• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Women Break Society Norms

Women break society norms
ଦିନେ ସାଇକେଲ ଚଲାଇବାକୁ ଡରୁଥିଲେ, ଏବେ ଅଟୋ ଚଲାଉଛନ୍ତି…ଦାୟିତ୍ୱ ବଦଳାଇ ଦେଲା ପରିଚୟ

ଦିନେ ଏମାନେ ସାଇକେଲ ଚଲାଇବାକୁ ଡରୁଥିଲେ, ହେଲେ ଆଜି ଅଟୋ ଚଲାଇ ଗାଁ ଗାଁକୁ ବୁଲି ସଂଗ୍ରହ କରୁଛନ୍ତି ଅଳିଆ। ପରିବାର ଚଳାଇବାକୁ ଅଂଟା ଭିଡ଼ିଛନ୍ତି ଏଇ ଦୁଇ ମହିଳା। ମାସକୁ ୬ ହଜାରରୁ ଅଧିକ ରୋଜଗାର ବି କରୁଛନ୍ତି। ପଚାରିଲେ କୁହନ୍ତି…ପରିସ୍ଥିତି ଆସିଲେ ସବୁକିଛି କରିବା ସମ୍ଭବ…ଦେଖନ୍ତୁ ଏଇ ପ୍ରେରଣାଦାୟୀ କାହାଣୀ