• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Man performs funeral rights of alive wife in Nayagarh
ସ୍ତ୍ରୀ ବଞ୍ଚିଛି, ଶୁଦ୍ଧି ହେଉଛି ସ୍ୱାମୀ...

ଦରମା ଟଙ୍କା ଏବଂ ଧାର କରଜ କରି ପକ୍କା ଘରଟିଏ କରିଥିଲେ । ହେଲେ ପରିବାର ଲୋକ ଆର୍ଥିକ ସହଯୋଗ କରିବେ କ’ଣ ବରଂ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି...

  • Tuesday, 15 August 2023
Dengue In Odisha
ଡେଙ୍ଗୁ ହବ୍ ରାଜଧାନୀ, ଟେଷ୍ଟିଂ ମେସିନ୍ ଅଚଳ

ଡେଙ୍ଗୁ ହବ୍ ପାଲଟିଛି ରାଜଧାନୀ ଭୁବନେଶ୍ୱର । ହୁ ହୁ ହୋଇ ବଢିଯାଇଛି ରୋଗୀଙ୍କ ସଂଖ୍ୟା... ସେପଟେ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ଟେଷ୍ଟିଂ ମେସିନ୍ ଅଚଳ..

Dengue In Odisha
ଡେଙ୍ଗୁ ହବ୍ ସାଜିଲାଣି ଭୁବନେଶ୍ୱର; ହୁ ହୁ ବଢୁଛି ରୋଗୀ ସଂଖ୍ୟା

ରାଜ୍ୟରେ କେବଳ ଭୁବନେଶ୍ୱରରୁ ବାହାରିଛନ୍ତି ୫୦ ପ୍ରତିଶତରୁ ଅଧିକ ଡେଙ୍ଗୁ ରୋଗୀ।

avian guests
ଚିଲିକା ନୁହେଁ କି ଅନ୍ୟକେଉଁ ପକ୍ଷୀ ଅଭୟାରଣ୍ୟ, ତଥାପି ଏହି ଗାଁ ପ୍ରେମରେ ଗେଣ୍ଡାଳିଆ

ଗେଣ୍ଡାଳିଆଙ୍କ ପସନ୍ଦର ଗାଁ ଯାଜପୁରର ସାପଗଡ଼ିଆ । ଚିଲିକା ନୁହେଁ କି ଅନ୍ୟକେଉଁ ପକ୍ଷୀ ଅଭୟାରଣ୍ୟ..ତଥାପି ଏହି ଗାଁରେ ଥିବା ଗଛରେ ବସା ବାନ୍ଧିଛନ୍ତି ହଜାର ହଜାର ଗେଣ୍ଡାଳିଆ..

Local beneficiaries dissatisfied over market complex allotment in Kendrapara
ଚକା ଚକ ଘର, ପକ୍କା ଛାତ...ହେଲେ ୨ ବର୍ଷ ପରେ ବି କାମରେ ଲାଗୁନି ୪୦ ଲକ୍ଷ ଟଙ୍କାର ମାର୍କେଟ କମ୍ପ୍ଲେକ୍ସ

୪୦ ଲକ୍ଷ ଟଙ୍କା ଖର୍ଚ୍ଚରେ ମାର୍କେଟ କମ୍ପ୍ଲେକ୍ସ ହେଲା। ହେଲେ ନିର୍ମାଣର ଦୁଇ ବର୍ଷ ପରେ ବି କାମରେ ଲାଗି ପାରିଲାନି। ସବୁ କିଛି ଠିକ୍ ହେଲେ ସଟର୍ ପଡ଼ିଛି, ସବୁ ଦୋକାନ ଘରେ ତାଲା ଝୁଲୁଛି ?

  • Monday, 14 August 2023
'GupChup' goes
Viral ହେଉଛନ୍ତି ଦାସକାଠିଆ ଗୁପ୍‌ଚୁପ୍‌ ବାଲା; ଗୀତରେ ଗୀତରେ କିଣୁଛନ୍ତି ଗ୍ରାହକଙ୍କ ମନ

ବେଶ ଚର୍ଚ୍ଚାକୁ ଆସିଛି ଗୁପ୍‌ଚୁପ୍‌ବାଲା ଗୀତ । ଗୁପଚୁପ ଵାଲା ଆସିଚେ, ମା’ କେ ଝିଅ କହୁଚେ ,ଚାଉଳ କେ ପଇସା ମାଗୁଚେ । ଘରେ ନାଇଁନ କହିଲେ ଦୁଆରେ ଗଡ଼ ଗଡି ଯାଉଛେ ।

Farmer Problem
କେନାଲ ଅଛି, ଚାଷୀ ଜଳକର ଦେଉଛନ୍ତି କିନ୍ତୁ ପାଣିର ଦେଖା ନାହିଁ...କେମିତି ହେବ ଚାଷ ?

କେନାଲରେ ପାଣି ନାହିଁ, ଧାନ ବିଲ ଫାଟି ଆଁ କଲାଣି । ବର୍ଷାକୁ ଅପେକ୍ଷା କରି ଶ୍ରାବଣ ସରିଲା । ଚିନ୍ତାରେ ଡେଲାଙ୍ଗ ବ୍ଲକର ଚାଷୀ । ଏହି ଅଞ୍ଚଳକୁ ମରୁଡ଼ି ଘୋଷଣା କରିବାକୁ ଦାବି କଲେଣି ଚାଷୀ..

Circle jail, community radio
କଏଦୀ କଳାକାର, ଜେଲ୍ ଭିତରୁ ପ୍ରସାରଣ ହେଉଛି ରେଡ଼ିଓ...ଅନ୍ତେବାସୀ ଗାଉଛନ୍ତି ଭାବପୂର୍ଣ୍ଣ ଭଜନ

ଜେଲ୍ ଭିତରେ ଭାବପୂର୍ଣ୍ଣ ଭଜନ, ସ୍ୱାଧୀନତା ସଂଗ୍ରାମୀଙ୍କ ସଂଘର୍ଷର କାହାଣୀ କହୁଥିବା କାଳଜୟୀ କବିତା । ପୁଣି ପ୍ରେମିକ ହୃଦୟର ବିରହ ବେଦନାର ସଙ୍ଗୀତ । ରେଡ଼ିଓରେ ଗୀତ ଗାଉଛନ୍ତି କଏଦୀ । ‘ରେଡ଼ିଓ ମୁକ୍ତି’ ରେ କଏଦୀ କଳାକାର, କଏଦୀ ଶ୍ରୋତା ।

  • Monday, 14 August 2023
Row Over Mission Shakti Cafe Inauguration
ବିବାଦ ଘେରରେ ମିଶନ ଶକ୍ତି କାଫେ:ମଧ୍ୟାହ୍ନରେ ଉଦ୍‌ଘାଟନ କଲେ ବିଧାୟିକା,ସନ୍ଧ୍ୟାରେ ତାଲା ପକାଇଦେଲେ ସରପଞ୍ଚ

ଉଦ୍‌ଘାଟନୀ ଫଳକକୁ ନେଇ ବିବାଦ ଘେରରେ ମିଶନ ଶକ୍ତି କାଫେ। ମଧ୍ୟାହ୍ନରେ ଉଦ୍‌ଘାଟନ କଲେ ବିଧାୟିକା, ଆଉ ସନ୍ଧ୍ୟା ବେଳେ ତାଲା ପକାଇଦେଲେ ମହିଳା ସରପଞ୍ଚ।

  • Monday, 14 August 2023
ଏଣିକି ରୋଡ୍ ଆକ୍ସିଡେଣ୍ଟର ରକ୍ଷକ ସାଜିବେ NCC କ୍ୟାଡେଟ୍
ରୋଡ୍ ଆକ୍ସିଡେଣ୍ଟ ରକ୍ଷକ ସାଜିବେ ଏନସିସି କ୍ୟାଡେଟ୍: ୬୫ ହଜାର ଏନସିସି କ୍ୟାଡେଟଙ୍କୁ ମିଳିବ ତାଲିମ

