ବୋଉ ଲୋ.. ଅସନା ମସନା ହେଇ କେମିତି ସବୁ ପଡ଼ିଛି..ଏମିତି ଉଦ୍ୟାନ ଫ୍ରେସ୍ ଦେଖିଲେ ମଣିଷ ପୂରା ଡିପ୍ରେସନକୁ ପଳେଇବ.. ନାରଣ ଦେଖି ଛାନିଆ..
Published: Pallipuspa Samal
Last updated: 13 February 2023, 10:11 AM IST
ଏମିତି କିଛି କିଛି ଜାଗା ଅଛି ଯାହାର ପ୍ରଥା ଓ ପରମ୍ପରା ଆମକୁ ଆଶ୍ଚର୍ଯ୍ୟ କରିଦିଏ। ଯେମିତି କି କେଉଁ ଜାଗାର ଖାଦ୍ୟ ଅଜବ ହୋଇଥାଏ ତ ପୁଣି କେଉଁ ଜାଗାର ପୋଷାକ ଆଶ୍ଚର୍ଯ୍ୟ କରିଥାଏ। ଏମିତି ବି ଏକ ଗାଁ ଅଛି ଯେଉଁଠି ଲୋକେ କିଛି ବି ପିନ୍ଧନ୍ତି ନାହିଁ।