କରୋନାରେ ସ୍ୱାମୀ ଚାଲିଯିବା ପରେ ଅଳ୍ପ ବୟସରେ ଏକା ହୋଇଯାଇଥିଲେ ଲିଲି। ଉଚ୍ଛନ୍ନ ହୋଇଯାଇଥିଲା ତାଙ୍କ ଅଳ୍ପ ଦିନର ସଂସାର। ହେଲେ ତାଙ୍କର ଏହି ଦୁର୍ଦ୍ଦିନରେ, ଶାଶୂଘର ଲୋକ ଯାହା କଲେ, ତା ପାଇଁ ସେ ଆଜୀବନ ଋଣୀ ହେଇ ରହିବେ। ତାଙ୍କ ମଥାରେ ସିନ୍ଦୂର ଦେଇ, ପତ୍ନୀ ରୂପେ ଗ୍ରହଣ କରିଛନ୍ତି ତାଙ୍କ ଦିଅର। ଏହି ଭିଡିଓରେ ଦେଖନ୍ତୁ ତା ପରର ଦୃଶ୍ୟ।
Published: Pallipuspa Samal
Last updated: 01 February 2023, 11:58 AM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।