ମୋ ଫୋନ୍ ନମ୍ବରରେ କଲ୍ ଆସୁଛି, ହେଲେ ଅନ୍ୟ ଜଣେ କେମିତି ଉଠାଉଛି? କେମିତି ବିନା କୌଣସି ତଥ୍ୟରେ ହ୍ୟାକ୍ ହୋଇଗଲା ମୋବାଇଲ ନମ୍ବର?
Published: Pallipuspa Samal
Last updated: 11 June 2022, 01:33 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।