ଗାଁରେ ଶିକ୍ଷା ବ୍ୟବସ୍ଥା କହିଲେ ଅଙ୍ଗନବାଡିରେ ସୀମିତ। ଗାଁକୁ ନା ରାସ୍ତା ଖଣ୍ଡିଏ ଅଛି, ନା ପାନୀୟ ଜଳ କି ବିଦ୍ୟୁତ ସେବା । ନାହିଁ ନାହିଁର ଜୀବନ ଜିଉଁଛନ୍ତି ସୀମାନ୍ତ ଅଧିବାସୀ...
Published By: Tanmay Kumar Mahalik
Last updated: 13 August 2023, 11:30 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।