• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Rise in lightning strike deaths a matter of concern in Odisha
ବଜ୍ରପାତର ସୂଚନା ଦେବ ଆପ୍‌, ୪୦ ମିନିଟ୍ ଆଗରୁ ମୋବାଇଲକୁ ଆସିବ ମେସେଜ୍

ଏହା କେତେଶୀଘ୍ର ଲୋକଙ୍କ ପାଖରେ ପହଞ୍ଚିବ, ତାହା ହିଁ ସବୁଠୁ ବଡ଼ ଆହ୍ବାନ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Ganesh Idol Controversy
ଗଣେଶ ମୂର୍ତ୍ତିକୁ ନେଇ ବିବାଦ; ଶିଳ୍ପୀଙ୍କୁ ପୋଲିସ ତାଗିଦ

ଗଣେଶ ପୂଜାକୁ ଆଉ ମାତ୍ର ଦୁଇ ଦିନ। ନା ମୂର୍ତ୍ତି କାରିଗରଙ୍କୁ ତର ଅଛି ନା ପୂଜା କମିଟିକୁ ସମୟ ଅଛି। ଏହାରି ଭିତରେ କଟକରେ ସାମ୍ନାକୁ ଆସିଛି ନୂଆ ବିବାଦ। ଗଣେଶ ମୂର୍ତ୍ତିକୁ ବିକୃତ କରିବା ଅଭିଯୋଗରେ କିଛି ଶିଳ୍ପୀଙ୍କୁ ଥାନାକୁ ଡାକି ପୋଲିସ ତାଗିଦ କରିବା ସହ ମୂର୍ତ୍ତି ଭାଙ୍ଗିବାକୁ କହିଛି। କଥା ଏତିକିରେ ଅଟକିନି, ଏହି ମୂର୍ତ୍ତି ବିବାଦ ହାଇକୋର୍ଟରେ ବି ପହଞ୍ଚିଛି।

11th Gurushri Samman Nrutya Mahotsav
ଗୁରୁଶ୍ରୀ ସମ୍ମାନ ନୃତ୍ୟ ମହୋତ୍ସବରେ ପରିବେଷଣ ହେଲା ଓଡ଼ିଶୀ ନୃତ୍ୟ ନାଟିକା ‘କପଟ କଥା’

ଭୁବନେଶ୍ୱର ରବିନ୍ଦ୍ର ମନ୍ଦପରେ ଉଦ୍‌ଘାଟିତ ହୋଇଛି ୧୧ ତମ ଗୁରୁଶ୍ରୀ ସମ୍ମାନ ନୃତ୍ୟ ମହୋତ୍ସବ । ଶ୍ରୀମତୀ ସ୍ୱୟଂପ୍ରଜ୍ଞାଙ୍କ ଦ୍ୱାରା ପ୍ରାୟୋଜିତ ପ୍ରଜ୍ଞା ନୃତାୟନ ପକ୍ଷରୁ ଓଡ଼ିଶୀ ନୃତ୍ୟ ନାଟିକା ‘କପଟ କଥା’ କୁ ମଞ୍ଚସ୍ଥ କରାଯାଇଥିଲା ।

Ganesh Idol Making
ଶିଳ୍ପୀଙ୍କୁ ପୋଲିସ୍‌ର ତାଗିଦ୍‌; ହାଇକୋର୍ଟରେ ପହଞ୍ଚିଲା ମାମଲା

ନାରାୟଣ ମୁଦୁଲି ନାମକ ଶିଳ୍ପୀଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି । ପୁରୀଘାଟ ଥାନା ପୋଲିସ ନିର୍ମାଣ କରାଯାଉଥିବା ମୂର୍ତ୍ତିଗୁଡିକ ନଦେଖି ତଦାରଖ ନକରି ଭାଂଗିବାକୁ କହି ଏକ ଅଣ୍ଡରଟେକିଂ ଲେଖାଇ ନେଇଛନ୍ତି ।

