• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Prerana
ସୂର୍ଯ୍ୟ ଉଇଁଲେ ଏମାନେ ମୂଲ ଲାଗିବା ପାଇଁ ବାହାରୁଥିଲେ...ଏବେ ମୁଢି ବିକି ଭଲ ଦୁଇ ପଇସା ରୋଜଗାର କଲେ

ପୂର୍ବରୁ ମାଆମାନେ ହାତରେ ମୁଢି ଭାଜୁଥିଲେ, ଏବେ ମେସିନ୍‌ରେ ଭାଜୁଛନ୍ତି। ପ୍ରତି ଉତ୍ସବରେ ମୁଢି ପାଇଁ ଲାଗୁଛି ସ୍ୱତନ୍ତ୍ର ଷ୍ଟଲ। ପରିବାର ଚଳାଇବା ପାଇଁ ଦିନେ ଏମାନେ ଅନ୍ଧାରରୁ ଉଠି ମୂଲ ଲାଗିବା ପାଇଁ ଅନ୍ୟତ୍ର ଯାଉଥିଲେ ହେଲେ ଏବେ ହାତ ପାଆନ୍ତାରେ କାମ ପାଇ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି

Odisha-born Mitali Panda wins Mrs Universe
ଓଡିଆ ଝିଅର ଜୟଯାତ୍ରା, ପିନ୍ଧିଲେ ମିସେସ୍ ୟୁନିଭର୍ସ କାନାଡା ମୁକୁଟ

ଜୟପୁରର ଝିଅ ମିତାଲି ପଣ୍ଡା । ପେଶାରେ ଆଇଟି ଇଞ୍ଜିନିୟର୍ କିନ୍ତୁ ନିଶା ଅଲଗା । ସୁନ୍ଦରୀ ପ୍ରତିଯୋଗିତାରେ ଭାଗନେଇ ଚମକିଛନ୍ତି କାନାଡାରେ । ଏଭଳି ସ୍ତ୍ରୀକୁ ପାଇ ଗର୍ବିତ ବୋଲି କହିଛନ୍ତି ତାଙ୍କ ସ୍ୱାମୀ ।

cyber crime
ବାକିଆ ଟଙ୍କା ଆଜି ଦେବୁ, ନହେଲେ ଚିହ୍ନିବୁ....

ମୋ ଫୋନ୍‌ ନମ୍ବରରେ କଲ୍‌ ଆସୁଛି, ହେଲେ ଅନ୍ୟ ଜଣେ କେମିତି ଉଠାଉଛି? କେମିତି ବିନା କୌଣସି ତଥ୍ୟରେ ହ୍ୟାକ୍‌ ହୋଇଗଲା ମୋବାଇଲ ନମ୍ବର?

Apana Eka Nuhanti
ପୁଅ ପାଇଁ କାକୁତିମିନତି ହେଉଛି ମାଆ, ବାପା ପାଇଁ ହାତ ଯୋଡ଼ୁଛି ମାଆ

ଯିଏ ଦିନେ ପରିବାରର ବୋଝ ଉଠାଇଥାଆନ୍ତା ଆଜି ସିଏ ନିଜେ ପରିବାର ଉପରେ ବୋଝ। ଭେଣ୍ଡିଆ ପୁଅକୁ ଚଲାଇବା ପାଇଁ ହାତଯୋଡ଼ୁଛି ମାଆ....ବଂଚିବାକୁ ସଂଘର୍ଷ କରି କରି ଅଧା ଦିନ ପଳାଇଲାଣି। ଗରିବ କୁଡ଼ିଆକୁ ଏମିତି ରୋଗ ଆସିଛି ଯେ, ଫେରିବାକୁ ଆଉ ବାଟ ପାଉନି....

10-year-old boy falls into 80-foot-deep borewell
ବାପା ଖୋଳିଥିଲେ ବୋରୱେଲ, ପଡ଼ିଗଲା ପୁଅ : ୮୦ ଫୁଟ ଗାତ ଭିତରେ ଫଶିରହିଛି ୧୦ ବର୍ଷର ଶିଶୁ

ଛତିଶଗଡ଼ ଜାନଜଗିର-ଚାମ୍ପାର ମାଲଖାଦାରୁଆ ପୋଲିସ ଷ୍ଟେସନ ଅଧୀନସ୍ଥ ପିରହ୍ରିଡ ଗାଁର ଜଣେ ୧୦ ବର୍ଷର ଶିଶୁ ଗତକାଲି ଠାରୁ ଏକ ବୋରୱେଲ ଗର୍ତ୍ତରେ ପଡ଼ିଯାଇଛି ।

