ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବଡ଼ ଉଲକାପିଣ୍ଡ। ସପ୍ତାହ ମଧ୍ୟରେ ପୃଥିବୀ ସହ ହୋଇପାରେ ଧକ୍କା। ରଚିପାରେ ଧ୍ୱଂସଲୀଳା। ଯଦି ଏମିତି ହୁଏ, ତେବେ ଏ ପୃଥିବୀ ରହିବ ତ...
ହ୍ୱାଟ୍ସଆପ ୟୁଜରଙ୍କ ପାଇଁ ବଡ଼ ଖବର। ଏଣିକି ମୋବାଇଲରୁ ଜରୁରୀ ମେସେଜ୍ ଡିଲିଟ୍ ହୋଇଥିଲେ ଆଉ ଚିନ୍ତା ନାହିଁ। କେବଳ ଏହି ଗୋଟିଏ କାମ କଲେ ମିଳିଯିବ ପୂରା ଚାଟ୍। ଏମିତି କରନ୍ତୁ ସେଟିଂ...
ଘରୋଇ କମ୍ପାନି ପାଇଁ ଜମି ଅଧିଗ୍ରହଣ କରିବାକୁ ଢିଙ୍କିଆ ଗାଁକୁ ଭାଗ ଭାଗ କରାଯାଉଛି । ଗାଁ ଗାଁ ମଧ୍ୟରେ ସମ୍ପର୍କ ଓ ଭାଇଚାରା ନଷ୍ଟ କରାଯାଉଛି ।
ଗ୍ଲାସିୟର ତରଳିବା ଦ୍ୱାରା ଏହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ କିପରି ପଡୁଛି ସେ ନେଇ ଅଧ୍ୟୟନ କରିବ ନିବେଦିତାଙ୍କ ଟିମ୍ । ତାଙ୍କର ଏହି ମିଶନ ପାଇଁ ପ୍ରାୟ ୧୮ ଲକ୍ଷ ଟଙ୍କାର ଆବଶ୍ୟକତା ପଡ଼ୁଥିବାରୁ ଏଥିପାଇଁ ସେ, ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ କର୍ପୋରେଟ୍ ସଂସ୍ଥାକୁ ଅନୁରୋଧ କରିଛନ୍ତି ।
ପୁରୁଣା ମୁଦ୍ରା ସଂଗ୍ରହ କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ସେମାନେ ଏବେ ଘରେ ବସି ପୁରୁଣା ମୁଦ୍ରାକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିବା ସହ ଖୁବ୍ ଭଲ ରୋଜଗାର କରିପାରିବେ ।
ଚାରି ଝିଅ ସାଙ୍ଗ ଏବେ ଚର୍ଚ୍ଚାରେ । ପିଲାମାନଙ୍କର ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ପାଇଁ ଆଗେଇ ଆସିଛନ୍ତି । ରଙ୍ଗ ଓ ତୂଳୀରେ ଖେଳାଉଛନ୍ତି ପିଲାଙ୍କୁ । ମନ ରଙ୍ଗୀନ ହେଉ ଓ ପରିବେଶ ବି ରଙ୍ଗୀନ ହେଉ, ଏହା ହିଁ ଲକ୍ଷ୍ୟ ।
ସରକାରକା ମାଲ୍ ଦରିଆ ମେ ଡାଲ୍ । ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାଁରେ ଲୁଟ ହୋଇଛି ଲକ୍ଷାଧିକ ଟଙ୍କା । ଆଉ ଏଥିରେ ସାମିଲ ଅଛନ୍ତି ଠିକାଦାର ଠୁ ଯନ୍ତ୍ରୀ ।
ପ୍ରଶାସନକୁ ଅପେକ୍ଷା କଲେନି, ନିଜେ ଚାନ୍ଦା କରି ଜଳପ୍ରପାତକୁ ରାସ୍ତା ନିର୍ମାଣ କରିଛନ୍ତି ଗ୍ରାମବାସୀ ।
ବସୁଧା ଯୋଜନା ଅଧିନରେ ସେମାନଙ୍କୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଉଥିଲା । ହେଲେ ଦୀର୍ଘ ଦିନରୁ ପାଣି ବନ୍ଦ ଥିବାରୁ ପାଣି ପାଇଁ ଡହଳ ବିକଳ ହେଉଥିବା ଗ୍ରାମର ମହିଳା ମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପ୍ରଶାସନିକ ଅଧିକାରୀଙ୍କୁ ଗୁହାରୀ କଲେ ମିଳୁଛି ଖାଲି ପ୍ରତିଶୃତି କାମ କିନ୍ତୁ ଶୂନ ।
ଏହି ଅଟୋ ଡ୍ରାଇଭରଙ୍କ ସଚ୍ଚୋଟପଣିଆକୁ ସତରେ ଶହେ ସଲାମ୍। ତାଙ୍କ ଅଟୋରେ ଯାତ୍ରୀ ଛାଡ଼ି ଦେଇ ପଳେଇଥିବା ଲକ୍ଷାଧିକ ଟଙ୍କାର ସୁନାଗହଣାକୁ ସେ ଫେରାଇ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି। ଅଟୋ ଟ୍ରାଇଭରଙ୍କ ଏହି ସଚ୍ଚୋଟପଣିଆ, ପୁରୀ ପ୍ରତି ବାହାରୁ ଆସୁଥିବା ଲୋକଙ୍କ ମନରେ ଏକ ଭଲ ଭାବନା ସୃଷ୍ଟି ହୋଇଛି।
ଏଡ୍ସ୍ ବ୍ୟାପିବାର ଅନେକ କାରଣ ରହିଛି । କ’ଣ ରହିଛି କାରଣ ନଜର ପକାନ୍ତୁ . .