Special story
ବୋହୂ ଧାରଣା ଦେବାରୁ ଶାଶୂ ଆତ୍ମହତ୍ୟା କରିଥିବା ଅଭିଯୋଗ

ଗଞ୍ଜାମ NACର ମଧ୍ୟ ଖଣ୍ଡସାହିରେ ସକାଳୁ ସକାଳୁ ଅଘଟଣ ଘଟିଛି ।

WVN Mosquito Net
ମଶାରୀରେ ଶହେ କଣା, ହେଲେ ପଶିପାରିବନି ମଶା

ମଶାଙ୍କ କବଳରୁ ମିଳିବ ମୁକ୍ତି। ଇଏ ଏମିତି ସେମିତି ମଶାରୀ ନୁହେଁ ବଂର ଏଇ ମଶାରୀରେ ଥରେ ମଶା ପଡ଼ିଲେ ଆଉ ପଦାକୁ ଆସିପାରିବେନି। ବରଂ ଚାହୁଁ ଚହୁଁ ସବୁ ମଶାଙ୍କ ଜୀବ ପ୍ରାଣ...ଦାମ୍‌ ମାତ୍ର ଏତିକି ଟଙ୍କା

Khola Katha
ଦଳରେ ରହିବେ କିନ୍ତୁ ବିରୋଧ କରିବେ?

କଂଗ୍ରେସର ଯାହା ସ୍ଥିତି ଏହି ଦଳରେ ରହି ଆଗକୁ ଯିବେ ନା ପାଗ ଦେଖି ଦଳଠୁ ଡିଭର୍ସ ନେବେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌? ଦଳରେ ରହି ଏମିତି ବିରୋଧ ପ୍ରଦର୍ଶନ କଲେ ଦଳ ସହିବ ତ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ବିଧାୟକ ମହମ୍ମଦ ମୋକିମ?

Taste Of Odisha
କଖାରୁ କୋରାକୁ ଗୁଜୁରାତି ଦେଇ ଏମିତି ବନାନ୍ତୁ କଖାରୁ ପିଠା...

କଖାରୁ ପିଠା କେବେ ଖାଇଛନ୍ତି କି? ଯଦି ନା, ତେବେ ଏବେ ସାଙ୍ଗେ ସାଙ୍ଗେ କରନ୍ତୁ ପିଠା। କଖାରୁ କୋରାରୁ ଗୁଡ, ଗୁଜୁରାତି ଦେଇ ପାଗ କରନ୍ତୁ। ପରେ ଅଟା ଦେଇ କଡେଇରେ ଏମିତି ଛାଣନ୍ତୁ କଖାରୁ ପିଠା। ଓଃ ଏ ବର୍ଷା ପାଗରେ ଖାଇକି ଥରେ ଖାଲି ଦେଖନ୍ତୁ..ପରେ....

Special story
ଭେଣ୍ଡିଙ୍ଗ ଜୋନ୍ ନିର୍ମାଣରେ ଦୁର୍ନୀତି : ଷ୍ଟଲ ତିଆରି ନାଁରେ ବଡ଼ ଘୋଟାଲା

୨୬ଟି ଦୋକାନ ପାଇଁ ୨୩ ଲକ୍ଷ ୪୦ ହଜାର ଟଙ୍କାର ଟଙ୍କା ଅଟକଳ ହୋଇଥିଲା । ହେଲେ ଦୋକାନ ଗୁଡିକୁ ଦେଖିଲେ ମନେ ହେବ ଯେମିତି ୨୦ ହଜାରରୁ ଅଧିକ ଖର୍ଚ୍ଚ ହୋଇନି ।

LED bulb designed to capture
ଏଣିକି ସିସିଟିଭି ନୁହେଁ ବରଂ ବଲବରେ ରେକର୍ଡ ହେବ ସବୁ ଭିଡ଼ିଓ...ଦାମ ମାତ୍ର...

CCTV ର ଯୁଗ ଶେଷ !! ଏଣିକି LED ବଲବ୍‌ରେ ରେକର୍ଡ ହେବ ସବୁ ଭିଡ଼ିଓ। ଦାମ୍‌ ମାତ୍ର ଏତିକି ଟଙ୍କା...ଜାଣନ୍ତୁ କଣ କଣ ରହିଛି ଫିଚର୍ସ...

BMC
କେବେ ତୁଟିବ ଅଳିଆ କଳି ? ଦୁର୍ଗନ୍ଧମୟ ହେଲାଣି ସାରା ରାଜଧାନୀ

ଗ୍ରାମସଭାର ନିଷ୍ପତ୍ତି ପର୍ଯ୍ୟନ୍ତ ଭୁଆଶୁଣିଠାରେ ଅଳିଆ ପଡିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଦାରୁଠେଙ୍ଗ ପଞ୍ଚାୟତବାସୀ ।

SI
SI ସ୍ୱାଗତିକା ବେହେରା ମୃତ୍ୟୁ ମାମଲା : ଜି. ଉଦୟଗିରି ଥାନା IIC ରେବତୀ ଶବରଙ୍କ ନାଁରେ ଏତଲା

ଏତଲା କଲେ ମୃତ SI ସ୍ୱାଗତିକା ବେହେରାଙ୍କ ମାଆ ଉଷାରାଣୀ

Yojana Ra Na Hariloot
ଭେଣ୍ଡିଂ ଜୋନ୍‌ କରିବେ କହି ଖାଇଗଲେ ୨୦ ଲକ୍ଷ !

ବାଃ ବାଃ !! ଭେଣ୍ଡିଂ ଜୋନ୍‌ରେ ବି ଦୁର୍ନୀତି? ଷ୍ଟଲ ତିଆରି କରିବା ନାଁରେ ଖାଇଗଲେ ୨୦ ଲକ୍ଷ…ଦେଖନ୍ତୁ କେମିତି ହେଉଛି ଲୁଟ୍‌...

Odia girl touted to be next CM
ରାଷ୍ଟ୍ରପତି ପରେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ କି ରାଇରଙ୍ଗପୁର ଝିଅ ! କଳ୍ପନାଙ୍କୁ ବଢିଲା ଚର୍ଚ୍ଚା....

ରାଇରଙ୍ଗପୁରରୁ ରାଞ୍ଚି !! ହେମନ୍ତଙ୍କ ପରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ କି କଳ୍ପନା? ଓଡ଼ିଆ ଝିଅ ମୁଖ୍ୟମନ୍ତ୍ରୀ ହେବା ନେଇ ସବୁଠି ବଢିଲା ଚର୍ଚ୍ଚା...

WVN mosquito net
ଇଏ ମଶାରୀରେ ମଶା ପଶିବେ ତ ନିଶ୍ଚୟ ମରିବେ..ତିଆରି ହେଲା WVN ମଶାରୀ...

ମଶାଙ୍କ କବଳରୁ ମିଳିବ ମୁକ୍ତି। ଇଏ ଏମିତି ସେମିତି ମଶାରୀ ନୁହେଁ ବଂର ଏଇ ମଶାରୀରେ ଥରେ ମଶା ପଡ଼ିଲେ ଆଉ ପଦାକୁ ଆସିପାରିବେନି। ବରଂ ଚାହୁଁ ଚହୁଁ ସବୁ ମଶାଙ୍କ ଜୀବ ପ୍ରାଣ...ଦାମ୍‌ ମାତ୍ର ଏତିକି ଟଙ୍କା

Special story
ଧରାପୃଷ୍ଠକୁ ଆସିବେ ଅଗ୍ରପୂଜ୍ୟ : ଦୁଇ ବର୍ଷ ପରେ ବିନା କଟକଣାରେ ହେବ ଗଣେଶ ପୂଜା

ଏଥର ପୂଜାକୁ ଆକର୍ଷଣୀୟ ଲାଗି ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି

newsfuse
ପଳା ପଳା...ପିଲା ହାତରେ କଟୁରୀ...ଆଲୋ ବୋଉଲୋ..

ଆଲୋ ଆଲୋ ଇଏ କଣ? ପିଲା ହାତରେ କଟୁରୀ? ଇଏ କଣ? ଦେଖୁନୁରେ ନାରଣ, କେମିତି ପାପୁଲି ଛିଡିଛି। ହେଲେ ସ୍କୁଲରେ ତ ପାଠ ପଢା ହେବା କଥା...ଏ ପିଲା କଟରୀ ଧରିଲା କାହିଁକି? ସବୁ ଆମେ କହିବୁ, ତୁ କଣ ଲେମ୍ବୁ ଟା ଦେଖିବୁ?

