• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Migrant labourer
ପୁଅକୁ ହରାଇ ପାଗେଳି ମାଆ, ଚେତାଶୂନ୍ୟ ସ୍ତ୍ରୀ

ଦୁଃଖ ଏମିତି ବି ଆସେ ! ଦାଦନ ଖଟିବାକୁ ଯାଇଥିଲା ପୁଅ, ଚାଲିଗଲା ଜୀବନ । ମାଆ ପାଖରେ ଖବର ପହଞ୍ଚିବା ପରେ ମୁଣ୍ଡ ବାଡେଇ ବାଡେଇ କାନ୍ଦୁଛି । ଚେତାଶୂନ୍ୟ ସ୍ତ୍ରୀ...

Rairakhol Water Problem
ଭୟଙ୍କର ସ୍ଥିତି ! କାମ କରୁନି ପାନୀୟ ଜଳ ପ୍ରକଳ୍ପ, ନାଳ ପାଣି ପିଉଛନ୍ତି ଲୋକେ

ସମ୍ବଲପୁର ନାକଟିଦେଉଳ ବ୍ଲକର ଝାରବେଡା ଗାଁର ବାସିନ୍ଦା ପାଣି ଲାଗି ବଡ଼ ଡହକବିକଳ ହେଉଛନ୍ତି  । କେବଳ ଏବର୍ଷ ନୁହେଁ ବରଂ ପ୍ରତିବର୍ଷ ଖରାଦିନେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ । ଗାଁରେ ପାଣି ଟୋପାଏ ମିଳୁନଥିବାରୁ ପାଖ ଝରଣା ପାଲଟିଛି ସାହାଭରସା । କାଳେ ପାଣି ସରିଯିବ ସେଥିପାଇଁ ସାନ ପିଲା ବି ବୋତଲରେ ପାଣି ଭରିନେଉଛନ୍ତି।

Indira Canteen
ଖୋଲିବ ଇନ୍ଦିରା କ୍ୟାଣ୍ଟିନ୍‌ : ୫ଟଙ୍କାରେ ଜଳଖିଆ, ୧୦ରେ ଲଂଚ୍‌ ସହ ଡିନର୍‌

ପୁଣି ଖୋଲିବାକୁ ଯାଉଛି ଇନ୍ଦିରା କ୍ୟାଣ୍ଟିନ୍‌ । ମାତ୍ର ୫ ଟଙ୍କାରେ ମିଳିବ ଜଳଖିଆ... ୧୦ ଟଙ୍କାରେ ମଧ୍ୟାହ୍ନ ଭୋଜନ ସହ ରାତ୍ରୀ ଭୋଜନ୍‌ । ଜାଣନ୍ତୁ ମେନୁ ଚାର୍ଟ

Elderly man seeks financial assistance
କଲେକ୍ଟର ବାବୁ ମତେ ସାହାଯ୍ୟ କର, ମୋ ୨ ନାତୁଣୀଙ୍କୁ ମଣିଷ କର

ଦୁଃଖ ଶୁଣ କଲେକ୍ଟର ବାବୁ... ମୁଁ କେତେ ନେହୁରା ହେଲିଣି, ଦୌଡି ଦୌଡି ହତାଶ ହେଲିଣି । ପୁଅ-ବୋହୂ ଯିବା ପରେ ୨ ନାତୁଣୀଙ୍କୁ ମଣିଷ କରିବା ଲାଗି କିଛି ଏମିତି ଢଙ୍ଗରେ ସହାୟତା ମାଗୁଛନ୍ତି ଜଣେ ବୃଦ୍ଧ

Locals allege corruption
ଚାଉଳ ନେଇଯାଉଛନ୍ତି ଭୂତ !

ଆଶ୍ଚର୍ଯ୍ୟ ! କିଏ ୫ ବର୍ଷ ହେଲାଣି ତ ଆଉ କିଏ ମରି ୬ ମାସ ହେଲାଣି । କିନ୍ତୁ ସେମାନଙ୍କ ନାଁରେ ଚାଉଳ ଦେଉଛନ୍ତି ସରକାର । ହେଲେ ପାଉନାହାନ୍ତି ପରିବାର । ତେବେ ସେହି ଚାଉଳ ନେଉଛି କିଏ ?

