• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Pakistan flood
ବନ୍ୟା ପରେ ପାକିସ୍ତାନ ସ୍ଥିତି ସଙ୍ଗୀନ...ଟମାଟୋ କିଲୋ ୫୦୦ ବେଳକୁ ପିଆଜ କିଲୋ ୪୦୦...

ବନ୍ୟା ପରେ ସଙ୍ଗୀନ ସ୍ଥିତିରେ ପାକିସ୍ତାନ। ଟମାଟୋ କିଲୋ ୫୦୦ ବେଳେ ପିଆଜ କିଲୋ ୪୦୦...କଣ ଖାଇବେ? କେମିତି ଖାଇବେ? ଚିନ୍ତାରେ ପାକ୍‌ବାସୀ...

ENEWS
ଆଶ୍ଚର୍ଯ୍ୟ !! ସିନେମାରେ ହିରୋଙ୍କ ସହ ଆକ୍ଟିଂ କରିବେ ବିଛା

ଆଶ୍ଚର୍ଯ୍ୟ ଲାଗିଲେ ବି ସତ...ସିନେମାରେ ହିରୋଙ୍କ ସହ ଆକ୍ଟିଂ କରିବେ ବିଛା...କିନ୍ତୁ ଯଦି କାମୁଡି ଦିଏ...ଦେଖନ୍ତୁ କେମିତି ଚାଲିଛି ସୁଟିଂ ସେଟ୍‌....

  • Tuesday, 30 August 2022
  • ENews
Woman Spent 40 Lakh On Plastic Surgery
ସୁନ୍ଦରୀ ହେବା ପାଇଁ ଖର୍ଚ୍ଚ କଲେ ୪୦ ଲକ୍ଷ ଟଙ୍କା; ଏତେ ସୁନ୍ଦର ହେଲେ ଯେ, ଏବେ କେହି ମିଳୁ ନାହାନ୍ତି...

ଏହି ଯୁବତୀ ସୁନ୍ଦର ଦିଶିବା ପାଇଁ ୪୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ ଏବେ ତାଙ୍କର ଏମିତି ଅବସ୍ଥା, ବୟଫ୍ରେଣ୍ଡ୍‌ କିମ୍ବା ରିଲେଶନଶିପ୍‌ ତ ଦୂରର କଥା ଲୋକମାନେ ତାଙ୍କୁ ମଣିଷ ଭାବେ ମଧ୍ୟ ଗ୍ରହଣ କରିପାରୁ ନାହାନ୍ତି।

Garbage Problem
ଅଳିଆ ବିବାଦ ତୁଟାଇବା ପାଇଁ ୯ ମାସ ସମୟ ମାଗିଛୁ: ଉଷା ଦେବୀ

ସଙ୍ଗୀନ ହେଲାଣି ଭୁବନେଶ୍ୱରର ପରିମଳ ବ୍ୟବସ୍ଥା । ପ୍ରାୟ ୨୦ ଦିନ ହେବ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଅଳିଆ ଆବର୍ଜନା ପଡ଼ିପାରୁନଥିବାରୁ ପରିସ୍ଥିତି ଅଣାୟତ ଆଡ଼କୁ ଗତି କରୁଛି।

Special story
ଦୁର୍ଘଟଣା ଉଜାଡି ଦେଲା ସ୍ୱପ୍ନ : ହାତଗଣ୍ଠି ପୂର୍ବରୁ ହାତ ହରାଇଲେ ଯମୁନା

ମାଟି ଛପର ଘରେ ଘାଣ୍ଟି ହେଉଛନ୍ତି ଅଭାଗିନୀ ଯମୁନା ।

DSP in-charge of Dhenkanal Sadar police station, Abhinab Dalua in Vigilance net
ଭିଜିଲାନ୍ସ ଜାଲରେ ପୋଲିସ୍‌ ବାବୁ, ୩୦ ହଜାର ଟଙ୍କା ନେବାବେଳେ ଧରାପଡ଼ିଲେ...

ଢେଙ୍କାନାଳ ସଦର ଥାନା ଡିଏସ୍‌ପି ଇନ୍‌-ଚାର୍ଜ ଅଭିନବ ଡାଳୁଆ ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଛନ୍ତି। ୩୦ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିବା ସୂଚନା ମିଳିଛି। 

Rogue monkey
ମାଙ୍କଡ ପାଗଳା ହୋଇ ଯ଼ାଇଛି। ଯ଼ାହାକୁ ଦେଖୁଛି ତାକୁ କାମୁଡୁଛି

ହନୁ ଯାହାକୁ ଦେଖୁଛି ତାକୁ କାମୁଡୁଛି । ମାଙ୍କଡ ଭୟରେ ଲୋକେ ଘରୁ ପଦାକୁ ବାହାରୁ ନାହାନ୍ତି। ବନବିଭାଗକୁ ନାକେଦମ କଲା ପରେ ଶେଷରେ କାବୁ ହେଲା ମାଙ୍କଡ। ଦେଖନ୍ତୁ ସେ ମାଙ୍କଡ କି କାଣ୍ଡ କରିଛି...

