• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

K Pop Star
K-pop ଷ୍ଟାର ଗ୍ରୁପ୍‌ରେ ସାମିଲ ହେବା ପରେ ଗାଁ ମାଟିକୁ ଫେରିଲେ ଶ୍ରେୟା ଲେଙ୍କା

 କେ-ପପ୍ ଅର୍ଥାତ୍ କୋରିଆନ୍ ପପ୍ ସଙ୍ଗୀତକୁ ନେଇ ଏବେ ସାରା ବିଶ୍ୱରେ ଯୁବ ପିଢ଼ିଙ୍କ ମଧ୍ୟରେ ଖୁବ୍‌ କ୍ରେଜ୍‌ ରହିଛି । ତେବେ ଏହାରି ଭିତରେ ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ ଯେ, ଓଡ଼ିଆ ଝିଅ ଶ୍ରେୟା ଲେଙ୍କା ଏହାର ଏକ ଅଶଂ । କେ-ପପ୍‌ର ନୂଆ ଗ୍ରୁପ୍ ବ୍ଲାକ୍‌ ସ୍ୱାନ୍‌ରେ ସେ ନିଜ ସ୍ଥାନ ସୁରକ୍ଷିତ କରିଛନ୍ତି ।

rain
ଜମିରେ ଟୋପାଏ ବି ପାଣି ନାହିଁ : ବର୍ଷା ଆଶାରେ ବେଙ୍ଗବେଙ୍ଗୁଲି ନାଚ

ବର୍ଷା ହେଉନି। କେମିତି ହେବ ଚାଷବାସ। ଶେଷରେ ବେଙ୍ଗ ବେଙ୍ଗୁଲି ନାଚ କଲେ ଗାଁ ଲୋକେ ।

Special story
୧୭ ଡାକ୍ତର ପଦବୀ ଅଛି, ହେଲେ ଅଛନ୍ତି ୩ ଜଣ : ରୋଗୀସେବା ବାଧାପ୍ରାପ୍ତ

ଡାକ୍ତର ଅଭାବ ଯୋଗୁ ଲୋକଙ୍କୁ ମିଳୁନି ସଠିକ ରୋଗୀ ସେବା

Crocodile Fear
ଜୀବନକୁ ବାଜି ଲଗାଇ ନଦୀ ପାର୍‌ ହେଉଛନ୍ତି ଲୋକେ : ପ୍ରତି ମୁହୂର୍ତ୍ତରେ କୁମ୍ଭୀର ଆକ୍ରମଣର ଭୟ

କୁମ୍ଭୀର ଯାତାୟତ କରୁଥିବା ଖରସ୍ରୋତା ନଦୀର ଯମୁନା ନାଳ ମଧ୍ୟକୁ ସର୍ବସାଧାରଣ ପ୍ରବେଶ ନିଷେଧ

Meet successful farmer in Sundargarh who left his lucrative job for farming
ଚାକିରି ଛାଡ଼ି କରୁଛନ୍ତି ଚାଷ, ବର୍ଷକୁ ଇନ୍‌କମ୍‌ ଲକ୍ଷ ଲକ୍ଷ ଟଙ୍କା

ଚାକିରି ଛାଡ଼ି ନିଜ ଜମିରେ କରିଛନ୍ତି ଚାଷ। ଖାଲି ନିଜେ ସ୍ୱାବଲମ୍ବୀ ହୋଇ ନାହାନ୍ତି, ବରଂ ୧୫ ଜଣଙ୍କୁ ରୋଜଗାର ଦେଇ ପାରିଛନ୍ତି। ଆଉ ବର୍ଷକୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା।

Female civil engineer drives e-rickshaw
କରୋନା ଦେଇଗଲା ଦୁଃଖ: ଦିନେ ସିଭିଲ୍‌ ଇଞ୍ଜିନିୟର ଥିଲେ, ଆଜି ଅଟୋ ଚାଳକ...

କରୋନା ସବୁ ବିଗାଡି ଦେଲା। ଚାକିରି ଗଲା, ରୋଜଗାର ହରାଇଲେ। ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ କଷ୍ଟ ହୋଇ ପଡ଼ିଲା। ସିଭିଲ ଇଞ୍ଜିନିୟରରେ ଡିଗ୍ରୀ ହାସଲ କରିବା ପରେ ଏହି ମହିଳା ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ହେଲେ ମହାମହାରୀ କରୋନା ସବୁକିଛି ବିଗାଡ଼ି ଦେଲା।

Puri excise inspector
ରାତାରାତି ବଦଳିଗଲା ବୟାନ : ନିଜକୁ ମାନସିକ ରୋଗୀ କହିଲେ ଅବକାରୀ ଇନ୍ସପେକ୍ଟର

