ମଲା...ତୁମେ ପାଣିକୁ ନଓହ୍ଲାଇ ବନ୍ୟା ଦୁର୍ଦ୍ଦଶା ବୁଝିବ କେମିତି? ଆଲୋ ଆଲୋ କଂଗ୍ରେସିଆ ଏଡେ ଏଡେ ଜରି ପ୍ୟାକେଟ୍ରେ କଣ ଆଣିଛନ୍ତି ରୁହ ରୁହ ଖୋଲିକି ଦେଖିବା। ରହରେ ନାରଣ...ଆମେ ଦେଖୁ ଆଗେ ତା ଭିତରେ କିଛି ଅଛି ନା ଖାଲି ଏମିତି ଧରେଇ ଦେଇ ଗଲେ...
Published: Pallipuspa Samal
Last updated: 29 August 2022, 08:26 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।