Odia Girl Grabs Attention
ବଲିଉଡ୍‌ରେ ଓଡ଼ିଆ ଝିଅଙ୍କ କମାଲ; ସଲମାନ ଅଲ୍ଲୀଙ୍କ ସହ କଲେ ପ୍ରୋମୋ ସୁଟ୍‌..

ଭଦ୍ରକର ଝିଅ ସିନା କିନ୍ତୁ ମୁମ୍ବାଇ ମଞ୍ଚରେ ଏମିତି ଗୀତ ଗାଇଲେ ଯେ ସମସ୍ତେ ଆବାକ୍‌ ହୋଇଗଲେ । ଖାଲି ଆବାକ୍‌ ହେଲେ ତାହା ନୁହେଁ ବରଂ ସଲ୍‌ମାନ୍ ଅଲ୍ଲୀଙ୍କ ସହ ଏକ ରିୟଲିଟି ସୋ ପାଇଁ ପ୍ରମୋ ସୁଟ୍ ବି କଲେ ।

Special story
ମୁଣ୍ଡଳି ବ୍ରିଜ୍ ଉପରେ ସ୍କୁଟି ମିଳିବା ଘଟଣାର ନାଟକୀୟ ଅନ୍ତ : ଗାଡ଼ି ଖରାପ ହେବାରୁ ଥୋଇ ପଳାଇଥିଲେ ଯୁବକ

ଅନୁଗୁଳ ସିମିଳିପଡ଼ାର ସଂପୃକ୍ତ ଯୁବକଙ୍କୁ ଠାବ କଲା ବାରଙ୍ଗ ପୋଲିସ

5 die in mishap
ଏକା ସାଙ୍ଗରେ ଗାଁରେ ଜଳିଲା ୫ ଜୁଇ, କାନ୍ଦିଲା ପୂରା ଏରିୟା

ଏ ଦୃଶ୍ୟ ଦେଖିଲେ ଛାତି ଫାଟିଯିବ। ଏକା ସାଙ୍ଗରେ ୫ ଜଣଙ୍କ ପାଇଁ କୋକେଇ ବନ୍ଧା ହେଲା, ଗାଁ ଶ୍ମଶାନରେ ଜୁଇ ବି ଜଳିଲା। ମହୁଲ ତେଲ ପେଡିବା ହେଲା କାଳ...ରାସ୍ତା ଉପରେ ଚାଲି ଗଲା ୫ ଜଣଙ୍କ ପ୍ରାଣ। ଦେଖନ୍ତୁ ଆତ୍ମୀୟ ସୋଜନଙ୍କୁ ହରାଇ କେମିତି କାନ୍ଦୁଛି ପୂରା ପରିବାର...

High Court quashes Odisha Medical Services Association election case
OMSA ନିର୍ବାଚନ ପ୍ରସଙ୍ଗ: ମାମଲା ଖାରଜ କଲେ ହାଇକୋର୍ଟ

ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍(OMSA)ନିର୍ବାଚନ ପ୍ରସଙ୍ଗକୁ ନେଇ ଦାୟର ହୋଇଥିବା ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି।

 Lord Ganesh is worshiped for a month
୭୦୦ ବର୍ଷର ପରମ୍ପରା...ଏଇଠି ୩୦ ଦିନ ପୂଜା ପାଇବେ ଗଣେଶ

ରାତି ପାହିଲେ ଗଣେଷ ପୂଜା। କିନ୍ତୁ ଏଠିକାର ପରମ୍ପରା ବହୁ ପୁରୁଣା...ସେଇଥି ପାଇଁ ତ ଦିନେ ନୁହେଁ କି ଦୁଇ ନୁହେଁ ବରଂ ପୂରା ମାସେ କାଳ ପୂଜା ପାଇବା ପରେ ବିସର୍ଜନ ହୁଅନ୍ତି ଶ୍ରୀଗଣେଷ। ମାନସିକ କଲେ ପୂର୍ଣ୍ଣ ହୁଏ ମନସ୍କାମନା...

