ସାହିରେ ପୂର୍ବ ଶତ୍ରୁତା ନେଇ ଗତ ଦୁଇଦିନତଳେ ଜଣେ ଯୁବତୀଙ୍କୁ ବିଷ ପିଆଇଦେଇଥିବାର ପରିବାରଲୋକେ ଅଭିଯୋଗ କରୁଛନ୍ତି। ନ୍ୟାୟ ପାଇଁ ଛାତି ଫଟାଇ କାନ୍ଦୁଛି ମାଆ । ଏଦୃଶ୍ୟ ଦେଖିଲେ କାହା ଆଖିରେ ବି ଲୁହ ରହିବନି ।
Published: Pallipuspa Samal
Last updated: 03 February 2023, 09:54 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।