ସାଧାରଣ ମଣିଷ ଲୋଭ ମୋହ ମାୟା ଭିତରେ ଛନ୍ଦି ହୋଇଥାଏ। କିନ୍ତୁ ଆଜି ବି ଅନେକ ମଣିଷ ଏହି ପୃଥିବୀର ଅଛନ୍ତି ସେମାନେ ଲୋଭ ମୋହ ମାୟା ଠାରୁ ଉର୍ଦ୍ଧରେ । ସ୍ୱାଭିମାନ ଆଗରେ ସେମାନଙ୍କ ପାଇଁ ସୁନା ରୂପା ତୁଛ । ଏମିତି ଜଣେ ନିଆରା ମଣିଷ ହେଲେ ଅଟୋଚାଳକ ଶ୍ରବଣ କୁମାର ।
ଏଡ୍ସ୍ ଏପରି ଏକ ରୋଗ ଯାହା ମଣିଷକୁ ଜୀବିତ ଥିବାବେଳେ ମରିବାକୁ ବାଧ୍ୟ କରେ। ଆଜି ଏଡ୍ସ୍ ଦୁନିଆର ସବୁଠାରୁ ମାରାତ୍ମକ ରୋଗ ଭାବରେ ଉଭାହୋଇଛି। ଏହି ରୋଗର ସେଭଳି କୌଣସି ଦୃଢ ଉପଶମ ବାହାରି ନାହିଁ, କିନ୍ତୁ ଏହା ନୁହେଁ ଯେ ଏହି ରୋଗକୁ ଏଡାଇ ଦିଆଯାଇପାରିବ ନାହିଁ। ଏହାର ଏକମାତ୍ର ଉପଶମ ହେଉଛି ପ୍ରତିରୋଧ।
ଏଡ୍ସ୍ ପୀଡ଼ିତ ବ୍ୟକ୍ତି ମୃତ୍ୟୁରୁ ରକ୍ଷା ପାଇପାରିବେ କି ?
ବଡମାନେ ହାର ମାନିଥିଲେ ହେଲେ ସାନ ମାନେ କରି ଦେଖାଇଲେ । ଗାଁର ସମସ୍ୟା ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଫଳରେ ସୀମା ବିବାଦ କାରଣରୁ ବର୍ଷ ବର୍ଷ ଧରି ପଡି ରହିଥିବା ପୋଲ ନିର୍ମାଣ ହୋଇପାରିଛି ।
ସିଆରପିଏଫ୍ରେ ଯୋଗଦେଇ ଗାଁକୁ ଫେରିବା ପରେ ଦୁଇ ଓଡିଆ ପୁଅଙ୍କୁ ମିଳିଲା ଭବ୍ୟ ସମ୍ବର୍ଦ୍ଦନା । କାରଣ ଏବେ କେବଳ ସେ ଖାଲି ଫୋର୍ସକୁ ଯୋଗ ଦେଇନାହାନ୍ତି ବରଂ ଗାଁରେ ଥିବା ଅନ୍ୟ ମାନଙ୍କୁ ବି ପ୍ରେରଣା ଦେଇଛନ୍ତି ।
ଶୀତ ଅଧିବେଶ ହେବ ଗରମ : ଶାସକଦଳକୁ ଘେରିବାକୁ ପ୍ରସ୍ତୁତ ବିରୋଧୀ…
ଏକାଧିକ ବିଭାଗର ଦାୟିତ୍ୱ ଦିଆଯାଉଥିବାରୁ ଅତ୍ୟଧିକ କାମ ରହୁଛି। ତେଣୁ କେତେକ କାର୍ଯ୍ୟରୁ ଅବ୍ୟାହତି ଦେବାକୁ ଚିଠି ଲେଖି ଅନୁରୋଧ କରିଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର।
ଏବେ ବି ବିଶ୍ୱରେ ୩ କୋଟି ୭୭ ଲକ୍ଷ ଲୋକ ଏଡସ୍ ସହ ସଂଗ୍ରାମ କରୁଛନ୍ତି.. କରୋନା ମହାମାରୀ ପରେ ଏଡସ୍ ପୀଡ଼ିତଙ୍କ ସମସ୍ୟା ବଢ଼ିଯାଇଛି..
