Advertisment

ଜଳ ଯନ୍ତ୍ରଣାରେ ଛଟପଟ ଜୀବନ, ପିଇ ହେଉନି ଏ ପାଣି

ମାସେ ନୁହେଁ କି’ ଦୁଇମାସ ନୁହେଁ ବର୍ଷେ ପାଖାପାଖି ହେବ ନଳକୂଅରୁ ବାହାରୁଛି ଲୁଣିପାଣି l ଆଉ ପିଇବା ଉପଯୋଗୀ ପାଣି ମିଳୁନଥିବାରୁ ବହୁ ହଇରାଣ ହେଉଛନ୍ତି ଗ୍ରାମବାସୀ l ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତର ବଳ ସାହି ଗାଁ ଲୋକେ ପାଣି ଟୋପେ ପାଇଁ ହେଉଛନ୍ତି ଡହଳ ବିକଳ ।

author-image
Pallipuspa Samal

Water Crisis
Advertisment
Advertisment