ସ୍ୱାମୀ ଓ ପୁଅ ମରିଯାଇଛନ୍ତି । ପର ଘରେ ଆଶ୍ରୟ ନେଇଛନ୍ତି ବିଧବା ମହିଳା । ଘର ବୋଲି କିଛି ନାହିଁ । କିଛି କାରଣ ନଥାଇ ଯୋଗାଣ ବିଭାଗ କାଟିଦେଲା ତାଙ୍କ ଚାଉଳ । ପ୍ରଶାସନ କହୁଛି, ଆମେ ଜାଣିନୁ । ଧନ୍ୟ ଏ ସରକାର ।
Published: Otv Khabar Bureau
Last updated: 01 December 2021, 08:51 AM IST
ଗାଁର ଏହି ଦୁଇଜଣ ଯୁବକ ସେନାରେ ପାଇଲେ ଚାକିରି। ଦେଶ ସେବାର ସୁଯୋଗ ମିଳିଥିବାରୁ ବିରାଟ ଶୋଭାଯାତ୍ରା ଓ ପଟିଆରରେ ଦିଆଗଲା ସମ୍ବର୍ଦ୍ଧନା...ଦେଖନ୍ତୁ ଏହି ଭିଡ଼ିଓ