କୋହ ଆଉ ଲୁହ ଭିତରେ ନିଜକୁ ସମ୍ଭାଳିବା ସହ ପୁଅର ଆଖିରେ ଆଉ କେହି ଦୁନିଆ ଦେଖିବାର ଇଚ୍ଛା ରଖିଲେ ବାପା
ନିର୍ବାଚନ ଆସୁଛି, ଯାଉଛି। ନେତା ଜିତୁଛନ୍ତି ରାଜନୀତି କରୁଛନ୍ତି, ହେଲେ ଲୋକଙ୍କୁ ଦୁଃଖ ଦୂର ହେଉନି। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକରେ ଏମିତି ଏକ ଗାଁ ଅଛି, ଯେଉଁଠି ଲୋକଙ୍କ ପାଇଁ ସ୍ୱପ୍ନ ପାଲଟିଛି ପକା ଘର
ଭୁବନେଶ୍ୱରରୁ ବାଲେଶ୍ୱର ଯାଏଁ ବିଜୁଳି ଯନ୍ତ୍ରଣାର ଦୟନୀୟ ଚିତ୍ର । ଗ୍ରାହକଙ୍କ ମୁଣ୍ଡକୁ ଦୋଷ ଠେଲିଲେ ଟିପିସିଓଡିଏଲ୍ ଅଧିକାରୀ । ଅଧିକ ଏସି ବ୍ୟବହାରରୁ ହେଉଛି ସମସ୍ୟା- TPCODL କର୍ତ୍ତୃପକ୍ଷ ।
ଅଢ଼େଇ କୋଟି ଖର୍ଚ୍ଚରେ ଜନପଥରେ ୨୦୨୧ରୁ ପ୍ରସ୍ତୁତ ହେଲାଣି ଭିତ୍ତିଭୂମି । ବ୍ୟବସ୍ଥା ସମ୍ପର୍କରେ ଲୋକେ ଅଜ୍ଞ, କର୍ତ୍ତୃପକ୍ଷ କହିଲେ ଖୁବଶୀଘ୍ର କାର୍ଯ୍ୟକାରୀ ।
ବର୍ତ୍ତମାନ ଆପଣ ଏହି ଯୋଜନାରେ ବିନିଯୋଗ କରି ୮.୦ ପ୍ରତିଶତ ସୁଧ ପାଇପାରିବେ । ଏହି ଯୋଜନା ମଧ୍ୟମରେ ଆପଣ ପାଣ୍ଠି ସଂଗ୍ରହ କରିପାରିବେ । ମାତ୍ର ୧୦୦ ଟଙ୍କା ସଞ୍ଚୟ କରି ଆପଣଙ୍କ ଝିଅ ପାଇଁ ୧୫ଲକ୍ଷ ଟଙ୍କା ପାଇପାରିବେ ।
ମେଟା ପକ୍ଷରୁ ହ୍ୱାଟ୍ସଆପ୍(WhatsApp) ଏକ ନୂଆ ଫିଚର ଲଞ୍ଚ୍ କରିଛି। ଦୀର୍ଘ ଦିନ ଧରି ୟୁଜର୍ସ ଏହି ଫିଚର ଅପେକ୍ଷାରେ ଥିବାବେଳେ ବିଟା ଭର୍ସନ ଉପରେ କମ୍ପାନୀ ଏହାକୁ ଦୀର୍ଘ ଦିନ ଧରି ଟେଷ୍ଟ କରୁଥିଲା।
ଆସନ୍ତା ୩ ବର୍ଷରେ ୧୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବ ଭୋଡାଫୋନ୍। କମ୍ପାନୀକୁ ସରଳୀକରଣ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
ଖରା ବର୍ଷାରେ ଖଟିଥିଲେ । କିଏ ବର୍ଷେ ତ ଆଉ କିଏ ୧୫ ମାସ... ପେଟ କାଟି ମଜୁରୀ କରିଥିଲେ । ହେଲେ ଦୁଇ ବର୍ଷ ହୋଇଗଲା ମିଳୁନି ପାରିଶ୍ରମିକ । ଏ ଅଫିସରୁ ସେ ଅଫିସ ଦୌଡି ଦୌଡି ନୟାନ୍ତ ହେଲେଣି । ରେଞ୍ଜରଙ୍କ ଠାରୁ ଆରମ୍ଭ କରି ଡିଏଫଓଙ୍କ ଯାଏଁ ସମସ୍ତଙ୍କୁ ଗୁହାରି କରି ନିରାଶ ହେଲେଣି । ଓଲଟା ପରିଶ୍ରମର ପାଉଣା ଟଙ୍କା ମାଗିବାରୁ ତାଙ୍କ ବଦଳରେ ଅନ୍ୟ ହିତାଧିକାରୀଙ୍କୁ ନିୟୋଜିତ କରାଯାଇଛି ।
‘କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ପିଆଜ ବିକିବୁ କାହାକୁ ?’
ଢାବା, ହୋଟେଲରୁ ପଲିଥିନ ଗୋଟାଇ କଣ କରନ୍ତି ବିଜୟ ?
ଭୋଗ କରିପାରିଲାନି ଠାକୁରଙ୍କ ଟଙ୍କା, ୯ ବର୍ଷ ଭୋଗିଲା ନର୍କ ଯନ୍ତ୍ରଣା…
ହଇରେ ନାରଣ, ୟାଙ୍କର ଫ୍ୟୁଜ୍ ହେବାକୁ ଏତେ ମନ !
ପତ୍ନୀ ଅଦ୍ରିଜାଙ୍କ ଅଭିଯୋଗ ଉପରେ ସ୍ୱାମୀ ଅର୍କେଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ମୁଁ ତାଙ୍କ(ଅଦ୍ରିଜା) ବାପାଙ୍କୁ କହିଲି ଦଶ ଦଶଟା ଗୁଣ୍ଡା ଆଣି କାହିଁକି ଘରେ ପସାଉଛନ୍ତି? ସେ କହିଲେ ଦଶଟା କଣ ଶହେ ଗୁଣ୍ଡା ନେଇକି ଆସିବି।’
ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଲୋକମାନେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଅଘୋଷିତ ବିଦ୍ୟୁତ୍ କାଟ୍ ଏହି ଦୁଃଖକୁ ଆହୁରି ବଢ଼ାଇ ଦେଇଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ୍କୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ବହୁ ଖୋଜାଖୋଜି ପରେ ଅଳଙ୍କାର ନମିଳିବାରୁ ଧଉଳି ଥାନାରେ ଏତଲା ଦେଇଥିଲେ ମନ୍ଦିର ପୂଜକ। ହେଲେ କିଛି ଲାଭ ହେଲାନି। କିନ୍ତୁ ୯ବର୍ଷ ପରେ...
ନ୍ୟୁକ୍ଲିୟର ଫ୍ୟାମିଲି ଯୁଗରେ ବି ବଞ୍ଚିଛି ଯୌଥ ପରିବାର ବ୍ୟବସ୍ଥା...ଗୋଟିଏ ଛାତ ତଳେ ରହୁଛନ୍ତି, ଏକ ମନ ହୋଇ ଚଳୁଛନ୍ତି ଚାରି ପିଢିର ୪୦ ସଦସ୍ୟ
ବାହାଘରକୁ ଦର୍ଶ ବର୍ଷ ପୂରିଲା, ବିବାହ ବାର୍ଷିକୀ ପାଳିଲେ ବର-ଓସ୍ତ
ପରିଣତ ବୟସରେ ଯେଉଁ ମା ସେବା ପାଇବା କଥା, ସେଇ ମା ଶାରୀରିକ ଅର୍କମଣ୍ୟ ପୁଅର ବୋଝ କୁ ମୁଣ୍ଡେଇଛି l ମାତୃ ଦିବସରେ ଆସନ୍ତୁ ଦେଖିବା କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରୁ ଏମିତି ଏକ ମା’ର କାହାଣୀ.......
ମୋ ସ୍କୁଲ, ମୁଁ ରାନ୍ଧିବି, ମୁଁ ଖାଇବି ତମ ପିଠି କାହିଁକି କୁଣ୍ଡେଇ ହେଉଛି !
ଇଣ୍ଡିଗୋ ବିମାନ ସେବା କମ୍ପାନୀ ପକ୍ଷରୁ ଉଡ଼ିବ ପ୍ରଥମ ବିମାନ . . . ଯିବା ଆସିବା ପାଇଁ ୨୦ ହଜାର ଟିକେଟ ମୂଲ୍ୟ
ଜାଣନ୍ତୁ ଯିବା ଆସିବା ଉଭୟ ପାଇଁ ଟିକେଟର ମୂଲ୍ୟ କେତେ ରଖାଯାଇଛି।
ଭାଙ୍ଗିଯାଉଛି ଧୈର୍ଯ୍ୟର ବନ୍ଧ । ମନ ଭିତରର ଯନ୍ତ୍ରଣା ଆଉ କୋହ ସବୁ, ଲୁହ ହୋଇ ଝରିଆସୁଛି ଆଖିବାଡ଼ ଡେଇଁ । ପ୍ରତ୍ୟେକ କଷ୍ଟ ଆଉ ୩ ପିଲାଙ୍କ ଦାୟିତ୍ୱକୁ ବୋଝେଇ ନିଜ ଅଧୁରା ସଂସାରର ଜଞ୍ଜାଳକୁ ସମ୍ଭାଳି ନେଉଥିବା ୟେ ବି ଜଣେ ମା’।
ଆଦିବାସୀଙ୍କ ନିଜସ୍ୱ ପରିଚୟ ଓ ସଂସ୍କୃତିକୁ ବଜାୟ ରଖିବାକୁ ୨୦୧୮ରେ ୯ଟି ଜିଲ୍ଲାରେ ଶୁଭାରମ୍ଭ ହୋଇଥିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ । ହେଲେ ୨୦୧୯ ନିର୍ବାଚନ ପରେ ଆଦିବାସୀଙ୍କ ବିକାଶ କଥା ଭୁଲିଗଲେ ସରକାର ।
ହଜାରେ କି ୨ ହଜାର ନୁହେଁ...ହନୁମାନ ମନ୍ଦିର ନାଁରେ ୧ ଲକ୍ଷ ଲୁଟ୍ । ବିଧାୟକ ହାତପାଣ୍ଠିରେ ମନ୍ଦିର ତିଆରି ହୋଇଛି ବୋଲି କହିଲେ...ଆରଟିଆରୁ ତଥ୍ୟ ମିଳିବା ପରେ ଗାଁ ଲୋକେ ତାତିଲେ
ବାଃ ବାଃରେ ପ୍ରଶାସନ । ଦିନେ ଯୋଉ ପିଆଜକୁ ୪ ଟଙ୍କାରେ ବିକ୍ରି କରିଥିଲେ, ତାକୁ ପୁଣି ୪୦ ଟଙ୍କାରେ କିଣୁଛନ୍ତି ଚାଷୀ । ବାରମ୍ବାର ଶୀତଳଭଣ୍ଡାର ପାଇଁ କହୁଥିଲେ ବି କେହି ଶୁଣୁନାହାନ୍ତି