Bridge construction
ଶିଳାନ୍ୟାସ କରି ଭୁଲିଗଲେ ନବୀନ?

ଖୋଦ୍‌ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ, ନିର୍ବାଚନ ସରି ନିର୍ବାଚନ ଆସିଲାଣି । ସେତୁ ସରୁନି କି ଲୋକଙ୍କ ଦୁର୍ଦ୍ଦଶା କମୁନି । ହିନସ୍ତା ହେଉଛନ୍ତି ଲୋକେ..

New Parliament building
ନୂଆ ସଂସଦ ଭବନ : କେଉଁଠୁ ଆସିଛି କେଉଁ ଜିନିଷ?

ଦେଶକୁ ମିଳିଲା ନୂଆ ସଂସଦ ଭବନ । ଗଣତନ୍ତ୍ରର ଭବ୍ୟ ମନ୍ଦିର ଲାଗି ଜାଣନ୍ତୁ କେଉଁଠୁ ଆସିଛି କେଉଁ ସାମଗ୍ରୀ?

Odisha prisoners
ଦିନେ ଜେଲର ଅନ୍ଧାର ଘରେ ଦିନ କାଟୁଥିଲେ, ହେଲେ ଏବେ ଜେଲରୁ ମୁକୁଳିବା ପରେ

ଦିନେ ଜେଲର ଅନ୍ଧାର ଘରେ ଦିନ କାଟୁଥିଲେ, ହେଲେ ଏବେ ଜେଲରୁ ମୁକୁଳିବା ପରେ

Odisha prisoners express happiness after being released
ଛୋଟ ଭୁଲ ଓ କ୍ଷଣିକ ରାଗ ପାଇଁ ବଡ଼ ଅପରାଧ, ଆଜୀବନ ସଜ୍ଜା ପରେ ଦେଖିଲେ ବାହାର ଦୁନିଆ

ଏତେ ଦିନ ପରେ ପିଲା. ଛୁଆ, ନାତି ନାତୁଣୀଙ୍କୁ ପାଖରେ ପାଇ ଭୁଲି ଯାଇଛନ୍ତି ତାଙ୍କ ଅତୀତର କାହାଣୀ।

ଜଗା ଦର୍ଶନ ପାଇଁ ଛଟପଟ ସ୍ଥିତିରୁ ଭକ୍ତଙ୍କୁ ମିଳୁନି ନିସ୍ତାର
ଜଗା ଦର୍ଶନ ପାଇଁ ଛଟପଟ ସ୍ଥିତିରୁ ଭକ୍ତଙ୍କୁ ମିଳୁନି ନିସ୍ତାର

ଜଗା ଦର୍ଶନ ପାଇଁ ଛଟପଟ ସ୍ଥିତିରୁ ଭକ୍ତଙ୍କୁ ମିଳୁନି ନିସ୍ତାର । ଅହେତୁକ ନୀତି ବିଳମ୍ବ ଯୋଗୁଁ ଡହ ଡହ ଖରାରେ ଘଣ୍ଟା ଘଣ୍ଟା ଲାଇନରେ ଡହଳବିକଳ ବୃଦ୍ଧ ଓ ଶିଶୁ

Police Attacked A Youth During Checking In Jagatsinghpur
ଚେକିଂ ବେଳେ ପ୍ଲାଷ୍ଟିକ୍‌ ପାଇପ୍‌ରେ ଯୁବକଙ୍କୁ ପିଟିଲା ପୋଲିସ୍‌ ! ଆଖିରେ ଲାଗିଲା ଶକ୍ତ ଆଘାତ...

ରାତିରେ ଚେକିଂ ବେଳେ ପୋଲିସ୍ ମାଡ଼ରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଚଳନ୍ତା ବାଇକ୍‌ରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍‌ ଏକ ପ୍ଲାଷ୍ଟିକ୍‌ ପାଇପ୍‌ରେ ପିଟି ଦେବାରୁ ବାଇକ ଆରୋହୀଙ୍କ ଆଖିରେ ଶକ୍ତ ଆଘାତ ଲାଗିଥିବା ଅଭିଯୋଗ ହୋଇଛି।

  • Sunday, 28 May 2023
No Basic amenities
ଏମିତି ଗାଁ ଯେଉଁଠି କିଛି ନାହିଁ..