Labourer’s daughter from Rayagada to guard country’s border
ଶ୍ରମିକ ବାପାର ସ୍ୱପ୍ନ ସାକାର କରିଦେଲା ଝିଅ, ଜଗିବ ଦେଶର ସୀମା

କୋଟିଏରେ ଗୋଟିଏ ଏମିତି ଝିଅ । ଗରିବ ଶ୍ରମିକ ବାପା ଦେଖିଥିଲା ସ୍ୱପ୍ନ । ସେ ସ୍ୱପ୍ନକୁ ସାକାର କରିବାକୁ ଲାଗିପଡିଲା ଏଇ ଦେଶପ୍ରେମୀ ଝିଅ । ରେଳଷ୍ଟେସନରେ ଓହ୍ଲାଇବା ପରେ ଲୋକମାନେ ବାଜା ବଜାଇ ଘର ଯାଏଁ ପାଛୋଟି ନେଲେ ।

Girl writes letter to Maneka Gandhi
କଷ୍ଟ ପାଉଥିଲା ବୁଲା କୁକୁର...ମେଡ଼ିକାଲରେ ଭର୍ତ୍ତି କରିବା ପାଇଁ ଡାକ୍ତରଙ୍କୁ ଫୋନ୍‌ କଲେ ମାନେକା

ଖଣ୍ଡିଆ ଖାବରା ହୋଇ ରାସ୍ତାରେ ବୁଲୁଥିଲା ବୁଲା କୁକୁର। କଷ୍ଟ ଦେଖିପାରିଲେନି ସାଇକ୍ରିଷ୍ଣା...ପ୍ରାଣୀ ଚିକିତ୍ସାଧିକାରୀଙ୍କଠାରୁ ପଶୁପ୍ରେମୀ ସମସ୍ତଙ୍କୁ ଭେଟି ଗୁହାରି କଲେ...ମାନେକାଙ୍କୁ ମେଲ୍‌ କଲେ। ଶେଷରେ କୁକୁରର ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦିଲ୍ଲୀରୁ ମାନେକାଙ୍କ ଆସିଲା ଫୋନ୍‌ କଲ୍‌। ଆଉ ସାଙ୍ଗେ ସାଙ୍ଗେ ମେଡ଼ିକାଲରେ ଭର୍ତ୍ତି ହେଲା କୁକୁର....

News Fuse
ଆଲୋ ଆଲୋ...ରାସ୍ତା ଉପରେ କଣ ସୁବାସ ଭାଇ ରାଗିଗଲେ?

ତୁମ କଥାରେ କଣ ମୁଁ ଆଇଚି? ତୁମେ କିଏ ମ? ଆଲୋ ଆଲୋ ରାସ୍ତାରେ ଏମିତି କଣ ରାଗିଗଲେ ସଜସଜ ମେୟର ହୋଇଥିବା ସୁବାସ ଭାଇ? ଆଉ....ତୁମେ ତାଙ୍କ କର୍ମ ଭୂଇଁ ଉପରେ ତାଙ୍କୁ ଏମିତି କହିବ ସିଏ ରାଗିବେନି...ଆରେ ଏଇଠି କାହାର ଇଜ୍ଜତ କିଏ ନେଲା?

Farmer Becomes Self Reliant By Applying Organic Manure In Farming
ମାଲାମାଲ୍‌ କଲା ଜୈବିକ ସାର, ୧ କୋଟିରୁ ଅଧିକ ଟଙ୍କା ରୋଜଗାର

ଜୈବିକ ସାର ବିକି ରୋଜଗାର କରୁଛନ୍ତି ବାର୍ଷିକ କୋଟିଏରୁ ଅଧିକ ଟଙ୍କା। ସାରକୁ ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଇ ରୋଜଗାର କରୁଛନ୍ତି କୋଟିଏରୁ ଅଧିକ ଟଙ୍କା । 

Bus Fire Mishap
ରାସ୍ତା ମଝିରେ ଜଳିଗଲା ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲା ୩୦ ଜୀବନ

ହଠାତ୍‌ ବସ୍‌ ଇଞ୍ଜିନ୍‌ରୁ ଧୁଆଁ ବାହାରିଥିଲା । ଧିରେ ଧିରେ ବସ୍‌ଟି ପୁରା ଜଳି ଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Forester Fled Away After Jumping A Wall
ପାଚେରୀ ଡେଇଁ ଛୁ’ ମାରିଲେ ଫରେଷ୍ଟର, ଟେର୍‌ ପାଇଲାନି ପୋଲିସ୍‌

