଦୁଃଖଦେଇ । ଦୁଃଖଦେଇଙ୍କୁ ଉପହାସ କରୁଛି ସରକାରୀ ଯୋଜନା, ଓଟିଭିରେ ଖବର ପରେ ଚେତିଲା ପ୍ରଶାସନ।

Sanjay Panda
ବିସ୍ଫୋରକ ବୟାନ ଦେବା ପରେ ୟୁଟର୍ଣ୍ଣ

ପୁରୀ ଅବକାରୀ ଇନ୍ସପେରଙ୍କ ବଦଳିଲା ମତ। ମୁଁ ଜଣେ ମାନସିକ ରୋଗୀ ବୋଲି କହିଲେ ପୁରୀ ଅବକାରୀ ଇନ୍ସପେକ୍ଟର । ନିଶା ବେପାରୀଙ୍କଠୁ ପୁରୀ ପୋଲିସ ବଟି ନେଉଥିବା କହିଥିଲେ ସଂଜୟ।

Sanjay Panda
ରାତାରାତି ୟୁଟର୍ଣ୍ଣ ! ପୁରୀ ଅବକାରୀ ଇନ୍‌ସପେକ୍ଟରଙ୍କ ବଦଳିଲା ମତ

୨୪ ଘଣ୍ଟାରେ ମତ ପରିବର୍ତ୍ତନକୁ ନେଇ ନିଶାମୁକ୍ତି ଅଭିଯାନ ସଦସ୍ୟଙ୍କ ପ୍ରଶ୍ନ । ବିଭାଗୀୟ ଚାପ ନା ମାନସିକ ରୋଗ ? ଉଠିଲା ବଡ଼ ପ୍ରଶ୍ନ ।

Tusker with gunshot
ଆଠଗଡ଼ ଜଙ୍ଗଲରେ ଛଟପଟ ହେଉଛି ଗୁଳିବିଦ୍ଧ ହାତୀ

ଶିକାରୀଙ୍କ ଗୁଳିରେ ଦନ୍ତା ଗୁରତର ହୋଇ ଜଙ୍ଗଲରେ ରହିଛି।

K Pop Star
K-pop ଷ୍ଟାର ଗ୍ରୁପ୍‌ରେ ସାମିଲ ହେବା ପରେ ଗାଁ ମାଟିକୁ ଫେରିଲେ ଶ୍ରେୟା ଲେଙ୍କା

 କେ-ପପ୍ ଅର୍ଥାତ୍ କୋରିଆନ୍ ପପ୍ ସଙ୍ଗୀତକୁ ନେଇ ଏବେ ସାରା ବିଶ୍ୱରେ ଯୁବ ପିଢ଼ିଙ୍କ ମଧ୍ୟରେ ଖୁବ୍‌ କ୍ରେଜ୍‌ ରହିଛି । ତେବେ ଏହାରି ଭିତରେ ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ ଯେ, ଓଡ଼ିଆ ଝିଅ ଶ୍ରେୟା ଲେଙ୍କା ଏହାର ଏକ ଅଶଂ । କେ-ପପ୍‌ର ନୂଆ ଗ୍ରୁପ୍ ବ୍ଲାକ୍‌ ସ୍ୱାନ୍‌ରେ ସେ ନିଜ ସ୍ଥାନ ସୁରକ୍ଷିତ କରିଛନ୍ତି ।

rain
ଜମିରେ ଟୋପାଏ ବି ପାଣି ନାହିଁ : ବର୍ଷା ଆଶାରେ ବେଙ୍ଗବେଙ୍ଗୁଲି ନାଚ

ବର୍ଷା ହେଉନି। କେମିତି ହେବ ଚାଷବାସ। ଶେଷରେ ବେଙ୍ଗ ବେଙ୍ଗୁଲି ନାଚ କଲେ ଗାଁ ଲୋକେ ।

Special story
୧୭ ଡାକ୍ତର ପଦବୀ ଅଛି, ହେଲେ ଅଛନ୍ତି ୩ ଜଣ : ରୋଗୀସେବା ବାଧାପ୍ରାପ୍ତ

ଡାକ୍ତର ଅଭାବ ଯୋଗୁ ଲୋକଙ୍କୁ ମିଳୁନି ସଠିକ ରୋଗୀ ସେବା

Crocodile Fear
ଜୀବନକୁ ବାଜି ଲଗାଇ ନଦୀ ପାର୍‌ ହେଉଛନ୍ତି ଲୋକେ : ପ୍ରତି ମୁହୂର୍ତ୍ତରେ କୁମ୍ଭୀର ଆକ୍ରମଣର ଭୟ

