ଜୟପୁରର ଝିଅ ମିତାଲି ପଣ୍ଡା । ପେଶାରେ ଆଇଟି ଇଞ୍ଜିନିୟର୍ କିନ୍ତୁ ନିଶା ଅଲଗା । ସୁନ୍ଦରୀ ପ୍ରତିଯୋଗିତାରେ ଭାଗନେଇ ଚମକିଛନ୍ତି କାନାଡାରେ । ଏଭଳି ସ୍ତ୍ରୀକୁ ପାଇ ଗର୍ବିତ ବୋଲି କହିଛନ୍ତି ତାଙ୍କ ସ୍ୱାମୀ ।
Published: Pallipuspa Samal
Last updated: 11 June 2022, 01:51 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।