୨୦୨୦ରେ କରୋନା ହେବା ଠାରୁ ମାନସିକ ଅବସାଦରେ ଥିଲେ ବୋଲି କହିଲେ ଅବକାରୀ ଇନ୍ସପେକ୍ଟର

Child Labour
୨୦୨୫ ସୁଦ୍ଧା ଶିଶୁ ଶ୍ରମିକ ମୁକ୍ତ ହେବ ଓଡ଼ିଶା

୧୪ ବର୍ଷରୁ କମ୍ ଶିଶୁଙ୍କୁ ଶ୍ରମ କ୍ଷେତ୍ରରେ ନିୟୋଜିତ କରିବା ଅକ୍ଷମଣୀୟ ଓ ଧର୍ତ୍ତବ୍ୟ ଅପରାଧ ଅଟେ ।

3-in-1 Vadda
ମାଳତୀ ନାନୀଙ୍କ 'ଥ୍ରୀ ଇନ ୱାନ୍‌ ବରା', ନାଁ ଯେମିତି ଟେଷ୍ଟ ବି ସେମିତି

ମାଳତୀ ନାନିଙ୍କ ଥ୍ରୀ ଇନ୍‌ ୱାନ ବରା। ବିଦ୍ୟାଧରପୁରରୁ ବିଡ଼ାନାସୀ ଯାଏଁ ବରା ଖାଇବାକୁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍‌। ବୁଟ, ଆଳୁ, ବିରି ପକାଇ ଆଣ କରିଦେଉଛି ଦୋକାନୀ ଭାଇ। ସନ୍ଧ୍ୟାରେ ଚାହିଦା ଏତେ ଯେ, ଗୋଟିଏ ବରା ଖାଇବା ପାଇଁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍‌ ।

Old Lady
୭୦ ବର୍ଷ ବୟସରେ ମୁଣ୍ତ ଗୁଞ୍ଜିବା ପାଇଁ ମିଳୁନି ସରକାରୀ ସହାୟତା, ଉଇ ହୁଙ୍କା ଘରେ କଟିଲାଣି ୮ ବର୍ଷ

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ। ୮ ବର୍ଷ ହେଲାଣି ଉଇ ହୁଙ୍କା ପରି ଘରେ ବିତୁଛି ଜୀବନ। ବଡ଼ବାବୁଙ୍କୁ ଗୁହାରି କରି କରି କେହି ଶୁଣିଲେନି କି ବୁଝିଲେନି। ଭିକ୍ଷାବୃତ୍ତି କରି କୋଉଦିନ ଦୁଇ ମୁଠା ଖାଉଛନ୍ତି ତ ଆଉ କୋଉଦିନ ଉପାସ ରହୁଛନ୍ତି । ଭୋଟ୍‌ ନେବାକୁ ସମସ୍ତେ ଆସିଲେ ହେଲେ ଘର ଖଣ୍ଡିଏ ବେଳକୁ ମୁହଁ ମୋଡ଼ିଲେ । ଦୁଃଖୀ ଦୁଃଖ ଶୁଣିବାକୁ କେହି ନାହାନ୍ତି।

Supreme Court
ଜଙ୍ଗଲ ଅନୁମତି ବିନା ଖଣି ଖନନ ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ

ଜଙ୍ଗଲ ଅନୁମତି ନଥାଇ ରାଜ୍ୟରେ ଜାରି ରହିଥିବା ବେଆଇନ୍‌ ଖଣି ଖନନ ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ଅନ୍ୟ କର୍ତ୍ତୃପକ୍ଷଙ୍କ ମଞ୍ଜୁରୀ ମିଳିନଥିଲେ ବି ଅନେକ ଖଣି ସଂସ୍ଥା ବେଆଇନ୍ ଭାବେ ଖନନ ଜାରି ରଖିଛନ୍ତି। 

Srimandir Project Row Petitioners Fined By Supreme Court Polish Shoes
‘ଜୋତା ପଲିସ୍ ଓ ଭିକ୍ଷା ମାଗି ଜରିମାନା ଦିଆଯିବ’

ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ କରିଥିବା ଜରିମାନା ଜୋତା ପଲିସ୍‌ କରି ଓ ଭିକ୍ଷା ମାଗି ଆଦାୟ କରାଯିବ। ଜୋତା ପଲିସ ପାଇଁ ୧ ଟଙ୍କା ଓ ଜଣକ ଠାରୁ ୧ ଟଙ୍କା ଭିକ୍ଷା ମଗାଯିବ। ଏହାଠାରୁ କେହି ଅଧିକ ଦେଲେ ମଧ୍ୟ ନିଆଯିବ ନାହିଁ।

The Great Odisha Political Circus।Man buys ‘Swacch bharat’ glasses
ତାଲିମ ଚଷମା ଥିଲା ଯେ....କିନ୍ତୁ ତାକୁ ମୁଁ ପାଣ୍ଡିଆନକୁ ଦେଇଦେଇଛି.....