Special story
କେମିତି ଲାଗିଲା ବ୍ରହ୍ମପୁର ବଡ଼ ମେଡିକାଲରେ ନିଆଁ ? ଅଗ୍ନି ନିର୍ବାପକ ବ୍ୟବସ୍ଥା କାମ କରୁନଥିବା ଅଭିଯୋଗ

ରକ୍ଷଣାବେକ୍ଷଣା ପାଇଁ ଅଚଳ ହୋଇପଡ଼ିଥିବା ସ୍ୱୀକାର କଲେ ଅଗ୍ନିଶମ ଅଧିକାରୀ,ତୁରନ୍ତ ମରାମତି ସହ ମେଡିକାଲର ସୁରକ୍ଷା ପାଇଁ ଉଠିଲା ଦାବି

  • Sunday, 28 August 2022
  • MKCG
Special story
ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଚାଲିଗଲା ୫ ଜୀବନ

ଏକ ଯାତ୍ରୀବାହୀ ଅଟୋକୁ କୋଇଲା ବୋଝେଇ ଟ୍ରକ୍ ଚାପିଦେଲା

Husband's body lies unattended in hospital
ପରିଣତ ବୟୟରେ ନିଜ ଗର୍ଭକୁ କାହିଁକି ନିନ୍ଦୁଛି ଏ ବୁଢ଼ୀ ମାଆ ?

ନିଜ ଜନ୍ମଦାତାଙ୍କ ପ୍ରତି ଏଭଳି ଆଚରଣକାରୀ ପୁଅ-ଝିଅ କେମିତି ଭୁଲିଯାଉଛନ୍ତି ଯେ କାଲି ସେମାନଙ୍କ ଦିନ ବି ଆସୁଛି ବୋଲି...।

grocery price hike
ଡ଼ାଲି, ଚାଉଳ ରେଟ୍‌ ଦେଖି ଗ୍ରାହକ ଛାନିଆଁ !

ଖାଉଟିଙ୍କ କହିବା କଥା, ସବୁ ଜିନିଷର ଦାମ ବଢ଼ିଯାଉଛି।  ଢେର୍ ବାଧୁଛି  କେମିତି ଚଳିବେ, କିଛି ବୁଝି ହେଉନି। 

Special story
‘ଅଜା କିଚେନ’ର କମାଲ : ସାଙ୍ଗରେ ଅଛନ୍ତି ଆଈ...ୟୁଟ୍ୟୁବରେ ‌ଆଠ ଲକ୍ଷ ସବ୍‌ସ୍କ୍ରାଇବର୍‌

ବୃଦ୍ଧ ଦମ୍ପତିଙ୍କ ପ୍ରତିଭା ଅନ୍ୟମାନଙ୍କ ପାଇଁ ପ୍ରେରଣା ।

Ghodahada Wetland
ଚାଲ ବୁଲିଯିବା ଘୋଡ଼ାହାଡ଼ ଇକୋ ଟୁରିଷ୍ଟ ସ୍ପଟ୍

ପ୍ରତି ବର୍ଷ ଶୀତ ଋତୁରେ ଏଠାକୁ ବହୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ।

Special story
ଫୋନ୍‌ କରି କରି ଥକିଗଲା ବୁଢ଼ୀ ମା’ : ବାପାର ଶବ ନେବାକୁ ଆସିଲାନି କୁଲାଙ୍ଗାର ପୁଅ

ଏ ଦୁନିଆରେ ସମସ୍ତେ ସ୍ୱାର୍ଥର ଦାସ । ସ୍ୱାର୍ଥ ସରିଗଲେ ପୁଅଝିଅ ବି ବାପାମା’ଙ୍କୁ ଚିହ୍ନି ପାରନ୍ତି ନାହିଁ ।

The Great Odisha Political Circus
ଖେଳ କରିବେ ସମ୍ବିତ ପାତ୍ର, ଓଡ଼ିଶାରେ ଦେବେ ଘାଣ୍ଟି...

ଏଥର ଖେଳ ଜମିବ। ହେଲେ ବାଇନ ଟିକେ କହିଲ ତମ କ୍ୟାପଟେନ୍ କିଏ ଆଉ ତମ ଗୋଲ୍ କିପର୍ କିଏ?