ଅନେକ ଭାରତୀୟ ନ୍ୟାୟ ସଂହିତା ବିଷୟରେ ଜାଣି ନଥାନ୍ତି। ଏନେଇ ସମସ୍ତ ନାଗରିକଙ୍କ ପାଇଁ ଉପଯୁକ୍ତ, ନିରପେକ୍ଷ ଏବଂ ନ୍ୟାୟିକ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ‘ଜାତୀୟ ଆଇନ ସେବା ଦିବସ’ ପ୍ରତି ବର୍ଷ ନଭେମ୍ବର ୦୯ରେ ପାଳନ କରାଯାଏ।
ରାଜ୍ୟପାଳଙ୍କୁ ଚିଠି ଲେଖି ପଠାଇଲେ ଇସ୍ତଫା ପତ୍ର