ଦୁଇ ଜିଲ୍ଲାର ସୀମା ବିବାଦ ପାଇଁ ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ଦାବି, ଆପତ୍ତି, ଅଭିଯୋଗ ସତ୍ତ୍ୱେ ନାଳ ଉପରେ ପୋଲଟିଏ ହୋଇପାରୁନଥିଲା.. ସବୁ ଚେଷ୍ଟା ପରେ ବି କେହିଶୁଣିଲେନି.. ହେଲେ ଗାଁର ଦୁଇ କୁନି ଭାଇଭଉଣୀ ଏନେଇ ସିଧା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି.. ଉତ୍ତର ବି ମିଳିଲା.. ପୋଲ ନିର୍ମାଣ ହେଲା
Published: Otv Khabar Bureau
Last updated: 01 December 2021, 12:29 PM IST
ଆଜିଠୁ ଆରମ୍ଭ ହେଉଛି ୩୨ତମ କୋଣାର୍କ ଉତ୍ସବ.. ଏହା ସହ ଆରମ୍ଭ ହେବ ନବମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ.. କୋଭିଡ୍ କଟକଣା ମଧ୍ୟରେ ମୁକ୍ତାକାଶ ରଙ୍ଗ ମଞ୍ଚରେ ୫ ଦିନ ଧରି କୋଣାର୍କ ଉତ୍ସବ ଅନୁଷ୍ଠିତ ହେବ..