କୋରାପୁଟ ଲାଗୁଛି ଦେରାଦୁନ୍ ପରି। ସହରକୁ ଫେରିଲା ଶୀତ ସହ କୁହୁଡ଼ି I ପାହାଡରେ କୁହୁଡିର ଚାଦର ବଢାଉଛି ସୌନ୍ଦର୍ଯ୍ୟ
ଏହି ଅଟୋ ଡ୍ରାଇଭରଙ୍କ ସଚ୍ଚୋଟପଣିଆକୁ ସତରେ ଶହେ ସଲାମ୍। ତାଙ୍କ ଅଟୋରେ ଯାତ୍ରୀ ଛାଡ଼ି ଦେଇ ପଳେଇଥିବା ଲକ୍ଷାଧିକ ଟଙ୍କାର ସୁନାଗହଣାକୁ ସେ ଫେରାଇ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି। ଅଟୋ ଟ୍ରାଇଭରଙ୍କ ଏହି ସଚ୍ଚୋଟପଣିଆ, ପୁରୀ ପ୍ରତି ବାହାରୁ ଆସୁଥିବା ଲୋକଙ୍କ ମନରେ ଏକ ଭଲ ଭାବନା ସୃଷ୍ଟି ହୋଇଛି।