ମୋ ଚଷମା ଦୋକାନ ଏଇଠି ଥିଲା କିନ୍ତୁ ବିଏମ୍‌ସି ଉଠେଇ ଦେଲା। ଏତେ ଚଷମା ରଖିଛି ଯେ, ପାଣ୍ଡିଆନ୍‌ ବାବୁ ବି ମୋ ପାଖରୁ କିଣୁଛନ୍ତି ଚଷମା...ମୁଁ କରିବି କ’ଣ?

Who is the \'Big Elephant\' in Congress - Watch Sharat Patnaik on OTV Khola Katha
ଲଗାତାର ଦୁଇ ଥର ହାରିଥିଲେ ନେତାଙ୍କୁ ଟିକେଟ୍‌ ଦେବି କଂଗ୍ରେସ?

ଲଗାତାର ଦୁଇଥର ହାରିଥିଲେ ୨୦୨୪ରେ ନେତାଙ୍କୁ ଟିକେଟ୍‌ ଦେବନି କଂଗ୍ରେସ? ଚିନ୍ତନ ବୈଠକରେ ନେତା କି କି ନିଷ୍ପତ୍ତି ନେଲେ? କଂଗ୍ରେସରେ BigElephant କିଏ?

Watch Making News only on OTV
ହଇରେ ମୋ ଉପରେ ଗରମ ହେଉଛୁ, ଝିଅ ଦେଖି ନରମ ହେଉଛୁ....ହୋଉ ହୋଉ

ହଇରେ ପିଲା....ତୁ ତ ମୋ ଉପରେ ଏତେ ଗରମ ହେଉଛୁ, ସେପଟେ ଝିଅ ଦେଖୁ ଦେଖୁ ନରମ କଥା କହୁଛି....ତୋ ଖୁରାକୁ ଜୁହାର.....

BJD MP Anubhav Mohanty Said His Last Wish
ମଧ୍ୟ ରାତ୍ରରେ ଫ୍ୟାନ୍ସଙ୍କୁ ନିଜ ରୁମ୍‌ ବୁଲି ଦେଖାଇଲେ ଅନୁଭବ, କହିଲେ ଶେଷ ଇଚ୍ଛା...

ପୁଣି ସୋସିଆଲ୍‌ ମିଡିଆରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଭିଡିଓ ଛାଡ଼ିଛନ୍ତି। ଆଜି ସକାଳୁ ସକାଳୁ ୟୁଟ୍ୟୁବ୍‌ରେ ଅନୁଭବ ମହାନ୍ତିଙ୍କ ନାଁରେ ଥିବା ପେଜ୍‌ରେ ଏହି ଭିଡିଓ ଅପ୍‌ଲୋଡ୍‌ ହୋଇଛି। ମଧ୍ୟ ରାତ୍ରରେ ସେ ଏହି ଭିଡିଓ କରିଥିବା ଜଣାପଡ଼ିଛି। 

Russia\'s Putin running on deadline
ଆଉ ଜୀବିତ ନାହାନ୍ତି ଋଷିଆ ରାଷ୍ଟ୍ରପତି ? କଣ ରହିଛି ସତ....

ସତରେ କଣ ଆଉ ଜୀବିତ ନାହାନ୍ତି ଋଷିଆ ରାଷ୍ଟ୍ରପତି ପୁଟିନ୍‌? ତାଙ୍କର ପରଲୋକ ହୋଇସାରିଥିବା ନେଇ ବଢିଲା ଚର୍ଚ୍ଚା...ଜାଣନ୍ତୁ କଣ ରହିଛି ପୂରା ଘଟଣା

Special Story | 8 years in termite mound - OTV Special Story from Patnagarh
୮ ବର୍ଷ ହେଲାଣି ଉଇ ହୁଙ୍କା ଘରେ ବିତୁଛି ଜୀବନ...

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ। ୮ ବର୍ଷ ହେଲାଣି ଉଇ ହୁଙ୍କା ପରି ଘରେ ବିତୁଛି ଜୀବନ। ବଡ଼ବାବୁଙ୍କୁ ଗୁହାରି କରି କରି କେହି ଶୁଣିଲେନି କି ବୁଝିଲେନି। ଭିକ୍ଷାବୃତ୍ତି କରି କୋଉଦିନ ଦୁଇ ମୁଠା ଖାଉଛନ୍ତି ତ ଆଉ କୋଉଦିନ ଉପାସ ରହୁଛନ୍ତି....ଭୋଟ୍‌ ନେବାକୁ ସମସ୍ତେ ଆସିଲେ ହେଲେ ଘର ଖଣ୍ଡିଏ ବେଳକୁ ମୁହଁ ମୋଡ଼ିଲେ....ଦୁଃଖୀ ଦୁଃଖ ଶୁଣିବାକୁ କେହି ନାହାନ୍ତି....

Special Story | Indian Railways to call passengers before their arrival station - OTV report
ଟ୍ରେନ ଯାତ୍ରୀଙ୍କ ପାଇଁ ବଡ଼ ସୂଚନା...ଏଣିକି ଷ୍ଟେସନ ଆସିବାର ୨୦ ମିନିଟ୍‌ ପୂର୍ବରୁ ମୋବାଇଲକୁ ଆସିବ ଫୋନ୍‌....

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ଖବର। ଏଣିକି ଆପଣ ଓହ୍ଲାଇବାକୁ ଥିବା ଷ୍ଟେସନ୍‌ର ୨୦ ମିନିଟ୍‌ ପୂର୍ବରୁ ଆପଣଙ୍କୁ ଆସିବ ଫୋନ୍‌ କଲ। ଆଉ ମିସ୍‌ ହେବନି ଷ୍ଟେସନ, ନଷ୍ଟ ହେବନି ସମୟ। ଜାଣନ୍ତୁ କେମିତି ଓ କେବେଠୁ ଉପଲବ୍ଧ ହେବ ଏଇ ସୁବିଧା....

Odisha Congress & OPCC chief - OTV News Fuse
ଆଲୋ ଆଲୋ...ହାଉଲେ ଆସ....ଜଗା ଦାଣ୍ଡରେ ଏମିତି ଦୌଡ଼ୁଛ କିଆଁ?

ଭାଇନା ଟିକିଏ ହାଉଲୋ ଚାଲ....ଝୁଣ୍ଟି ପଡ଼ିବ ପା....ଇରେ ନାରଣ ତୁ କଣ ଜାଣିପାରୁନୁ? ଇଏ ପା ପିସିସି ସଭାପତି। ୨୨ ବର୍ଷ ହେଲାଣି ଦଳ ଏମିତି ଚାଲୁଛି ଯେ....ସରକାର କଣ ବିରୋଧୀ ଆସନରେ ବି ବସିପାରିଲାନି। ଆଉ ଇଏ ଯଦି ହାଉଲେ ଚାଲିବେ ୨୦୨୪ରେ ହେବ କ’ଣ?

Agni-IV Missile Successfully Tested, Can Strike Targets 4,000 km Away
ଅଗ୍ନି-୪ର ସଫଳ ରାତ୍ରକାଳୀନ ପରୀକ୍ଷଣ

ଅଗ୍ନି-୪ର ସଫଳ ପରୀକ୍ଷଣ ହୋଇଛି । ସବୁଠୁ ବଡ଼ କଥା ହେଉଛି ଏହି କ୍ଷେପଣାସ୍ତ୍ରର ରେଞ୍ଜରେ ପାକିସ୍ତାନ ଓ ଚୀନ ଆସୁଛନ୍ତି ।

Rahul\'s reunion with his missing wife - OTV Special Report
ବାହାବେଦୀରୁ ପ୍ରେମିକା ପତ୍ନୀଙ୍କୁ ଉଠାଇ ଆଣିଲେ ଭଦ୍ରକ ଧୁଷୁରି ଅଞ୍ଚଳର ଯୁବକ ରାହୁଲ

ତିନି ଦିନ କାଳ ନଜରବନ୍ଦୀ ରଖିବା ପରେ ଆଜି ଝିଅକୁ ଅନ୍ୟ ଜଣେ ଯୁବକଙ୍କ ସହ ଜୋରଜବରଦସ୍ତ ବିବାହ କରିବାକୁ ଯୋଜନା କରିଥିଲେ ହେଲେ ରାହୁଲ ଏହି ଖବର ପାଇଯାଇଥିଲେ । ଫିଲ୍ମ ଷ୍ଟାଇଲରେ କିଛି ସାଙ୍ଗଙ୍କ ସହ ଘଟଣାସ୍ଥଳରୁ ବାଇକ୍‌ରେ ସ୍ତ୍ରୀକୁ ଉଠାଇ ଆଣିଥିଲେ ।

Puri Excise Inspector\'s \'Hafta\' allegations creates ripples in police department
ନିଶା ବେପାରୀଙ୍କଠୁ ବଟି ନେଉଛି କି ପୁରୀ ପୋଲିସ

କମିଶନରଙ୍କୁ ଜିଲ୍ଲା ଅବକାରୀ ଇନିସପେକ୍ଟରଙ୍କ ଖୋଲା ଚିଠିକୁ ନେଇ ସୃଷ୍ଟି ହୋଇଛି ହଇଚଇ...