ଅଖ୍ୟାତ ପଲ୍ଲୀରୁ ଜାତୀୟ ସ୍ତରର ବଡି ବିଲ୍ଡର। ନିଶା ପାଇଁ ପେଶା ମଧ୍ୟ ଛାଡି ଦେଲେ। ଆଉ ଶେଷରେ ସେଇ ନିଶା ଆଜି ତାଙ୍କୁ ଦେଇଛି ଅନନ୍ୟ ପରିଚୟ...
ଏଇଠି ପ୍ରତି ପରିବାରରୁ ଯାଇଛି ମୁଣ୍ଡ.. ମାଆ ପୁଅକୁ, ସ୍ତ୍ରୀ ସ୍ୱାମୀକୁ, ଝିଅ ବାପାକୁ ହରାଇଛି.. ପୁରୁଷଶୂନ୍ୟ ହୋଇପଡ଼ିଛି ପୁରା ଗାଁ..
ହସ୍ପିଟାଲର ସ୍କାନିଂ ରୁମ୍ରେ ଫୁଟିଲା ଗୁଳି; ଚାଲିଗଲା ଓକିଲଙ୍କ ଜୀବନ
ବୋଉ ଲୋ.. ଅସନା ମସନା ହେଇ କେମିତି ସବୁ ପଡ଼ିଛି..ଏମିତି ଉଦ୍ୟାନ ଫ୍ରେସ୍ ଦେଖିଲେ ମଣିଷ ପୂରା ଡିପ୍ରେସନକୁ ପଳେଇବ.. ନାରଣ ଦେଖି ଛାନିଆ..
ଏମିତି କିଛି କିଛି ଜାଗା ଅଛି ଯାହାର ପ୍ରଥା ଓ ପରମ୍ପରା ଆମକୁ ଆଶ୍ଚର୍ଯ୍ୟ କରିଦିଏ। ଯେମିତି କି କେଉଁ ଜାଗାର ଖାଦ୍ୟ ଅଜବ ହୋଇଥାଏ ତ ପୁଣି କେଉଁ ଜାଗାର ପୋଷାକ ଆଶ୍ଚର୍ଯ୍ୟ କରିଥାଏ। ଏମିତି ବି ଏକ ଗାଁ ଅଛି ଯେଉଁଠି ଲୋକେ କିଛି ବି ପିନ୍ଧନ୍ତି ନାହିଁ।
ଏବେ ତ ଇଲେକ୍ସନ ନାହିଁ ଏ ସୁର ବାବୁ କଣ ଏବେଠୁ ଗଳା ବାଟ ଦେଖିଲେଣି...
ରାଜ୍ୟପାଳଙ୍କୁ ଚିଠି ଲେଖି ପଠାଇଲେ ଇସ୍ତଫା ପତ୍ର
ଆଜି ରବିବାର, ହଲିଡେ ଆଉ ଏହି ହଲିଡେକୁ ଖାସ୍ କରୁଛି ହଗ୍ ଡେ । ପ୍ରେମୀ ଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ ୱିକର ଆଜିର ଆଣି ଦେଇଥାଏ ଅନେକ ରୋମାଞ୍ଚ । ଆଲିଙ୍ଗନ ଦିବସରେ ଆପଣାର ମଣିଷ ସହ ଆଲିଙ୍ଗନର ଅନୁଭୂତି ସ୍ୱର୍ଗୀୟ ଓ ସୁଖଦ..