ଦୁଇ ଜିଲ୍ଲାର ସୀମା ବିବାଦ ପାଇଁ ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ଦାବି, ଆପତ୍ତି, ଅଭିଯୋଗ ସତ୍ତ୍ୱେ ନାଳ ଉପରେ ପୋଲଟିଏ ହୋଇପାରୁନଥିଲା.. ସବୁ ଚେଷ୍ଟା ପରେ ବି କେହିଶୁଣିଲେନି.. ହେଲେ ଗାଁର ଦୁଇ କୁନି ଭାଇଭଉଣୀ ଏନେଇ ସିଧା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି.. ଉତ୍ତର ବି ମିଳିଲା.. ପୋଲ ନିର୍ମାଣ ହେଲା
ବାତ୍ୟା ଆସୁଛି, ତରତର ହୋଇ ଧାନ କାଟିନେଉଛନ୍ତି ଚାଷୀ...ଦେଖନ୍ତୁ ଏହି ଭିଡ଼ିଓ…
ଚାରି ଝିଅ ସାଙ୍ଗ ଏବେ ଚର୍ଚ୍ଚାରେ । ପିଲାମାନଙ୍କର ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ପାଇଁ ଆଗେଇ ଆସିଛନ୍ତି । ରଙ୍ଗ ଓ ତୂଳୀରେ ଖେଳାଉଛନ୍ତି ପିଲାଙ୍କୁ । ମନ ରଙ୍ଗୀନ ହେଉ ଓ ପରିବେଶ ବି ରଙ୍ଗୀନ ହେଉ, ଏହା ହିଁ ଲକ୍ଷ୍ୟ । କୁନି କୁନି ପିଲାଙ୍କୁ ଡ୍ରଇଂ, ପେଣ୍ଟିଂ, ପେପର ଆର୍ଟ ଓ କ୍ରାଫ୍ଟ ଆଦି ଶିଖାଉଛନ୍ତି ।
ସ୍ୱାମୀ ଓ ପୁଅ ମରିଯାଇଛନ୍ତି । ପର ଘରେ ଆଶ୍ରୟ ନେଇଛନ୍ତି ବିଧବା ମହିଳା । ଘର ବୋଲି କିଛି ନାହିଁ । କିଛି କାରଣ ନଥାଇ ଯୋଗାଣ ବିଭାଗ କାଟିଦେଲା ତାଙ୍କ ଚାଉଳ । ପ୍ରଶାସନ କହୁଛି, ଆମେ ଜାଣିନୁ । ଧନ୍ୟ ଏ ସରକାର ।
ଗାଁର ଏହି ଦୁଇଜଣ ଯୁବକ ସେନାରେ ପାଇଲେ ଚାକିରି। ଦେଶ ସେବାର ସୁଯୋଗ ମିଳିଥିବାରୁ ବିରାଟ ଶୋଭାଯାତ୍ରା ଓ ପଟିଆରରେ ଦିଆଗଲା ସମ୍ବର୍ଦ୍ଧନା...ଦେଖନ୍ତୁ ଏହି ଭିଡ଼ିଓ
ଗାଁରେ ସେ ଅନୀଲ କପୁର ନାଁରେ ପରିଚିତ । କିନ୍ତୁ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇଗଲେ । ଚିକିତ୍ସା ପାଇଁ ପାଖରେ ଅର୍ଥ ନାହିଁ । ଭୀଷଣ ଯନ୍ତ୍ରଣା ହେବାରୁ ଇଚ୍ଛାମୃତ୍ୟୁ ପାଇଁ କଲେ ଆବେଦନ । ଖବର ପ୍ରସାରଣ ପରେ ଘରେ ପହଞ୍ଚି ପ୍ରଶାସନ ବଢାଇଲା ସହଯୋଗର ହାତ ।