ରୋଡ୍ ଆକ୍ସିଡେଣ୍ଟର ରକ୍ଷକ ସାଜିବେ ଏନସିସି କ୍ୟାଡେଟ୍। ନେବେ ସଡ଼କ ସୁରକ୍ଷା ପ୍ରଶିକ୍ଷଣ। ଯୋଗାଇଦେବେ ଫାଷ୍ଟ ଏଡ୍ ସେବା ଏବଂ ସାଜିବେ ଦୁର୍ଘଟଣା ପରର ପ୍ରଥମ ସେବାକାରୀ।

  • Sunday, 13 August 2023
  • NCC
ଏଣିକି ରୋଡ୍ ଆକ୍ସିଡେଣ୍ଟର ରକ୍ଷକ ସାଜିବେ NCC କ୍ୟାଡେଟ୍
ଏଣିକି ରୋଡ୍ ଆକ୍ସିଡେଣ୍ଟର ରକ୍ଷକ ସାଜିବେ NCC କ୍ୟାଡେଟ୍

ଏଣିକି ରୋଡ୍ ଆକ୍ସିଡେଣ୍ଟର ରକ୍ଷକ ସାଜିବେ NCC କ୍ୟାଡେଟ୍ । ରାଜ୍ୟର ଶିକ୍ଷାନୁଷ୍ଠାନ ମାନଙ୍କରେ ଖୁବଶୀଘ୍ର ‘ରକ୍ଷକ ଜୁନିଅର’ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ପରିବହନ ବିଭାଗର ଯୋଜନା । ଟ୍ରେନିଂ ନେବେ ପ୍ରାୟ ୬୫ ହଜାର କ୍ୟାଡେଟ୍, ଯୋଗାଇବେ ଫାଷ୍ଟଏଡ୍ ସେବା

ବ୍ରହ୍ମପୁରବାସୀଙ୍କୁ ନାକରେ କନ୍ଦାଇଲାଣି ଟ୍ରାଫିକ ସମସ୍ୟା
ବ୍ରହ୍ମପୁରବାସୀଙ୍କୁ ନାକରେ କନ୍ଦାଇଲାଣି ଟ୍ରାଫିକ ସମସ୍ୟା

ବ୍ରହ୍ମପୁରବାସୀଙ୍କୁ ନାକରେ କନ୍ଦାଇଲାଣି ଟ୍ରାଫିକ ସମସ୍ୟା । ଘଂଟା ଘଂଟା ଧରି ରାସ୍ତାରେ ଛିଡା ହୋଇ ରହୁଛି ଶହଶହ ଗାଡ଼ି

Sarve Bhabantu Sukhinah
ଜାଣନ୍ତୁ ନିସଙ୍ଗତା ଶିଶୁ ପାଇଁ କେତେ କ୍ଷତିକାରୀ?

କର୍ମଜୀବୀ ପିତାମାତାଙ୍କ କ୍ଷେତ୍ରରେ ପିଲାଙ୍କୁ ସମୟ ଦେବା ଟିକେ କଷ୍ଟ ହୋଇଯାଏ । ଏପରି କ୍ଷେତ୍ରରେ ଶିଶୁ ନିସଙ୍ଗତାର ଶିକାର ହୁଏ । ତେବେ ଜାଣନ୍ତୁ ନିସଙ୍ଗତା ଶିଶୁ ପାଇଁ କେତେ କ୍ଷତିକାରୀ?

  • Sunday, 13 August 2023
  • Child
Vendor sells gupchup
ଦାସକାଠିଆ ବଜାଇ ଗାଁକୁ ଗାଁ ବୁଲି ଗୁପଚୁପ ବିକ୍ରି କରୁଛନ୍ତି ଇଏ

ଦାସକାଠିଆ ବଜାଇ ଗାଁକୁ ଗାଁ ବୁଲି ଗୁପଚୁପ ବିକ୍ରି କରୁଛନ୍ତି ବୌଦ୍ଧ ଜିଲ୍ଲା ପିଙ୍ଗିଲାପଡ଼ା ଗାଁର କମ୍ଭୁଧର । କମ୍ଭୁଧରଙ୍କ ଦାସକାଠିଆ ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି

  • Sunday, 13 August 2023
Gitanjali Mohanty
ପ୍ରେରଣାର ଅନ୍ୟ ନାଁ ଗୀତାଞ୍ଜଳି ମହାନ୍ତି

ପ୍ରେରଣାର ଅନ୍ୟ ନାଁ ଗୀତାଞ୍ଜଳି ମହାନ୍ତି

YojanaRaNaHariloot
ଏମିବି ହୁଏ ଦୁର୍ନୀତି: କାମରେ ଆସୁନି ପାର୍କ

ଏମିବି ହୁଏ ଦୁର୍ନୀତି: କାମରେ ଆସୁନି ପାର୍କ

Odisha farmer
ଗାଉଁଲୀ ଚାଷୀ ଦିଲ୍ଲୀରେ ହେବେ ସ୍ୱତନ୍ତ୍ର ଅତିଥି

କୃଷି ଓ କୃଷକଙ୍କ ଜିଲ୍ଲା ସୁବର୍ଣ୍ଣପୁର । ଏଠି ୯୦ ପ୍ରତିଶତ ଲୋକ ଚାଷକାମ କରି ଜୀବିକା ନିର୍ବାହ କରନ୍ତି । ଉଭୟ ଖରିଫ୍ ଏବଂ ରବି ଋତୁରେ ଧାନ ଓ ପନିପରିବା ଚାଷ କରି ପରିବାର ଚଳନ୍ତି ଏଠିକାର ଚାଷୀ....

Woman alleges massive irregularities in Awas yojana in Odisha’s Aul
ବିଧବା ଅସହାୟ ମହିଳାଙ୍କ ଆବାସ ଟଙ୍କା ଖାଇଲା କିଏ

ମନୋରମାଙ୍କ ଅଜାଣତରେ ଟଙ୍କା ଉଠିଲା କେମିତି ? ଆବାସ ବାବଦକୁ ୧ଲକ୍ଷ ୨୦ହଜାର ଟଙ୍କା ହଡ଼ପ କରିଛି କିଏ ?

  • Sunday, 13 August 2023
Mayurbhanj-Balasore border
ଦୁଇ ଜିଲ୍ଲାର ସୀମାନ୍ତରେ ରହି ଦହଗଞ୍ଜ ହେଉଛନ୍ତି ଆଦିବାସୀ

ଗାଁରେ ଶିକ୍ଷା ବ୍ୟବସ୍ଥା କହିଲେ ଅଙ୍ଗନବାଡିରେ ସୀମିତ। ଗାଁକୁ ନା ରାସ୍ତା ଖଣ୍ଡିଏ ଅଛି, ନା ପାନୀୟ ଜଳ କି ବିଦ୍ୟୁତ ସେବା । ନାହିଁ ନାହିଁର ଜୀବନ ଜିଉଁଛନ୍ତି ସୀମାନ୍ତ ଅଧିବାସୀ...

  • Sunday, 13 August 2023
Cuttack youths join hands to educate tribals
ଆଦିବାସୀ ବସ୍ତିରେ ଶିକ୍ଷାର ଉନ୍ନତି ଦିଗରେ ଅଣ୍ଟା ଭିଡ଼ିଛନ୍ତି ଯୁବଗୋଷ୍ଠୀ

ଶିକ୍ଷାର ବିକାଶ ଦିଗରେ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ସଚେତନତା ଅଭାବରୁ ଅନେକ ବସ୍ତିରୁ ନିରକ୍ଷରତା ଦୂର ହୋଇପାରୁନାହିଁ । ଏମିତିକି କଟକ ଜିଲ୍ଲାରେ ବହୁ ବସ୍ତି ଅଛି ଯେଉଁଠି ଏ ପଯ୍ୟନ୍ତ ଶିକ୍ଷାର ସୁଧାର ଆସିନାହିଁ । ସେଠାରେ ବସ୍ତିର ଭଗବାନ ହୋଇ ଏମାନେ ପିଲାମାନଙ୍କୁ ଅନ୍ଧାରରୁ ଆଲୋକ ଆଡ଼କୁ ନେଉଛନ୍ତି....

News Fuse
ଆଜିର ଫୁଲ୍ ଏପିସୋଡ୍ ‘ଫିରିଙ୍ଗିଆ ପାଲା’

ଆଜିର ଫୁଲ୍ ଏପିସୋଡ୍ ‘ଫିରିଙ୍ଗିଆ ପାଲା’

Locals suffer due to absence of bridge in Koraput
ଖଣିରୁ ଉଠୁଛି କୋଟିଏ କିନ୍ତୁ ପୋଲ ନିର୍ମାଣ ହୋଇ ପାରୁନି ଗୋଟିଏ

ଦୁର୍ଗମ ଅଞ୍ଚଳର ଅନ୍ଧାରୀ ମୂଲକର ୫ପଞ୍ଚାୟତର ୨୫ଖଣ୍ଡ ଗାଁକୁ ନାହିଁ ପୋଲ । ବର୍ଷା ଦିନେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ଶହ ଶହ ଗ୍ରାମବାସୀ.....

Man returns village after 40 years with wife in Odisha’s Mohana
ଜଙ୍ଗଲରେ ଯୌବନ ବିତିଗଲା ଏବେ ବୁଢ଼ା ବୟସରେ ଘର ଚିନ୍ତା

ଛୋଟ ବେଳୁ ଦାଦନ ଖଟିବାକୁ ନେଇ ଯାଇଥିଲା ସର୍ଦ୍ଦାର । ଗଜପତିରୁ ଯାଇ ପହଞ୍ଚିଥିଲେ ଅରୁଣାଚଳରେ । ସେଇଠି ଯୌବନଟା ବିତିଗଲା । ଏବେ ଯେତେବେଳେ ଆସାମର ସ୍ତ୍ରୀକୁ ସାଙ୍ଗରେ ଧରି ସେ ଗାଁକୁ ଫେରିଛନ୍ତି ଏଠି ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ । ସରକାରୀ ସହାୟତା ମିଳିଲେ ବାକି ଜୀବନଟା ଶାନ୍ତିରେ କାଟନ୍ତେ ୪୦ ବର୍ଷ ପରେ ଗାଁକୁ ଫେରିଥିବା ଲୁକ ଦଳବେହେରା...

  • Sunday, 13 August 2023
BMC
ବେଆଇନ୍ ଭାବେ ପୋଷ୍ଟର ମାରିବାରୁ ଫାଇନ୍ କଷିଲା BMC

ବେଆଇନ୍ ପୋଷ୍ଟର ମାରି ସୌନ୍ଦର୍ଯ୍ୟ ନଷ୍ଟ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଲା BMC । ଉଭୟ ଅନୁଷ୍ଠାନକୁ ୫୦ ହଜାର ଟଙ୍କା ଲେଖାଏଁ ଫାଇନ୍ କଷିଲା ବିଏମସି ।

World Elephant Day
ସଂକଟରେ ଗଜରାଜ; ବିଶ୍ୱ ହାତୀ ଦିବସରେ ହାତୀ ସୁରକ୍ଷା ଚିନ୍ତା

ହାତୀ ଦିବସରେ ହାତୀ ସୁରକ୍ଷା ଚିନ୍ତା। ଅକ୍ଟୋବରରୁ ରାଜ୍ୟରେ ଆରମ୍ଭ ହେବ ବର୍ଷବ୍ୟାପୀ ଗଜ ଉତ୍ସବ। ବିଶ୍ୱ ହାତୀ ଦିବସରେ ଭୁବନେଶ୍ୱର ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଏଥିସହ ଡିସେମ୍ବର ମାସରେ ନୂଆ ହାତୀ ଗଣନା ରିପୋର୍ଟ ଆସିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ଖାସ୍ କରି ବର୍ଷକୁ ରାଜ୍ୟରେ ପାଖାପାଖି ୮୦ରୁ ଅଧିକ ହାତୀଙ୍କ ଜୀବନ ଯାଉଥିବାରୁ ଏହି ବିଶାଳ ପ୍ରାଣୀଙ୍କ ସୁରକ୍ଷା ପ୍ରମୁଖ ପ୍ରସଙ୍ଗ ପାଲଟିଛି।