୨ଟି ବସ୍ ସମେତ ୧୦ଟି ବାଇକ ଓ ଶହେରୁ ଅଧିକ ଲୋକ ଫସିଛନ୍ତି
ଚର୍ଚ୍ଚାରେ ବିଲ୍ ଗେଟସଙ୍କ ପ୍ରେମ...ବିବାହିତା ମହିଳାଙ୍କୁ ପୁଣି ମନ ଦେଇ ବସିଛନ୍ତି ବିଲ୍ ।
ଅଧ ରାତିରେ ମହାଦେବ ସ୍ୱପ୍ନାଦେଶ କଲେ। ଏବେ ୧୩ ବର୍ଷର ନାବାଳକ ଲୋକଙ୍କର କହୁଛି ଭୂତ-ଭବିଷ୍ୟତ। ସୋମବାର-ଶୁକ୍ରବାର ଘର ସାମ୍ନାରେ ଲାଗୁଛି ଭକ୍ତଙ୍କ ଗହଳି
ରାସ୍ତାରେ ସ୍ୱାମୀ ବୋହିଲା ମୃତ ସ୍ତ୍ରୀର ଶବ । ଗୋଟିଏ ପଟେ ସିନା ଆଉ ଗୋଟିଏ ଦାନ ମାଝି ଘଟଣାର ପୁନରାବୃତି ହେଲା କିନ୍ତୁ । ପ୍ରେମ ସପ୍ତାହରେ ଶିଖାଇ ଦେଲା ପ୍ରକୃତ ପ୍ରେମ କଣ ?
ବନ୍ଧୁ ପରା ବିପଦରେ ପଡ଼ିଛି..ଛାଡିକି କେମିତି ଚାଲିଯିବ ବନ୍ଧୁ । ବନ୍ଧୁଙ୍କୁ ଉଦ୍ଧାର କରିବାକୁ ସବୁ ବଳ ଲଗାଇଦେଇଛି । ଏଇତ ପ୍ରକୃତ ବନ୍ଧୁତା ।
ରସିକିଆ ଟ୍ୟୁସନ୍ ସାର୍। ପାଠ ପଢାଉ ପଢାଉ ଝିଆରୀକୁ ପ୍ରେମ କଲେ। ସମ୍ପର୍କ ଏମିତି ହେଲା ଯେ ଏବେ ଝିଆରୀର ହେଲା ଝିଅ। ଆଉ ଏବେ ବିବାହିତ ଟ୍ୟୁସନ୍ ସାର ଆଉ ଦେଉନାହାନ୍ତି ଧରା। କାକାର ଝିଅକୁ ନେଇ ଥାନାରେ ଏତଲା ଦେଲା ଝିଆରୀ
ରବି ଫସଲ ପାଇଁ ମିଳୁନି ବିହନ, ସାର, ଔଷଧ
ମାର୍ଚ୍ଚ ୯ରେ ମାମଲାର ପରବର୍ତ୍ତୀ ଶୁଣାଣି
ଗଛ ମୂଳରେ ଚାଲିଛି ପୂଜାର୍ଚ୍ଚନ। ବିଭିନ୍ନ ଦେବାଦେବୀଙ୍କ ଫଟୋ ବି ଲାଗିଛି। ଆଉ ଜୋରସୋରରେ ଚାଲିଛି ପୂଜା। ଦେହରେ ଗେରୁଆ ବସ୍ତ୍ର, ବେକରେ ପଡିଛି ରୁଦ୍ରାକ୍ଷ ମାଳା। ଭୋଲାବାବାଙ୍କ ମନ୍ତ୍ର ଉଚ୍ଚାରଣ କରି ପୂଜା କରୁଥିବା ନାବାଳକ ଜଣକ ହେଉଛନ୍ତି ସ୍ୱାଧୀନ ରଣା। ବୟସ ୧୩ ହେବ। କିନ୍ତୁ ସେ କୁଆଡ଼େ ଭବିଷ୍ୟତ କହିପାରୁଥିବାରୁ ତାଙ୍କୁ ସ୍ଥାନୀୟ ଅଂଚଳରେ କୁନି ବାବା ବୋଲି ସମ୍ବୋଧନ କରୁଛନ୍ତି ଲୋକ।
ରାଇସିନା ହିଲ୍। ରାଷ୍ଟ୍ରପତିଙ୍କ ବାସଭବନ...ଦେଖିବାକୁ ଯେମିତି, ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ବି ସେମିତି..୩୪୦ କୋଠରୀକୁ ନେଇ ନିର୍ମାଣ ହୋଇଛି ଭବ୍ୟ ସୌଧ