ଓଡ଼ିଶାର ଏମିତି ଗାଁ ଯେଉଁଠି ମୌଳିକ ସୁବିଧା ବି ସାତ ସପନ

Special Story
ଏମିତି ଗାଁ ଯେଉଁଠି କିଛି ନାହିଁ..

ଓଡ଼ିଶାର ଏମିତି ଗାଁ ଯେଉଁଠି ମୌଳିକ ସୁବିଧା ବି ସାତ ସପନ

Special Story
ଆମ ଜୀବନ ସହ କାହିଁକି ଖେଳୁଛ?’

‘ପାଣି ବିନା ଆମେ କେମିତି ବଞ୍ଚିବୁ ? ଆମ ଜୀବନ ସହ କାହିଁକି ଖେଳୁଛ ? କି ଦୁର୍ନୀତି ଏଠି ଚଲେଇଛ.. ?’ ଜନତାଙ୍କ ପ୍ରଶ୍ନ, ସରକାର ଜବାବ୍ ଦିଅ..

Kuakhai Bridge
ଭୁଶୁଡ଼ି ଯିବନି ତ କୁଆଖାଇ ବ୍ରିଜ୍ ?

କୁଅଖାଇ ବ୍ରିଜକୁ ନେଇ ବଢୁଛି ଚିନ୍ତା । ବିପଦରେ କଟକରୁ ଭୁବନେଶ୍ବରକୁ ସଂଯୋଗ କରୁଥିବା କୁଆଖାଇ ବ୍ରିଜ୍। ଭୁଶୁଡି ଯିବନି ତ କୁଆଖାଇ ବ୍ରିଜ୍।

Special Story
ମୋନାଲିସା ଦହିବରା ପଛର ଦୁଃଖ କାହାଣୀ

ସୁଖର ଗଙ୍ଗା ଭିତରେ ଦୁଃଖର ନାଆକୁ ନେଇ ଜୀବନ ବିତାଉଥିବା ଝାନ୍ସିଙ୍କ ପ୍ରତି ସମସ୍ତଙ୍କ ସହଯୋଗ ଓ ସହାୟତା ଲୋଡ଼ା ହୋଇ ପଡିଛି ।

News Fuse
କହୁ କହୁ ସୁର ଭାଇ ଏମିତି କହିଦେଲେ..

କହୁ କହୁ ସୁର ଭାଇ ଏମିତି କହିଦେଲେ.. ସତ କହୁଛି କହି କହି ବିରୋଧୀଙ୍କୁ କଲେ ପ୍ରଶଂସା..

solar water pump fails
‘ଆମ ଜୀବନ ସହ କାହିଁକି ଖେଳୁଛ?’

‘ପାଣି ବିନା ଆମେ କେମିତି ବଞ୍ଚିବୁ ? ଆମ ଜୀବନ ସହ କାହିଁକି ଖେଳୁଛ ? କି ଦୁର୍ନୀତି ଏଠି ଚଲେଇଛ.. ?’ ଜନତାଙ୍କ ପ୍ରଶ୍ନ, ସରକାର ଜବାବ୍ ଦିଅ..

road irks villagers in Kendrapara
‘ଏ ରାସ୍ତାରେ ଯିବାକୁ ଡର ଲାଗୁଛି’

ଗୋଟିଏ ମାତ୍ର ବାଟ.. ହେଲେ ଯିବାକୁ ଛାତି ଧଡ଼ ଧଡ଼..

Night Club And Bar Raid In Bhubaneswar
ରାତି ଅଧ ଯାଏ ନାଇଟ୍‌ କ୍ଲବ୍‌ ଓ ବାର୍‌ରେ ଚାଲିଥିଲା ଡ୍ୟାନ୍ସ, ହଠାତ୍‌ ପହଞ୍ଚିଗଲା ପୋଲିସ୍‌...

ଲାଉଡ୍‌ ମ୍ୟୁଜିକ୍‌ ସହ ନିଶାସକ୍ତ ଯୁବପିଢ଼ି ନାଚଗୀତରେ ମସ୍‌ଗୁଲ୍‌ ଥିବାବେଳେ ଅଚାନକ ଚଢ଼ାଉ କରିଥିଲା ପୋଲିସ୍‌। ରାଜଧାନୀ ଭୁବନେଶ୍ୱରରେ ନାଇଟ୍‌ କ୍ଲବ୍‌ ଓ ବାର୍ ଉପରେ କମିଶନରେଟ ପୋଲିସ ବିଳମ୍ବିତ ରାତିରେ ଚଢ଼ାଉ କରିଛି। 

The price of ginger increased
ଅଚାନକ ବଢ଼ିଲା ଅଦା ଦର,ଏବେ ଦର ଛୁଇଁଲାଣି ୨୦୦

ଅଚାନକ ବଢ଼ିଲା ଅଦା ଦର । ୧୫ ଦିନ ପୂର୍ବରୁ କେଜି ଥିଲା ୭୦ରୁ ୮୦ ଭିତରେ କିନ୍ତୁ ଏବେ ଦର ଛୁଇଁଲାଣି ୨୦୦ ।

Know The Facts About New Parliament Building
୪ ମହଲା, ୩ ପ୍ରବେଶ ପଥ: ୧୨୭୨ ସାଂସଦଙ୍କ ବସିବା ପାଇଁ ବ୍ୟବସ୍ଥା, ଜାଣନ୍ତୁ ନୂଆ ସଂସଦ ଭବନର ବିଶେଷତ୍ୱ...

ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ନୂତନ ମନ୍ଦିର। ଯେଉଁଠି ୧୪୦ କୋଟି ଭାରତୀୟଙ୍କ ପ୍ରତିନିଧି କରିବେ, ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନୀତି ନିର୍ଦ୍ଧାରଣ ଏବଂ ନିୟମ ପ୍ରଣୟନ। ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ ୬୪ ହଜାର ୫ଶହ ବର୍ଗମିଟର କ୍ଷେତ୍ରରେ ନିର୍ମିତ ତ୍ରିକୋଣାକାର ନୂଆ ସଂସଦ ଭବନ।

 retired employe
ଭୋଟ୍ ବେଳକୁ ଯୁବକ ଲୋଡ଼ା, ଚାକିରି ବେଳକୁ ବୟସ୍କ : ଅବସରପ୍ରାପ୍ତଙ୍କ ନିଯୁକ୍ତି ପାଇଁ ବିଜ୍ଞାପନକୁ ନେଇ ବିବାଦ

ସରକାରୀ ବିଭାଗ ଓ ସରକାରୀ ସଂସ୍ଥାଙ୍କ ସତେ ଯେମିତି ଏବେ ପ୍ରଥମ ପସନ୍ଦ ଅବସରପ୍ରାପ୍ତ ଚାକିରିଆ । ଖାସ୍ ସେଇଥିଲାଗି ଆଜି ଅବସରପ୍ରାପ୍ତଙ୍କୁ ନିଯୁକ୍ତି ପାଇଁ ଖବରକାଗଜରେ ବାହାରିଛି ପୁଳାପୁଳା ବିଜ୍ଞାପନ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଯୁବଗୋଷ୍ଠୀନାପସନ୍ଦ କରିଥିବା ବେଳେ ଏହାର ପୁନର୍ବିଚାର କରିବାକୁ ଦାବି କରିଛି ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀ ମହାସଂଘ । ଏପଟେ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଉତ୍ତର, କାହିଁକି ଏଭଳି ପଦକ୍ଷେପ ନିଆଯାଇଛି, ତାହାର ଅନୁଧ୍ୟାନ କରୁଛୁ ।…

  • Saturday, 27 May 2023
Android users alert
ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଛନ୍ତି କି ? ଏହି ଭାଇରସ୍‌ ହ୍ୟାକ୍‌ କରିପାରେ ଆପଣଙ୍କ କଲ୍‌ ରେକର୍ଡ...

ଆଣ୍ଡ୍ରଏଡ୍‌ ଫୋନ୍‌ ଓ ଗ୍ୟାଜେଟ୍‌ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରି ଜାରି କରିଛନ୍ତି।

  • Saturday, 27 May 2023
Ratna palanka of Lord Jagannath will be repaired
ମରାମତି ହେବ ମହାପ୍ରଭୁଙ୍କ ରତ୍ନ ପଲଙ୍କ, ରୁପାରେ ଛାଉଣୀ ହେବ ସିଂହଦ୍ୱାର

ମରାମତି ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ। ଗୁରୁତ୍ୱପୂର୍ଣ୍ଣ ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି।