• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

50-year-old stunt man
୫୦ ବର୍ଷୀୟ ଷ୍ଟଣ୍ଟମ୍ୟାନ ପ୍ରଶାନ୍ତ, ଦୁଇ ଆଙ୍ଗୁଠି ସାହାଯ୍ୟରେ କରୁଛନ୍ତି ପୁସଅପ୍

ହାର୍ ମାନିଛି ବୟସ । ୫୦ ବର୍ଷୀୟ ଷ୍ଟଣ୍ଟମ୍ୟାନ ପ୍ରଶାନ୍ତ । ଦୁଇ ଆଙ୍ଗୁଠି ସାହାଯ୍ୟରେ ୪୫ ସେକେଣ୍ଡରେ ୫୨ ଥର ପୁସଅପ୍ କରି ଚର୍ଚ୍ଚାରେ..

Students bid farewell to teacher
ବିଦାୟ ନେଲେ ଅମୂଲ୍ୟ ସାର୍, ଗିଫ୍ଟ ମିଳିଲା ବାଇକ୍, ଏସି, ମୁଦି..

ଉପହାର ଦେଖି ସାର୍ କାବା । ବିଦ୍ୟାଳୟରୁ ବିଦାୟ ନେଲେ ଶିକ୍ଷକ, ସୁନା ମୁଦି, ବାଇକ୍ ଉପହାର ଦେଲେ ଛାତ୍ରଛାତ୍ରୀ..

Lord Nandi ‘drinks’ milk
କ୍ଷୀର ପିଉଛନ୍ତି ବାସୁଆ ବଳଦ !

ବିଶ୍ୱାସ ନ ହେଉଥଲେ ବି ସତ, କ୍ଷୀର ପିଉଛନ୍ତି ବାସୁଆ ବଳଦ !

helpless children
ଚୋକଡ଼ ଆଣିବାକୁ ଯାଇ ଫେରୁନାହାନ୍ତି ବାପା..ଖୋଜି ଖୋଜି ନୟାନ୍ତ ଭାଇଭଉଣୀ..

ଖେଳକୁଦ ବୟସରେ ପରଘରେ ମୂଲ ଲାଗୁଛି ଝିଅ । ମାସେ ହେଲାଣି ନିଖୋଜ ବାପା । ଖୋଜି ଖୋଜି ନିରାଶ ଭାଇଭଉଣୀ..

Cremation new method body decompose in the bag
ଅନ୍ତିମ ସଂସ୍କାରର ନୂଆ ପଦ୍ଧତି; ବ୍ୟାଗ ଭିତରେ ମିଳେଇ ଯିବ ଶବ

ଶବ ପୋଡାହେଲେ ଅନେକ କାଠ ଦରକାର ହୋଇଥାଏ। ଏଥିପାଇଁ ଅନେକ ଗଛ ମଧ୍ୟ କାଟିବାକୁ ପଡେ। ପରିବେଶକୁ ରକ୍ଷା କରିବା ପାଇଁ ବର୍ତ୍ତମାନ ବୈଦ୍ୟୁତିକ ପଦ୍ଧତି ଗ୍ରହଣ କରାଯାଉଛି। କିନ୍ତୁ ଏହି ସମୟରେ ବ୍ରିଟେନ୍‌ରେ ଆଉ ଏକ ନୂଆ ପଦ୍ଧତି ଆରମ୍ଭ କରାଯାଇଛି। ଚାରି ଘଣ୍ଟାରେ ମେସିନ୍‌ରେ ମିଳେଇ ଯିବ ଶରୀର, ବ୍ୟାଗ୍‌ରେ ରହିଯିବ ହାଡ ଏବଂ ପାଉଁଶ।

ବୁର୍ଲାରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ପିଟାପିଟି
ବୁର୍ଲାରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ପିଟାପିଟି

ବୁର୍ଲାରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ପିଟାପିଟି । ‘ୟୁଫୋରିଆ’ ଉତ୍ସବବେଳେ ମୁହାଁମୁହିଁ ଭୀମସାର ଏବଂ ବ୍ରହ୍ମପୁର ଏମକେସିଜି ଛାତ୍ର । ବସ୍ ଭିତରକୁ ଏକ୍ସଟିଂଗୁଇସର୍ ଗ୍ୟାସ୍ ଛାଡ଼ି ଦେବାରୁ ଅନେକ ଛାତ୍ର ଅସୁସ୍ଥ

irregular flight
ଶୁଭାରମ୍ଭର ମାତ୍ର ୬ ମାସ ନଯାଉଣୁ ରାଉରକେଲାରୁ ବିମାନ ସେବା ବ୍ୟାଘାତ

ଶୁଭାରମ୍ଭର ମାତ୍ର ୬ ମାସ ନଯାଉଣୁ ରାଉରକେଲାରୁ ବିମାନ ସେବା ବ୍ୟାଘାତ । ଛୋଟ ରନୱେ ଓ ନାଇଟ୍ ଲାଇଟ୍ ଅଭାବରୁ ବିମାନ ଲ୍ୟାଣ୍ଡିଂରେ ସମସ୍ୟା । ନାଗରିକ ସୁରକ୍ଷା କମିଟି ଓ ବଣିକ ସଂଘର ଅସନ୍ତୋଷ

Artificial intelligence  can do work of HR Departments
ଅଫିସ୍‌ରେ ଛୋଟିଆ କାମ ପାଇଁ ଆଉ ଦରକାର ପଡ଼ିବେନି HR !

ଅଫିସ୍‌ରେ ଛୋଟିଆ କାମ ପାଇଁ ଆଉ ଦରକାର ପଡ଼ିବେନି HR, ଆଗକୁ ସବୁ କାମ କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି

  • Tuesday, 04 July 2023
  • AI
Plantation Corruption
ଗଛର ଚିହ୍ନବର୍ଣ୍ଣ ନାହିଁ, ଫଳକ କହୁଛି ଖର୍ଚ୍ଚ ହୋଇଛି ଲକ୍ଷାଧିକ ଟଙ୍କା

ଗଛର ଚିହ୍ନବର୍ଣ୍ଣ ନାହିଁ, ଫଳକ କହୁଛି ଖର୍ଚ୍ଚ ହୋଇଛି ଲକ୍ଷାଧିକ ଟଙ୍କା । ବଡ଼ଚଣାରେ ଚାରା ରୋପଣରେ ଅନିୟମିତତା ଅଭିଯୋଗ ।

widow pension
ସ୍ୱାମୀଙ୍କ ମୃତ୍ୟୁର ୩ ବର୍ଷ ପରେ ବି ମିଳୁନି ବିଧବା ଭତ୍ତା

କାହାପାଇଁ ସରକାରୀ ଯୋଜନା। ସ୍ୱାମୀଙ୍କ ମୃତ୍ୟୁର ୩ ବର୍ଷ ପରେ ବି ମିଳୁନି ବିଧବା ଭତ୍ତା ପାଇବାରୁ ବଞ୍ଚିତ ବରଗଡ଼ର ପୁଷ୍ପା ।

teacher
ପ୍ରିୟ ସାର୍‌ଙ୍କ ଅବସର ! ଛାତ୍ରଛାତ୍ରୀଙ୍କ ଆଖିରେ ଲୁହ, ଉପହାରରେ ଦିଆଗଲା ବାଇକ ସହ ଦାମୀ ଉପହାର

ଗଂଜାମ ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ର ଗାଁରେ ଶୋକାକୁଳ ପରିବେଶ । ବାଜା ବଜାଇ ଶିକ୍ଷକଙ୍କୁ ଗାଁ ପରିକ୍ରମା କରାଇଲେ ଛାତ୍ରଛାତ୍ରୀ।

Dead woman wakes up on the way to her funeral
ଅନ୍ତିମ ସଂସ୍କାର ପାଇଁ ଯାଉଥିଲା ମୃତଦେହ; ମଝି ରାସ୍ତାରେ ଜୀ‍ଇଁ ଉଠିଲା

ଏକ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ମୃତ୍ୟୁ ପରେ ପୁଣି ଜୀଇଁ ଉଠିଛନ୍ତି। ତାଙ୍କ ମୃତ୍ୟୁ ପରେ ଲୋକେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନକୁ ନେଉଥିଲେ। ମହିଳା ଜଣକ ହଠାତ୍ ମଝି ରାସ୍ତାରେ ଜୀଇଁ ଉଠିଲେ।

Siddhant Mohapatra
ରାଜରାସ୍ତାରେ ମାନବିକତାର ପରିଚୟ ଦେଖାଇଲେ ସିଦ୍ଧାନ୍ତ ମହାପାତ୍ର

କୌଣସି ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତଙ୍କ ଜୀବନ ବଞ୍ଚାଇବାକୁ ହେଲେ ପ୍ରଥମ ଘଣ୍ଟାଟେ ବା ଗୋଲଡେନ ଆୱାରର ସଦୁପଯୋଗ ନିହାତି ଦରକାର। ଯାହାକୁ କାମରେ ଲଗାଇ ମରଣ ମୁହଁରୁ ଜଣଙ୍କୁ ବଞ୍ଚାଇବାରେ ସଫଳ ହୋଇଛନ୍ତି ଓଲିଉଡ଼ ଅଭିନେତା ସିଦ୍ଧାନ୍ତ ମହାପାତ୍ର। ସେଥିପାଇଁ ତାଙ୍କୁ ଏବେ ଚାରିଆଡୁ ସାଧୁବାଦ ମିଳୁଛି।

Administration drawing flaks for accommodating forces in unhygienic conditions during Rath Yatra
ସୁରକ୍ଷାକର୍ମୀଙ୍କ ରହଣୀ ବ୍ୟବସ୍ଥାର ଭିଡିଓ ଭାଇରାଲ

ନିର୍ମାଣାଧୀନ କୋଠା, ଅସ୍ୱାସ୍ଥ୍ୟକର ପରିବେଶ। ପୁରୀ ରଥ ଡ୍ୟୁଟିରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ପାଇଁ ଅବହେଳିତ ରହଣୀ ବ୍ୟବସ୍ଥାର ଭିଡିଓ ଭାଇରାଲ ପରେ ଉଦବେଗ। ଯବାନଙ୍କ ଆକୋମୋଡେସନ ପାଇଁ କିଏ ବାଛିଥିଲେ ଏଭଳି ସ୍ଥାନ ଉଠିଲା ପ୍ରଶ୍ନ।

Ratha jatra
ସୁରକ୍ଷାକର୍ମୀଙ୍କ ରହଣୀ ବ୍ୟବସ୍ଥାର ଭିଡିଓ ଭାଇରାଲ; ଯବାନଙ୍କ ପାଇଁ କିଏ ବାଛିଥିଲେ ଏଭଳି ସ୍ଥାନ ?

ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା କିଛି ଭିଡିଓରେ ସୁରକ୍ଷାକର୍ମୀଙ୍କ କର୍ତ୍ତବ୍ୟର କଥା ସାମନାକୁ ଆସିଛି । ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷା, ଭିଡ଼ରକ୍ଷା, ଶୃଙ୍ଖଳା ରକ୍ଷା, ଏମିତି ଯାବତୀୟ ଗୁରୁ ଦାୟିତ୍ୱ ତୁଲାଇଥିବା ଯବାନଙ୍କ ପାଇଁ ଇଏ ଆମ ବିଶ୍ୱସ୍ତରୀୟ ରହଣୀ ବ୍ୟବସ୍ଥା ।

Siddhant Mohapatra
ରିଲ୍ ନୁହେଁ ରିୟଲ ହିରୋ ସିଦ୍ଧାନ୍ତ; ମରଣ ମୁହଁରୁ ବଞ୍ଚାଇଲେ, ଗୁରୁତରଙ୍କୁ ମେଡିକାଲ ପଠାଇଲେ

ବୋଲେରୋ ଗାଡି ଦ୍ରୁତ ଗତିରେ ଆସିବା ସହ ଫଛପଟୁ ଧକ୍କା ଦେଇଥିଲା । ଏପରିକି ମଦନଙ୍କ ବାଇକ ସହ ପାଖାପାଖି ୩ ଶହ ମିଟର ଘୋଷାଡି ନେଇଥିଲା । ପରେ ମଦନ ଗାଡି ଠାରୁ ଅଲଗା ହୋଇ ରାସ୍ତାକୁ ଛିଟିକି ପଡିଥିଲେ ।

  • Monday, 03 July 2023
tragic story
ଘଞ୍ଚ ଜଙ୍ଗଲରେ ନଅ ପ୍ରାଣୀ କୁଟୁମ୍ବ, କନ୍ଦା ଖାଇ କଟୁଛି ଜୀବନ

ଦୟନୀୟ ଅବସ୍ଥାରେ ରାମ ମଲ୍ଲିକଙ୍କ ପରିବାର । ୭ ବର୍ଷ ହେଲା ପାହାଡ଼ ଉପରେ ଏକ ପଲଥିନ କୁଡିଆ ଘରେ କଟୁଛି ଜୀବନ ।

Jawans Deployed In Puri Ratha Jatra Duty Lived In Bad Conditions
କଦର୍ଯ୍ୟ ପରିବେଶରେ ରହୁଥିଲେ ରଥ ଡ୍ୟୁଟିରେ ଥିବା ଯବାନ; ଯେଉଁଠି ଶୋଉଥିଲେ, ସେଇଠି ଖାଉଥିଲେ...

ପୁରୀ ରଥଯାତ୍ରାରେ ଗୁରୁ ଦାୟିତ୍ୱ ନିଭାଇଥିଲେ ସୁରକ୍ଷାକର୍ମୀ। ହେଲେ ଏମାନେ କେମିତି ରହୁଥିଲେ, କେମିତି ଖାଉଥିଲେ ତାହା ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବା

International Plastic Bag Free Day
ଆଜି ଇଣ୍ଟରନାସନାଲ ପ୍ଲାଷ୍ଟିକ ବ୍ୟାଗ୍ ଫ୍ରି ଡେ

ଆଜି ଇଣ୍ଟରନାସନାଲ ପ୍ଲାଷ୍ଟିକ ବ୍ୟାଗ୍ ଫ୍ରି ଡେ। ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ। ଆଜିର ଦିନରେ କେତେ କଣ କାର୍ଯ୍ୟକ୍ରମ, କେତେ କଣ ଯୋଜନା। ହେଲେ ସତ ଏହା ଯେ, ପ୍ଲାଷ୍ଟିକ ବ୍ୟାଗ୍ ବିନା ମଣିଷ ଯେମିତି ବଂଚିବା କଷ୍ଟକର..

Tree Plantation
ଜନ୍ମ ଦେଇନାହାନ୍ତି ସତ କିନ୍ତୁ ନିଜ ପିଲା ଭଳି ବଢାଇଛନ୍ତି

ଜନ୍ମ ଦେଇନାହାନ୍ତି ସତ କିନ୍ତୁ ନିଜ ପିଲା ଭଳି ବଢାଇଛନ୍ତି । ସକାଳ ହେଲେ ନିଜର ଘର କାମ ସାରି, ହାତରେ ଛାଡୁ-କାତି ଧରି ଗଛ ଦେଖିବାକୁ ଜଙ୍ଗଲକୁ ବାହାରି ଯାଆନ୍ତି । କେବଳ ସରକାରୀ ଜମି ନୁହଁ ନିଜେ ମଧ୍ୟ ଯାଗା କିଣି ଗଛ ଲଗାଇଛନ୍ତି । ସରକାରୀ ଜମିରେ ଶ୍ରୀନାଥ ପ୍ରାୟ ୨୦ ହଜାର ଗଛର ରକ୍ଷଣାବେକ୍ଷଣ କରୁଛନ୍ତି ।

Awas Yojana
ଜଙ୍ଗଲରେ ଜୀବନ କାଟୁଛନ୍ତି ରାମଙ୍କ ପରିବାର, ଅନ୍ଧାରରେ ପିଲାଙ୍କ ଭବିଷ୍ୟତ

ଜଙ୍ଗଲରେ ଜୀବନ କାଟୁଛନ୍ତି ରାମଙ୍କ ପରିବାର, ଅନ୍ଧାରରେ ପିଲାଙ୍କ ଭବିଷ୍ୟତ ରହିବାକୁ ଘର ଖଣ୍ଡେ ନାହିଁ କି ପେଟକୁ ଦାନା ନାହିଁ । ଶେଷରେ ବାଧ୍ୟ ହୋଇ ଗାଁ ଛାଡ଼ି ଜଙ୍ଗଲରେ କନ୍ଦା ଖାଇ ଜୀବନ କାଟୁଛନ୍ତି ନଅ ପ୍ରାଣୀ କୁଟୁମ୍ବ ।

Drunk youth creates high drama in mahanadi river
ଟାଙ୍କେ ପିଇଦେଇ ମହାନଦୀ ମଝିକୁ ଚାଲିଗଲେ ଯୁବକ, ଧରିବାକୁ ଯାଇ ଅଗ୍ନିଶମ ବାହିନୀ ନାକେଦମ୍...

ମହାନଦୀ ଭିତରେ ଯୁବକଙ୍କ ହାଇଡ୍ରାମା। ଏମିତି ନିଶା ଯେ, ମଦ ପିଇ ମାତାଲ୍‌ ଅବସ୍ଥାରେ ନଦୀକୁ ମଝି ପଳାଇଥିଲେ। ଏହି ସମୟରେ ପାଣି ଆସି ଯିବାରୁ ଯୁବକ ଜଣକ ନଦୀ ମଝିରେ ଫସି ଯାଇଥିଲେ।

Elderly woman
ଜନ୍ମକଲା ମାଆକୁ ଏମିତି ପୁରସ୍କାର ଦେଲେ ପାଞ୍ଚ ପୁଅ ଝିଅ

ଗଛମୂଳେ ବିତୁଛି ମାଆର ଜୀବନ । ମାଆକୁ ମିଳିଲା ଦଶ ମାସ ଦଶ ଦିନ ଗର୍ଭରେ ରଖି ଜନ୍ମ ଦେବା ଆଉ ପେଟ କାଟି ପେଟ ପୁରାଇବାର ପୁରସ୍କାର । ବଳ ସରିଗଲା ବୋଲି ପଦାକୁ କାଢିଦେଲେ ନିଜ ପରିବାର । ପାଞ୍ଚ ପୁଅ ଝିଅ ଥିବା ସତ୍ତ୍ୱେ ଗଛତଳେ ଜୀବନ କାଟୁଛନ୍ତି ବୃଦ୍ଧା।

Tree man
ମୟୂରଭଞ୍ଜର ଗଛ ମଣିଷ ଶ୍ରୀନାଥ, ପରିବେଶକୁ ସବୁଜ ସୁନ୍ଦର କରି ଗଢ଼ି ତୋଳିବାକୁ ପ୍ରତିଶ୍ରୁତିବଦ୍ଧ

ଜନ୍ମ ଦେଇନାହାନ୍ତି ସତ କିନ୍ତୁ ନିଜ ପିଲା ଭଳି ବଢାଇଛନ୍ତି । ସକାଳ ହେଲେ ନିଜର ଘର କାମ ସାରି, ହାତରେ କାତି ଧରି ଗଛ ଦେଖିବାକୁ ଜଙ୍ଗଲକୁ ବାହାରି ଯାଆନ୍ତି ।

apartment
ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ୍ ପାଇଁ ଫିଟିଲା ବାଟ; ଅଧ୍ୟାଦେଶ ଆଣିଲେ ରାଜ୍ୟ ସରକାର

ଆସୋସିଏସନ୍ ଆଲଟିଜ୍ ଗଠନ କରାଯିବ। ଆପାର୍ଟମେଣ୍ଟର ସର୍ବସାଧାରଣ ସ୍ଥାନ ଆସୋସିଏସନ୍ ଆଲଟିଜ୍ ନାଁରେ ରହିବ । ଆପାର୍ଟମେଣ୍ଟର ଅତିକମରେ ୭ ଜଣ ଫ୍ଲାଟ୍ ବୁକିଂ କରିଥିଲେ ଆସୋସିଏସନ୍ ଗଠନ ହୋଇପାରିବ ।

  • Sunday, 02 July 2023