ଆଜି ଟେଡି ଡେ, ଖାସ୍ କରି ପ୍ରେମିକମାନଙ୍କ ପାଇଁ ଆଜିର ଦିନ ବେଶ୍ ସ୍ୱତନ୍ତ୍ର । ନିଜ ପ୍ରେମିକାକୁ କଣ୍ଢେଇ ଭାବୁଥିବା ପ୍ରେମିକମାନେ ସୁନ୍ଦର ଓ ଆକର୍ଷଣୀୟ ଡିଜାଇନର କଣ୍ଢେଇ ଦେଇ ମନ ଜିଣିଥାନ୍ତି…
ଜୀବନ କେତେବେଳେ କାହାଁ ପାଇଁ କେମିତି । ଦିନେ ଯିଏ ଧନୀ ତା ପର ଦିନ ହୁଏତ ସେ ଦାଣ୍ଡର ଭିକାରୀ । ଠିକ୍ ଏମିତି କିଛି ଘଟିଛି ଦିଲ୍ଲୀର ଜଣେ ମହିଳାଙ୍କ କ୍ଷେତ୍ରରେ । ଏଇ ମାଆ ଦିନେ ପ୍ରାଚୁର୍ଯ୍ୟରେ ବଢ଼ିଥିଲେ, ଏବେ କିନ୍ତୁ ଦିଲ୍ଲୀର ରାଜପଥରେ ବିତୁଛି ଜୀବନ...
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ମୋଟ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।
କିଛିଦିନ ବ୍ୟବଧାନରେ ସେ ଓଡିଶା ଆସୁଥିବାରୁ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଆସନ୍ତୁ ଜାଣିବା ଦେଶର ପ୍ରଥମ ନାଗରିକ ଭାବେ ଦ୍ରୌପଦୀଙ୍କୁ ଭାରତ ସରକାରଙ୍କ ପକ୍ଷରୁ କେଉଁ କେଉଁ ସୁବିଧା ମିଳୁଛି
ଦ୍ରୌପଦୀ ହେଉଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଏହାସହ ସେ ସର୍ବକନିଷ୍ଠ ରାଷ୍ଟ୍ରପତି ମଧ୍ୟ । ଦ୍ରୌପଦୀଙ୍କ ବ୍ୟକ୍ତିଗତ ଜୀବନକୁ ବାଦ ଦେଲେ ବୃତ୍ତିଗତ ଜୀବନ ତଥା ରାଜନୈତିକ ଜୀବନ ବେଶ୍ ରୋଚକପୂର୍ଣ୍ଣ । ୧୯୯୪ ରାଇରଙ୍ଗପୁରର ଶ୍ରୀ ଅରବିନ୍ଦ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚରେ ଶିକ୍ଷୟିତ୍ରୀ ଭାବରେ ଯୋଗ ଦେଇଥିଲେ । ବିଭିନ୍ନ ବିଷୟରେ ତାଙ୍କର ଦକ୍ଷତା ମଧ୍ୟ ଥିଲା। ତେଣୁ ଶିକ୍ଷୟିତ୍ରୀ ଭାବରେ ବେଶ ପ୍ରଶଂସା ସାଉଁଟିଥିଲେ ଦ୍ରୌପଦୀ।
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସହ ଶେଷ ହୋଇଛି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ପ୍ରକ୍ରିୟା। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ କରାଯାଇଛି ଫୁଲପ୍ରୁଫ ରିହର୍ସାଲ। ଆସନ୍ତାକାଲି ମଧ୍ୟାହ୍ନରେ ରାଷ୍ଟ୍ରପତି ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ।