• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

One Person Reportedly Jumps Into Mahanadi River In Cuttack
ମହାନଦୀକୁ ଡେଇଁଲେ ଯୁବକ ! ବ୍ରିଜ୍‌ ଉପରେ ଥୁଆ ହୋଇଛି ସ୍କୁଟି ଓ ଚପଲ

ଆଜି ସକାଳେ ବ୍ରିଜ୍‌ ଉପରେ ସ୍କୁଟି ଓ ଚପଲ ରଖାଯାଇଥିବା ନେଇ କିଛି ଲୋକ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ୍‌କୁ ଖବର ଦେଇଥିଲେ।

Senior Journalist Ardhendu Das Released From Jail
୨ ମାସ ପରେ ଜେଲ୍‌ରୁ ମୁକୁଳିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ

ଦିଲ୍ଲୀର ଜଣେ ବ୍ୟବସାୟୀ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ୧ କୋଟି ଟଙ୍କା ଠକେଇ ନେଇ EOWରେ ଅଭିଯୋଗ କରିଥିଲେ। ଏହାପରେ ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରାଯାଇଥିଲା।

Flood Affected
ସବୁଠି ଉଜୁଡ଼ା କ୍ଷେତ ଦେଖି ହତାଶ ଅନ୍ନଦାତା, ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କଲେଣି ଚାଷୀ

ସୁବର୍ଣ୍ଣରେଖା ବନ୍ୟାର ୭ଦିନ ପରେ ବି ବହୁ ଗାଁରେ ଜଳବନ୍ଦୀ ସ୍ଥିତି ।

Sex Re-Assignment
ଥିଲେ ଝିଅ, ହେଲେ ପୁଅ ! ଅପରେସନ୍‌ କରି ଓଡ଼ିଆ IPS ଦମ୍ପତିଙ୍କ ଝିଅ ହୋଇଗଲେ ପୁଅ

ଦିଲ୍ଲୀରେ ହେଲା ସେକ୍ସ ରିଆସାଇନ୍‌ମେଣ୍ଟ ସର୍ଜରୀ । ବଦଳିବାକୁ ଯାଉଛି ୨୨ ବର୍ଷର ପରିଚୟ ।

Illegal Structures
ନୋଏଡ଼ା ଭଳି ଓଡ଼ିଶାରେ ବି ଭଙ୍ଗାଯିବ କି ବେଆଇନ କୋଠା ?

ଆଇନଗତ ଲଢ଼େଇ ପରେ ଶେଷରେ ଧୂଳିସାତ ହେଲା ନୋଏଡାର ବହୁ ଚର୍ଚ୍ଚିତ ଟ୍ୱିନ୍ ଟାଓ୍ୱାର । ଭୁବନେଶ୍ୱରରେ ବେଆଇନ ନିର୍ମାଣ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି । କାର୍ଯ୍ୟାନୁଷ୍ଠାନର ଧମକ ବି ଦେଉଛି ବିଡିଏ । କିନ୍ତୁ ବାସ୍ତବ କ୍ଷେତ୍ରରେ ଫଳ ଓଲଟା । ଏପର୍ଯ୍ୟନ୍ତ ବେଆଇନ ଭାବେ ନିର୍ମାଣ ହୋଇଥିବା କୌଣସି ବଡ଼ ବିଲ୍ଡିଂ ଉଚ୍ଛେଦ କରିନି ବିଡିଏ ।

Illegal Structures
ଆକ୍ସନରେ ବିଳମ୍ବକୁ ନେଇ ବିଡିଏ-ବିଏମ୍‌ସି ଦୋଷ ଠେଲାଠେଲି

ଭୁବନେଶ୍ୱରରେ ଥିବା ବେଆଇନ ଅଟ୍ଟାଳିକାର ଭବିଷ୍ୟତ କଣ ହେବ? କଣ ଟ୍ୱିନ୍ ଟାଓ୍ୱାର ଭଳି ସେଗୁଡ଼ିକୁ ଭାଙ୍ଗି ଦିଆଯିବ? ସୂଚନା ଅନୁସାରେ ରାଜଧାନୀରେ ପାଖାପାଖି ୬ ହଜାର ଆପାର୍ଟମେଣ୍ଟ ବିରୋଧରେ କିଛି ନା କିଛି ବେଆଇନ ନିର୍ମାଣର ଅଭିଯୋଗ ଆସିଛି ।

Garbage Problem
ଦଶମ ଦିନକୁ ଛୁଇଁଲା ରାଜଧାନୀବାସୀଙ୍କ ଅଳିଆ ଯନ୍ତ୍ରଣା

୧୦ ଦିନ ତଳେ ସ୍ଥିତି ଯେମିତି ଥିଲା, ସେଥିରେ ସୁଧାର ଆସିବ କଣ, ବରଂ ଆଜି ଆଉ ଟିକେ ସଙ୍ଗୀନ ହୋଇପଡ଼ିଛି ସ୍ଥିତି । ଦିନ ଦିନ ଧରି ଅଳିଆ ଆବର୍ଜନା ପଡ଼ି ରହିବା ପରେ ସଢ଼ିବା ଆରମ୍ଭ କଲାଣି । ଦୁର୍ଗନ୍ଧରେ ରାସ୍ତାରେ ଛିଡା ହେବା ମୁସ୍‌କିଲ ହୋଇପଡ଼ିଛି ।

Garbage Problem
ଡମ୍ପିଂୟାର୍ଡକୁ ଅଳିଆଗାଡ଼ି ନଛାଡ଼ିବା ଜିଦ୍‌ରେ ଅଟଳ ଦାରୁଠେଙ୍ଗ ଲୋକେ

ଆଶା ଥିଲା ଆଜି ସମସ୍ୟାର ସମାଧାନ ହୋଇଯିବ, ଆଉ ରାଜଧାନୀରୁ ଉଠିବ ଅଳିଆ । ହେଲେ ବିଏମ୍‌ସି ନିଷ୍ପତ୍ତିରେ ସହମତି ହୋଇପାରନୁନାହାନ୍ତି ଦାରୁଠେଙ୍ଗ ବାସିନ୍ଦା ।

Ganesh Puja
ବିକୃତ ଗଣେଶ ମୂର୍ତ୍ତିକୁ ନେଇ ଡିସିପିଙ୍କ ଚରମବାଣୀ, ହସ୍ତକ୍ଷେପ କଲେନି ହାଇକୋର୍ଟ

କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲା । ମୂର୍ତ୍ତି କାରିଗର ଏବଂ କ୍ଲବ୍‌ଗୁଡ଼ିକୁ କଟକ ଡିସିପିଙ୍କ ତାଗିଦ ।

people celebrate last Nuakhai
ମୁଣ୍ତ ଉପରେ ପର୍ବ, ଯେଉଁଠି କୋଳାହଳ ରହିବା କଥା ଖେଳିଗଲାଣି ଶୂନ୍ୟ ନିରବତା

ଏବର୍ଷ ଏ ଗାଁର ଶେଷ ନୂଆଖାଇ। ଦିନ କେଇଟା ପରେ ଏଇ ପଡା ପୂରା ପାଣିରେ ବୁଡିଯିବ। ପ୍ରତିବର୍ଷ ପରି ଏଥର ଉତ୍ସାହ ନାହିଁ, ହେଲେ ବି ପରମ୍ପରାକୁ ବଜାୟ ରଖିବା ପାଇଁ ଘର ଲିପା ଚାଲିଛି…ଧୁଆ ପଖଳା ବି ହେଉଛି। ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ କେମିତି ଶେଷ ନୂଆଖାଇ ପାଇଁ ଚାଲିଛି ପ୍ରସ୍ତୁତି…

Special story
ଡିଏମ୍ଏଫ୍ ପାଣ୍ଠିର ଅପବ୍ୟବହାର : ବିନା ସୂଚନା ଫଳକରେ ଚାଲିଛି ପ୍ରକଳ୍ପ

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ବିନା ଫଳକରେ ଚାଲିଛି

No Infra For Players As Sports Complex Lies Incomplete For Years
ଖେଳାଳି ଅଛନ୍ତି, ହେଲେ ଭିତ୍ତିଭୂମି ନାହିଁ: ଦୀର୍ଘ ବର୍ଷ ହେଲା ସରିପାରୁନି ସ୍ପୋର୍ଟସ କମ୍ପ୍ଲେକ୍ସ

ବିଭିନ୍ନ ସ୍ଥାନରେ ଓ କାନ୍ଥ ବାଡ଼ରେ କ୍ରୀଡାବିତ୍ ହିଁ ଦେଶର ବା ଜାତିର ଭବିଷ୍ୟତ ବୋଲି ବଡ଼ ବଡ଼ ହୋଡିଂ ଲଗାଇ ପ୍ରଚାର କରାଯାଉଛି। ହେଲେ ବାସ୍ତବ ସ୍ଥିତି କିନ୍ତୁ ଓଲଟା।

Twins twor
ଟ୍ୱିନ ଟାୱାରର ଅଳିଆ ସଫା ପାଇଁ ଲାଗିବ ପୂରା ୩ ମାସ !

ମାତ୍ର ୯ ସେକେଣ୍ଡରେ ମାଟିରେ ମିଶିଲା ଟ୍ୱିନ ଟାୱାର। ଏତେ ମାତ୍ରାରେ ଅଳିଆ ବାହାରିଛି ଯେ ସଫା କରିବାକୁ ଲାଗିବ ପୂରା ୩ ମାସର ସମୟ....

Chameleon trading racket busted in Bhubaneswar
ଆଶ୍ଚର୍ଯ୍ୟ ! ! ! ଏଣ୍ଡୁଅର ଦାମ୍‌ ଦେଢ଼ ଲକ୍ଷ ଟଙ୍କା, ଚାଲାଣ ବେଳେ ଭୁବନେଶ୍ୱରରେ ଧରାପଡ଼ିଲା...

ବହୁରୂପୀ ଏଣ୍ଡୁଅକୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଯୋଜନା ହୋଇଥିଲା। ବାଣୀବିହାରରେ ଡିଲ୍‌ ଚାଲିଥିବା ବେଳେ ଖବର ପାଇ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ରେଞ୍ଜ୍‌ର ଟିମ୍‌ ମିଳିତ ଭାବେ ଚଢ଼ଉ କରିଥିଲେ।

Special story
ତୁଟୁନି ବିଏମସି ଡମ୍ପିଂୟାର୍ଡ ବିବାଦ : ଜିଦରେ ଅଟଳ ଗ୍ରାମବାସୀ

୨୦ ଦିନ ହେଲାଣି ଭୁଆଶୁଣି ୟାର୍ଡକୁ ଯାଇପାରୁନି ଆବର୍ଜନା

Special story
ଅସ୍ତ୍ରୋପଚାର କରି ପୁଅ ପାଲଟିଗଲେ ଆଇପିଏସ୍‌ ଦମ୍ପତିଙ୍କ ୨୨ ବର୍ଷିୟ ଝିଅ

ବରିଷ୍ଠ ଆଇପିଏସ୍ ଅଫିସର ଦମ୍ପତିଙ୍କ ଝିଅର ଏଭଳି ବିରଳ ଅପରେସନ୍ ହୋଇଛି ।

Special story
ଜବଦଦଖଲ ସମୟର କରୁଣ ଦୃଶ୍ୟ : କିଏ ବେହୋସ୍‌ ହୋଇଯାଉଛି ତ କିଏ ହାତ ଯୋଡ଼ି ନେହୁରା ହେଉଛି

କଟକରେ ବିଡ଼ାନାସି ପେଟାନାଳ ବସ୍ତି ଉଚ୍ଛେଦ ବେଳେ ବିକ୍ଷୋଭ

Enews
ସହରରେ ମାତିଲେଣି ବିଛା ଗ୍ୟାଙ୍ଗ…ଆଉ ସର୍ଦ୍ଦାର ହେଉଛନ୍ତି..

ପାର୍ଟି ଆମ ସାର୍ଟ ତଳ ହାର୍ଟ ପୂରା ନିଆରା। ଥରେ ମନ ଦେଇକି ଦେଖ? ଏବେ ସହରରେ ସବୁ ଆଡେ ମାତିଛନ୍ତି ବିଛା ଗ୍ୟାଙ୍ଗ...ଦେଖନ୍ତୁ ଏମାନେ କଣ କରୁଛନ୍ତି ଅଧ ରାତିରେ?

  • Monday, 29 August 2022
  • ENews
PM Modi tops most popular world leader list
୨୨ ନେତାଙ୍କୁ ପଛରେ ପକାଇ ପୁଣି ବିଶ୍ୱର ନମ୍ବର ୱାନ ନେତା ହେଲେ ମୋଦି..

ରେକର୍ଡ ପରେ ରେକର୍ଡ କରୁଛନ୍ତି ମୋଦି। ବିଶ୍ୱର ୨୨ ନେତାଙ୍କୁ ପଛରେ ପକାଇ ନମ୍ବର ୱାନ ନେତା ହେଲେ ନରେନ୍ଦ୍ର ମୋଦି। ଜାଣନ୍ତୁ ମୋଦିଙ୍କ ପଛରେ ଅଛନ୍ତି କେଉଁ କେଉଁ ନେତା?

Women break society norms
ଦିନେ ସାଇକେଲ ଚଲାଇବାକୁ ଡରୁଥିଲେ, ଏବେ ଅଟୋ ଚଲାଉଛନ୍ତି…ଦାୟିତ୍ୱ ବଦଳାଇ ଦେଲା ପରିଚୟ

ଦିନେ ଏମାନେ ସାଇକେଲ ଚଲାଇବାକୁ ଡରୁଥିଲେ, ହେଲେ ଆଜି ଅଟୋ ଚଲାଇ ଗାଁ ଗାଁକୁ ବୁଲି ସଂଗ୍ରହ କରୁଛନ୍ତି ଅଳିଆ। ପରିବାର ଚଳାଇବାକୁ ଅଂଟା ଭିଡ଼ିଛନ୍ତି ଏଇ ଦୁଇ ମହିଳା। ମାସକୁ ୬ ହଜାରରୁ ଅଧିକ ରୋଜଗାର ବି କରୁଛନ୍ତି। ପଚାରିଲେ କୁହନ୍ତି…ପରିସ୍ଥିତି ଆସିଲେ ସବୁକିଛି କରିବା ସମ୍ଭବ…ଦେଖନ୍ତୁ ଏଇ ପ୍ରେରଣାଦାୟୀ କାହାଣୀ

Jeypore's divyang football prodigy awaits Govt help
ଦିବ୍ୟାଙ୍ଗ ହୋଇ ବି ସକ୍ଷମ: ଠିକ୍‌ରେ ସିନା ଚାଲି ପାରୁ ନାହାନ୍ତି, ହେଲେ ଖେଳରେ ମାଷ୍ଟର..

ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ତାଙ୍କ ଆଗରେ ଶାରୀରିକ ଅକ୍ଷମତା ଫିକା ପଡ଼ିଛି। ଫୁଟବଲ୍ କହିଲେ ତାଙ୍କ ଜୀବନ। ଫୁଟବଲ ଖେଳିବାକୁ ପ୍ରତିଦିନ ସକାଳୁ ସେ ଦୌଡ଼ି ଆସନ୍ତି।

IIC of G.Udayagiri Police Station Transferred
ବଦଳିଲେ ଜି. ଉଦୟଗିରି ଥାନା IIC

ଜି. ଉଦୟଗିରି ଥାନା ଅଧିକାରୀ ରେବତୀ ଶବରଙ୍କୁ ବଦଳି କରାଯାଇଛି। ଏନେଇ କନ୍ଧମାଳ ଏସ୍‌ପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି। 

people celebrate last Nuakhai
ଏସନ ଶେଷ…ଆର ବର୍ଷକୁ ପାଣିରେ ବୁଡ଼ିଯିବ ଗାଁ, ସେଇଥି ପାଇଁ ଏମିତି ନୂଆଖାଇ ପାଳୁଛନ୍ତି ଏଠିକା ଗାଁ ଲୋକ

ଏବର୍ଷ ଏ ଗାଁର ଶେଷ ନୂଆଖାଇ। ଦିନ କେଇଟା ପରେ ଏଇ ପଡା ପୂରା ପାଣିରେ ବୁଡିଯିବ। ପ୍ରତିବର୍ଷ ପରି ଏଥର ଉତ୍ସାହ ନାହିଁ, ହେଲେ ବି ପରମ୍ପରାକୁ ବଜାୟ ରଖିବା ପାଇଁ ଘର ଲିପା ଚାଲିଛି…ଧୁଆ ପଖଳା ବି ହେଉଛି। ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ କେମିତି ଶେଷ ନୂଆଖାଇ ପାଇଁ ଚାଲିଛି ପ୍ରସ୍ତୁତି…

News Fuse
ପାଣିକୁ ପଶୁନାହାନ୍ତି…ଖାଲି ବଡ ପ୍ୟାକେଟ୍ ଧରିଛନ୍ତି…ହେଲେ ସେଥିଲେ ଅଛି କଣ?

ମଲା...ତୁମେ ପାଣିକୁ ନଓହ୍ଲାଇ ବନ୍ୟା ଦୁର୍ଦ୍ଦଶା ବୁଝିବ କେମିତି? ଆଲୋ ଆଲୋ କଂଗ୍ରେସିଆ ଏଡେ ଏଡେ ଜରି ପ୍ୟାକେଟ୍‌ରେ କଣ ଆଣିଛନ୍ତି ରୁହ ରୁହ ଖୋଲିକି ଦେଖିବା। ରହରେ ନାରଣ...ଆମେ ଦେଖୁ ଆଗେ ତା ଭିତରେ କିଛି ଅଛି ନା ଖାଲି ଏମିତି ଧରେଇ ଦେଇ ଗଲେ...

An young is making money by selling thin air for 400 rupees
ପବନ ବିକ୍ରିକରି ଭଲ ରୋଜଗାର କରୁଛନ୍ତି ଯୁବକ; ବୋତଲ ୪୦୦ ଟଙ୍କା

ବ୍ୟବସାୟ ଅନେକ ପ୍ରକାରର କରାଯାଇପାରେ। ଏଥିପାଇଁ କେବଳ କୌଶଳ ଦରକାର। ଜଣେ ଯୁବକ ଏମିତି ଏକ ବ୍ୟବସାୟ କରି ନାଁ କରିଛନ୍ତି ଯାହାକୁ ଅନ୍ୟ କେହି ଭାବି ବି ପାରିବେ ନାହିଁ। ସେ ପବନକୁ ବୋତଲରେ ଭରି ବିକ୍ରି କରୁଛନ୍ତି। ତେବେ ଏହି ଯୁବକ କିଏ ଓ କେଉଁଠିକାର ଆସନ୍ତୁ ଜାଣିବା।