କୁମ୍ଭୀର ଯାତାୟତ କରୁଥିବା ଖରସ୍ରୋତା ନଦୀର ଯମୁନା ନାଳ ମଧ୍ୟକୁ ସର୍ବସାଧାରଣ ପ୍ରବେଶ ନିଷେଧ

Meet successful farmer in Sundargarh who left his lucrative job for farming
ଚାକିରି ଛାଡ଼ି କରୁଛନ୍ତି ଚାଷ, ବର୍ଷକୁ ଇନ୍‌କମ୍‌ ଲକ୍ଷ ଲକ୍ଷ ଟଙ୍କା

ଚାକିରି ଛାଡ଼ି ନିଜ ଜମିରେ କରିଛନ୍ତି ଚାଷ। ଖାଲି ନିଜେ ସ୍ୱାବଲମ୍ବୀ ହୋଇ ନାହାନ୍ତି, ବରଂ ୧୫ ଜଣଙ୍କୁ ରୋଜଗାର ଦେଇ ପାରିଛନ୍ତି। ଆଉ ବର୍ଷକୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା।

Female civil engineer drives e-rickshaw
କରୋନା ଦେଇଗଲା ଦୁଃଖ: ଦିନେ ସିଭିଲ୍‌ ଇଞ୍ଜିନିୟର ଥିଲେ, ଆଜି ଅଟୋ ଚାଳକ...

କରୋନା ସବୁ ବିଗାଡି ଦେଲା। ଚାକିରି ଗଲା, ରୋଜଗାର ହରାଇଲେ। ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ କଷ୍ଟ ହୋଇ ପଡ଼ିଲା। ସିଭିଲ ଇଞ୍ଜିନିୟରରେ ଡିଗ୍ରୀ ହାସଲ କରିବା ପରେ ଏହି ମହିଳା ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ହେଲେ ମହାମହାରୀ କରୋନା ସବୁକିଛି ବିଗାଡ଼ି ଦେଲା।

Puri excise inspector
ରାତାରାତି ବଦଳିଗଲା ବୟାନ : ନିଜକୁ ମାନସିକ ରୋଗୀ କହିଲେ ଅବକାରୀ ଇନ୍ସପେକ୍ଟର

୨୦୨୦ରେ କରୋନା ହେବା ଠାରୁ ମାନସିକ ଅବସାଦରେ ଥିଲେ ବୋଲି କହିଲେ ଅବକାରୀ ଇନ୍ସପେକ୍ଟର

Child Labour
୨୦୨୫ ସୁଦ୍ଧା ଶିଶୁ ଶ୍ରମିକ ମୁକ୍ତ ହେବ ଓଡ଼ିଶା

୧୪ ବର୍ଷରୁ କମ୍ ଶିଶୁଙ୍କୁ ଶ୍ରମ କ୍ଷେତ୍ରରେ ନିୟୋଜିତ କରିବା ଅକ୍ଷମଣୀୟ ଓ ଧର୍ତ୍ତବ୍ୟ ଅପରାଧ ଅଟେ ।

3-in-1 Vadda
ମାଳତୀ ନାନୀଙ୍କ 'ଥ୍ରୀ ଇନ ୱାନ୍‌ ବରା', ନାଁ ଯେମିତି ଟେଷ୍ଟ ବି ସେମିତି

ମାଳତୀ ନାନିଙ୍କ ଥ୍ରୀ ଇନ୍‌ ୱାନ ବରା। ବିଦ୍ୟାଧରପୁରରୁ ବିଡ଼ାନାସୀ ଯାଏଁ ବରା ଖାଇବାକୁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍‌। ବୁଟ, ଆଳୁ, ବିରି ପକାଇ ଆଣ କରିଦେଉଛି ଦୋକାନୀ ଭାଇ। ସନ୍ଧ୍ୟାରେ ଚାହିଦା ଏତେ ଯେ, ଗୋଟିଏ ବରା ଖାଇବା ପାଇଁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍‌ ।

Old Lady
୭୦ ବର୍ଷ ବୟସରେ ମୁଣ୍ତ ଗୁଞ୍ଜିବା ପାଇଁ ମିଳୁନି ସରକାରୀ ସହାୟତା, ଉଇ ହୁଙ୍କା ଘରେ କଟିଲାଣି ୮ ବର୍ଷ

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ। ୮ ବର୍ଷ ହେଲାଣି ଉଇ ହୁଙ୍କା ପରି ଘରେ ବିତୁଛି ଜୀବନ। ବଡ଼ବାବୁଙ୍କୁ ଗୁହାରି କରି କରି କେହି ଶୁଣିଲେନି କି ବୁଝିଲେନି। ଭିକ୍ଷାବୃତ୍ତି କରି କୋଉଦିନ ଦୁଇ ମୁଠା ଖାଉଛନ୍ତି ତ ଆଉ କୋଉଦିନ ଉପାସ ରହୁଛନ୍ତି । ଭୋଟ୍‌ ନେବାକୁ ସମସ୍ତେ ଆସିଲେ ହେଲେ ଘର ଖଣ୍ଡିଏ ବେଳକୁ ମୁହଁ ମୋଡ଼ିଲେ । ଦୁଃଖୀ ଦୁଃଖ ଶୁଣିବାକୁ କେହି ନାହାନ୍ତି।

Supreme Court
ଜଙ୍ଗଲ ଅନୁମତି ବିନା ଖଣି ଖନନ ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ

ଜଙ୍ଗଲ ଅନୁମତି ନଥାଇ ରାଜ୍ୟରେ ଜାରି ରହିଥିବା ବେଆଇନ୍‌ ଖଣି ଖନନ ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ଅନ୍ୟ କର୍ତ୍ତୃପକ୍ଷଙ୍କ ମଞ୍ଜୁରୀ ମିଳିନଥିଲେ ବି ଅନେକ ଖଣି ସଂସ୍ଥା ବେଆଇନ୍ ଭାବେ ଖନନ ଜାରି ରଖିଛନ୍ତି। 

Srimandir Project Row Petitioners Fined By Supreme Court Polish Shoes
‘ଜୋତା ପଲିସ୍ ଓ ଭିକ୍ଷା ମାଗି ଜରିମାନା ଦିଆଯିବ’

ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ କରିଥିବା ଜରିମାନା ଜୋତା ପଲିସ୍‌ କରି ଓ ଭିକ୍ଷା ମାଗି ଆଦାୟ କରାଯିବ। ଜୋତା ପଲିସ ପାଇଁ ୧ ଟଙ୍କା ଓ ଜଣକ ଠାରୁ ୧ ଟଙ୍କା ଭିକ୍ଷା ମଗାଯିବ। ଏହାଠାରୁ କେହି ଅଧିକ ଦେଲେ ମଧ୍ୟ ନିଆଯିବ ନାହିଁ।

The Great Odisha Political Circus।Man buys ‘Swacch bharat’ glasses
ତାଲିମ ଚଷମା ଥିଲା ଯେ....କିନ୍ତୁ ତାକୁ ମୁଁ ପାଣ୍ଡିଆନକୁ ଦେଇଦେଇଛି.....

ମୋ ଚଷମା ଦୋକାନ ଏଇଠି ଥିଲା କିନ୍ତୁ ବିଏମ୍‌ସି ଉଠେଇ ଦେଲା। ଏତେ ଚଷମା ରଖିଛି ଯେ, ପାଣ୍ଡିଆନ୍‌ ବାବୁ ବି ମୋ ପାଖରୁ କିଣୁଛନ୍ତି ଚଷମା...ମୁଁ କରିବି କ’ଣ?