Advertisment

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଷଠି ଘରେ ଲାଗିଲା ନିଆଁ

ଆକାଶ ଦୀପ ଉଡ଼ି ଉଡ଼ି ଆସି ଚାଲ ଘର ଉପରେ ପଡ଼ିଥିଲା।

author-image
Chandan Shishu
utkalmani gopabandhu das's sathighar fire mishap at satyabadi

utkalmani gopabandhu das's sathighar fire mishap at satyabadi

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଷଠି ଘରେ ଲାଗିଲା ନିଆଁ। ପୁରୀ ସତ୍ୟବାଦୀ ବ୍ଲକ ସୁଆଣ୍ଡୋ ଗାଁରେ ଥିବା ଗୋପବନ୍ଧୁଙ୍କ ପୁରାତନ ଚାଳ ଘରେ ବାଣ ପଡ଼ି ଯିବା ପରେ ନିଆଁ ଲାଗିଯାଇଛି। ଅଗ୍ନିଶମ ବାହିନୀ ଓ ସ୍ଥାନୀୟଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଆକାଶ ଦୀପ ଉଡ଼ି ଉଡ଼ି ଆସି ଚାଲ ଘର ଉପରେ ପଡ଼ିଥିଲା। ଫଳରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ କଣ କ୍ଷୟକ୍ଷତି ହୋଇଛି ସେ ସମ୍ପର୍କରେ ସୂଚନା ମିଳିପାରିନି। 

Advertisment

Utkalmani Gopabandhu Das
Advertisment
Advertisment