ହାତୀ କଙ୍କାଳ ମିଳିବା ଘଟଣାରେ ଜେରା ପାଇଁ ଆସିଥିବା ନିଲମ୍ବିତ ଫରେଷ୍ଟର ପାଚେରୀ ଡେଇଁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଗେଟ୍‌ରେ ପୋଲିସ୍‌ ଜଗିଥିଲେ ମଧ୍ୟ ଏନେଇ କୌଣସି ଟେର୍‌ ପାଇ ନଥିଲା। 

  • Saturday, 11 June 2022
Petrol Tanker Blast
ତେଲ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ, ୪ ମୃତ

ତେଲ ଟ୍ୟାଙ୍କରରେ ୫ ଜଣ ଥିଲେ, ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ଉଦ୍ଧାର କାମ ଜାରି

Elephant Attack
ଅମାନିଆକୁ ଖେଦିଲା ଦନ୍ତା

ବିଲ ଭିତରେ ଦନ୍ତାକୁ ବିରକ୍ତ କରାଉଥିଲେ କିଛି ଯୁବକ। ହଠାତ୍‌ ରାଗିଯାଇ ମାଡ଼ି ଆସିଲା ଦନ୍ତା । ଆଉ ତା’ପରେ..

Odisha youths loot Rs 38k from innocent tribal by tricking thumb impression in Keonjhar
ଟିପ ଚିହ୍ନ ନେଇ ଚାଷୀଙ୍କ ଆକାଉଣ୍ଟରୁ ଲୁଟି ନେଲେ ୩୮ ହଜାର ଟଙ୍କା

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଟିପ ଚିହ୍ନ ନେଇ ଆକାଉଣ୍ଟରୁ ଲୁଟି ନେଲେ ୩୮ ହଜାର ଟଙ୍କା ।

Indian Cricket Team and SA Team
ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ କ୍ରିକେଟ୍ ଟିମ୍‌

ଦୁଇ ଦଳକୁ ଭବ୍ୟ ସ୍ୱାଗତ କରିଥିଲେ ହୋଟେଲ କର୍ତ୍ତୃପକ୍ଷ

Apana Eka Nuhanty
ରୋଗରେ ପଡ଼ିଛି ରାଣୀ...ସାହାଯ୍ୟ ପାଇଁ କାନ୍ଦୁଛି ମାଆ....

୪ ବର୍ଷ ହେଲାଣି ମୁଁ ମାଆ ଡାକ ଶୁଣିନି। ରାଣୀର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଆପଣ ସାହାଯ୍ୟ କଲେ କଥା କହିବ ରାଣୀ...ମାଆ ଡାକ ଶୁଣିବେ ରଶ୍ମିତା...

7 arrested over Obscene Dance Performance in Rayagada
ରେକର୍ଡ ଡ୍ୟାନ୍ସ ନାଁରେ ନେକେଡ୍‌ ଡ୍ୟାନ୍ସ; ବନ୍ଧାହେଲେ ୭

ମହଙ୍ଗା ପଡିଲା ରେକର୍ଡ ଡ୍ୟାନ୍ସ । ଘଟଣାରେ ୭ ଜଣ ଗିରଫ ହୋଇଛନ୍ତି ।

Cyber Crime
କଲ୍‌ ରିସିଭ୍‌ କରୁ କରୁ ହ୍ୟାକ୍‌ ହୋଇଗଲା ହ୍ୱାଟ୍ସଆପ୍....

ମୁଁ କଣ ବୋକା ତାକୁ ଓଟିପି ଦେଇ ଦେବି? ହେଲେ ଅନ୍ୟ ଜଣେ ତୁମ ମୋବାଇଲ ନମ୍ବର ବ୍ୟବହାର କଲା କେମିତି? କଣ କଲ ରିସିଭ କରୁ କରୁ ହ୍ୱାଟ୍ସଆପ୍‌ ହ୍ୟାକ୍‌ ହୋଇଗଲା?

Making News
ମୁଁ ତ ଫଳ ବିକୁଛି....ତୋ ଇଜ୍ଜତକୁ ନେଲି କେଳେବେଳେ?

ତୁ କେଡ଼େ ମିଛୁଆ କିରେ? ମୁଁ ତ ଫଳ ବିକୁଛି....ସିଏ ମୋ ପାଖକୁ କେତେବେଳେ ଫଳ ଟିକିଏ ନେବାକୁ ଆସେ...ଆଉ ଏବେ ଇଜ୍ଜତ ନେବା କଥା କହୁଛି...କେଡେ ମିଛୁଆଟା କି?