  • Tuesday, 30 August 2022
Death Of Two Female Elephants in Keonjhar
କରେଣ୍ଟ ନେଲା ହାତୀ ଜୀବନ: ନିଲମ୍ବିତ ହେଲେ ଫରେଷ୍ଟର, ଗାର୍ଡ

KVK ଫାର୍ମ ଭିତରେ ବିଦ୍ୟୁତ୍‌ ତାର ଲାଗି ୨ ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ। 

Wooden Bridge
ପହଞ୍ଚିପାରୁନି ସରକାରୀ ଯୋଜନା; କାଠପୋଲ ହିଁ ସାହା ଭରସା

ଦୈନନ୍ଦିନ ଯାତ୍ରା ପାଇଁ ସହଜ ବାଟଟିଏ ନାହିଁ, ତେଣୁ ଭାଗ୍ୟକୁ ଆଦରି ନିଜେ ନିର୍ମାଣ କରିଥିବା ଏହି ଅସୁରକ୍ଷିତ କାଠପୋଲ ହିଁ ସାହା ଭରସା ।

News Fuse
ମନ୍ତ୍ରୀ ପଦ ଯିବା ପରେ ବିଲରେ ଚାଷ କରୁଛନ୍ତି ନେତା?

ଆଲୋ ଆଲୋ ଇଏ କଣ? ମନ୍ତ୍ରୀ ପଦ ଯିବା ପରେ ବିଲରେ କଣ ରୁଆ ପୋତା କରୁଛନ୍ତି ପୂର୍ବତନ ମନ୍ତ୍ରୀ? ନାରଣ, ମନ୍ତ୍ରୀ ଚୌକିଟା ଯିବା ପରେ ନେତାଙ୍କ ମନର ଅବସ୍ଥା ତୁ କଣ ବୁଝିପାରୁନୁ? ଦେଖୁନୁ ଏ ଭିଡ଼ିଓକୁ...

One Person Reportedly Jumps Into Mahanadi River In Cuttack
ମହାନଦୀକୁ ଡେଇଁଲେ ଯୁବକ ! ବ୍ରିଜ୍‌ ଉପରେ ଥୁଆ ହୋଇଛି ସ୍କୁଟି ଓ ଚପଲ

ଆଜି ସକାଳେ ବ୍ରିଜ୍‌ ଉପରେ ସ୍କୁଟି ଓ ଚପଲ ରଖାଯାଇଥିବା ନେଇ କିଛି ଲୋକ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ୍‌କୁ ଖବର ଦେଇଥିଲେ।

Senior Journalist Ardhendu Das Released From Jail
୨ ମାସ ପରେ ଜେଲ୍‌ରୁ ମୁକୁଳିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ

ଦିଲ୍ଲୀର ଜଣେ ବ୍ୟବସାୟୀ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ୧ କୋଟି ଟଙ୍କା ଠକେଇ ନେଇ EOWରେ ଅଭିଯୋଗ କରିଥିଲେ। ଏହାପରେ ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରାଯାଇଥିଲା।

Flood Affected
ସବୁଠି ଉଜୁଡ଼ା କ୍ଷେତ ଦେଖି ହତାଶ ଅନ୍ନଦାତା, ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କଲେଣି ଚାଷୀ

ସୁବର୍ଣ୍ଣରେଖା ବନ୍ୟାର ୭ଦିନ ପରେ ବି ବହୁ ଗାଁରେ ଜଳବନ୍ଦୀ ସ୍ଥିତି ।

Sex Re-Assignment
ଥିଲେ ଝିଅ, ହେଲେ ପୁଅ ! ଅପରେସନ୍‌ କରି ଓଡ଼ିଆ IPS ଦମ୍ପତିଙ୍କ ଝିଅ ହୋଇଗଲେ ପୁଅ

ଦିଲ୍ଲୀରେ ହେଲା ସେକ୍ସ ରିଆସାଇନ୍‌ମେଣ୍ଟ ସର୍ଜରୀ । ବଦଳିବାକୁ ଯାଉଛି ୨୨ ବର୍ଷର ପରିଚୟ ।

Illegal Structures
ନୋଏଡ଼ା ଭଳି ଓଡ଼ିଶାରେ ବି ଭଙ୍ଗାଯିବ କି ବେଆଇନ କୋଠା ?

ଆଇନଗତ ଲଢ଼େଇ ପରେ ଶେଷରେ ଧୂଳିସାତ ହେଲା ନୋଏଡାର ବହୁ ଚର୍ଚ୍ଚିତ ଟ୍ୱିନ୍ ଟାଓ୍ୱାର । ଭୁବନେଶ୍ୱରରେ ବେଆଇନ ନିର୍ମାଣ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି । କାର୍ଯ୍ୟାନୁଷ୍ଠାନର ଧମକ ବି ଦେଉଛି ବିଡିଏ । କିନ୍ତୁ ବାସ୍ତବ କ୍ଷେତ୍ରରେ ଫଳ ଓଲଟା । ଏପର୍ଯ୍ୟନ୍ତ ବେଆଇନ ଭାବେ ନିର୍ମାଣ ହୋଇଥିବା କୌଣସି ବଡ଼ ବିଲ୍ଡିଂ ଉଚ୍ଛେଦ କରିନି ବିଡିଏ ।

Illegal Structures
ଆକ୍ସନରେ ବିଳମ୍ବକୁ ନେଇ ବିଡିଏ-ବିଏମ୍‌ସି ଦୋଷ ଠେଲାଠେଲି

ଭୁବନେଶ୍ୱରରେ ଥିବା ବେଆଇନ ଅଟ୍ଟାଳିକାର ଭବିଷ୍ୟତ କଣ ହେବ? କଣ ଟ୍ୱିନ୍ ଟାଓ୍ୱାର ଭଳି ସେଗୁଡ଼ିକୁ ଭାଙ୍ଗି ଦିଆଯିବ? ସୂଚନା ଅନୁସାରେ ରାଜଧାନୀରେ ପାଖାପାଖି ୬ ହଜାର ଆପାର୍ଟମେଣ୍ଟ ବିରୋଧରେ କିଛି ନା କିଛି ବେଆଇନ ନିର୍ମାଣର ଅଭିଯୋଗ ଆସିଛି ।

Garbage Problem
ଦଶମ ଦିନକୁ ଛୁଇଁଲା ରାଜଧାନୀବାସୀଙ୍କ ଅଳିଆ ଯନ୍ତ୍ରଣା

୧୦ ଦିନ ତଳେ ସ୍ଥିତି ଯେମିତି ଥିଲା, ସେଥିରେ ସୁଧାର ଆସିବ କଣ, ବରଂ ଆଜି ଆଉ ଟିକେ ସଙ୍ଗୀନ ହୋଇପଡ଼ିଛି ସ୍ଥିତି । ଦିନ ଦିନ ଧରି ଅଳିଆ ଆବର୍ଜନା ପଡ଼ି ରହିବା ପରେ ସଢ଼ିବା ଆରମ୍ଭ କଲାଣି । ଦୁର୍ଗନ୍ଧରେ ରାସ୍ତାରେ ଛିଡା ହେବା ମୁସ୍‌କିଲ ହୋଇପଡ଼ିଛି ।

Garbage Problem
ଡମ୍ପିଂୟାର୍ଡକୁ ଅଳିଆଗାଡ଼ି ନଛାଡ଼ିବା ଜିଦ୍‌ରେ ଅଟଳ ଦାରୁଠେଙ୍ଗ ଲୋକେ

ଆଶା ଥିଲା ଆଜି ସମସ୍ୟାର ସମାଧାନ ହୋଇଯିବ, ଆଉ ରାଜଧାନୀରୁ ଉଠିବ ଅଳିଆ । ହେଲେ ବିଏମ୍‌ସି ନିଷ୍ପତ୍ତିରେ ସହମତି ହୋଇପାରନୁନାହାନ୍ତି ଦାରୁଠେଙ୍ଗ ବାସିନ୍ଦା ।

Ganesh Puja
ବିକୃତ ଗଣେଶ ମୂର୍ତ୍ତିକୁ ନେଇ ଡିସିପିଙ୍କ ଚରମବାଣୀ, ହସ୍ତକ୍ଷେପ କଲେନି ହାଇକୋର୍ଟ

କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲା । ମୂର୍ତ୍ତି କାରିଗର ଏବଂ କ୍ଲବ୍‌ଗୁଡ଼ିକୁ କଟକ ଡିସିପିଙ୍କ ତାଗିଦ ।

people celebrate last Nuakhai
ମୁଣ୍ତ ଉପରେ ପର୍ବ, ଯେଉଁଠି କୋଳାହଳ ରହିବା କଥା ଖେଳିଗଲାଣି ଶୂନ୍ୟ ନିରବତା

ଏବର୍ଷ ଏ ଗାଁର ଶେଷ ନୂଆଖାଇ। ଦିନ କେଇଟା ପରେ ଏଇ ପଡା ପୂରା ପାଣିରେ ବୁଡିଯିବ। ପ୍ରତିବର୍ଷ ପରି ଏଥର ଉତ୍ସାହ ନାହିଁ, ହେଲେ ବି ପରମ୍ପରାକୁ ବଜାୟ ରଖିବା ପାଇଁ ଘର ଲିପା ଚାଲିଛି…ଧୁଆ ପଖଳା ବି ହେଉଛି। ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ କେମିତି ଶେଷ ନୂଆଖାଇ ପାଇଁ ଚାଲିଛି ପ୍ରସ୍ତୁତି…