Couple Dead Body Found Hanging In Dhenkanal
ଘର ଭିତରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁ ପୂର୍ବରୁ କାନ୍ଥରେ ଲେଖି ଦେଇଗଲେ ଏମିତି କିଛି...

ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କାନ୍ଥରେ କଳା ଅଙ୍ଗାରରେ ‘ଆମେ ବିଷ ପିଇଛୁ’  ବୋଲି ଲେଖାଯାଇଛି। 

Two new Orissa High Court judges sworn in
ଶପଥ ନେଲେ ଓଡ଼ିଶା ହାଇକୋର୍ଟର ଦୁଇ ବିଚାରପତି

ଓଡ଼ିଶା ହାଇକୋର୍ଟର ଦୁଇ ଜଣ ନବ ନିଯୁକ୍ତ ବିଚାରପତି ଶପଥ ନେଇଛନ୍ତି ।

Complaint Case Against BJD MP Anubhav Mohanty
ଅନୁଭବଙ୍କ ନାଁରେ କମ୍ପ୍ଲେନ୍‌ କେସ୍‌ ଦେଲେ ବର୍ଷା

ଅନୁଭବଙ୍କ ନାଁରେ ବର୍ଷା ପୁଣି ଏକ ମାମଲା ରୁଜୁ କରିଛନ୍ତି।  କଟକ ଏସ୍‌ଡିଜେଏମ୍ କୋର୍ଟରେ ବର୍ଷା କମ୍ପ୍ଲେନ୍ କେସ୍ ରୁଜୁ କରିଛନ୍ତି। 

Odisha youth missing
ମାଂସ ଆଣିବାକୁ ଯାଇ ନିଖୋଜ ହୋଇଗଲା ପୁଅ....ଫଟୋ ଧରି କାନ୍ଦି କାନ୍ଦି ନୟାନ୍ତ ହେଲାଣି ମାଆ

ମାଂସ ଆଣିବାକୁ ବଜାରକୁ ଯାଇଥିଲା ପୁଅ। ୧୦ ଦିନ ବିତିଲାଣି କିନ୍ତୁ ଘରକୁ ଫେରିଲାନି। ଖୋଜି ଖୋଜି ନୟାନ୍ତ ହେଲେଣି ବାପା-ମାଆ। ଯାହାକୁ ଦେଖୁଛନ୍ତି ପୁଅକୁ ଖୋଜି ଆଣିବା ପାଇଁ ଗୁହାରି କରୁଛନ୍ତି ହେଲେ ପୁଅ ଫେରୁନି....

News Fuse
ନୂଆ ନୂଆ ଶପଥ ନେବା ପରେ କାଳିଆ ଦର୍ଶନ ପାଇଁ ବାହାରିଲେ ମନ୍ତ୍ରୀଗଣ....

ଆଲୋ ଆଲୋ...ମନ୍ତ୍ରୀ ପଦ ପାଉ ପାଉ କାଳିଆ ଶରଣରେ ପଶିଲେଣି ମନ୍ତ୍ରୀଗଣ। ଦେଖୁନାହାନ୍ତି ସିଂହଦ୍ୱାର ସାମ୍ନାରେ କେମିତି ଲାଇନ୍‌ ଲାଗିଲାଣି ମନ୍ତ୍ରୀଙ୍କର। ଜଣକ ପରେ ଜଣେ ଜଗା ଦର୍ଶନରେ ବ୍ୟସ୍ତ....ହେଲେ ଏଇଠି ମନ୍ତ୍ରୀ ମହୋଦୟଙ୍କୁ କିଏ ମୁଣ୍ଡିଆ ମାଇଲା କିରେ?

Youth Attempts To Commit Suicide In Dhenkanal
ପ୍ରେମରେ ଶକ୍ତ ଧକ୍କା: ବ୍ଲେଡ୍‌ରେ ହାତ, ଗଳା କାଟିଦେଲେ...ଫେସବୁକ୍‌ରେ ପୋଷ୍ଟ କଲେ ଭିଡିଓ

ପ୍ରେମ ଶାଶ୍ୱତ, ପବିତ୍ର, ଚିରନ୍ତନ। ହେଲେ ପ୍ରେମରେ ବିଫଳ ହେଲେ କିଛି ବ୍ୟକ୍ତି ଚରମ ପଦକ୍ଷେପ ନେବାକୁ ପଛାନ୍ତି ନାହିଁ। ପ୍ରେମରେ ବିଫଳ ହେବା ପରେ ଜଣେ ଯୁବକ ବ୍ଲେଡ୍‌ରେ ନିଜର ହାତ ଓ ଗଳା କାଟି ଦେଇଥିବା ସୂଚନା ମିଳିଛି।