ଏବେ ନୂଆ ରୂପ ପାଇଛି କାଠ କଣ୍ଢେଇ । ଗାଁ ଗହଳିର ଖେଳନା ଏବେ ସହରରେ ନୂଆ ବଜାର ଖୋଜୁଛି । ନୂଆ ରଙ୍ଗ ମାଖି ହେଲା ପରେ ବଢିଯାଇଛି ଦାମ୍ । ଏବେ ହୋଇଯାଇଛି ଘରର ସୌଖୀନ ସାମଗ୍ରୀ । କେନ୍ଦ୍ର ସରକାରଙ୍କ ସହାୟତାରେ ହସ ଫୁଟିଛି ମହାରଣା ପରିବାରରେ ।
ଏବେ କଲେଜରେ ପାଠ ପଢୁଛନ୍ତି । କିନ୍ତୁ ଅଦରକାରୀ କାର୍ଟୁନ ପେଟି ଓ ସୋଲରେ ତିଆରି କରୁଛନ୍ତି ଜଗନ୍ନାଥଙ୍କ ମୂର୍ତ୍ତୀ । ରଥ କରିଛନ୍ତି ଓ ରାମ ମନ୍ଦିର ବି ତିଆରି କରିଛନ୍ତି । ସ୍ଥାନୀୟ ଲୋକ ତାଙ୍କର ଏହି କଳାକୃତି ଦେଖି ତାଜୁବ୍ ।
ଏ ଏମିତିକା ଅଫିସ, ଯେଉଁଠି ଛେଳି ନେଇଯାଏ ଫାଇଲ୍। ପଛେ ପଛେ ଧାଇଁଲେ କର୍ମଚାରୀ। ଶେଷରେ କଣ ହେଲା ଦେଖନ୍ତୁ...
ଏହି ଗୁମ୍ଫାକୁ ଯିବାକୁ ହେଲେ ରାସ୍ତା ବଡ଼ କଠିନ। ପ୍ରଥମେ ବାଇକରେ କିଛି ବାଟ ଗଲା ପରେ ଘଞ୍ଚ ଜଙ୍ଗଲର ଅଙ୍କାବଙ୍କା ବିପଦପୂର୍ଣ୍ଣ ରାସ୍ତା ଦେଇ ଗୁମ୍ଫା ନିକଟରେ ପହଂଚି ହେବ। ସେଠାକୁ ଓଟିଭି କେମିତି ଗଲା ଓ କଣ ସବୁ ଦେଖିଲା ଜାଣନ୍ତୁ...
ତରଣୀ ଏବେ କଲେଜରେ ପାଠ ପଢୁଛନ୍ତି । କିନ୍ତୁ ଅଦରକାରୀ କାର୍ଟୁନ ପେଟି ଓ ସୋଲରେ ତିଆରି କରୁଛନ୍ତି ଜଗନ୍ନାଥଙ୍କ ମୂର୍ତ୍ତୀ । ରଥ କରିଛନ୍ତି ଓ ରାମ ମନ୍ଦିର ବି ତିଆରି କରିଛନ୍ତି । ସ୍ଥାନୀୟ ଲୋକ ତାଙ୍କର ଏହି କଳାକୃତି ଦେଖି ତାଜୁବ୍ ।
କଟକ ରେଲ୍ୱେ ଷ୍ଟେସନରୁ ସେନାର ଜଣେ ଯବାନ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ଦିଲ୍ଲୀରୁ ଚୌଦ୍ୱାର ଚାରବାଟିଆକୁ ଟ୍ରେନିଂ ପାଇଁ ଆସିଥିଲେ।
ଅବସରପ୍ରାପ୍ତ ସିଆରପିଏଫ ଯବାନ ବିଘ୍ନରାଜ ସାମଲଙ୍କ ଝିଅ ଆରତୀ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ସଇଁତଲା ବ୍ଲକ ଅଧିନସ୍ଥ ଏକ ଉପାନ୍ତ ଅଞ୍ଚଳରେ ତାଙ୍କ ଘର । ITରେ ଗୋଲଡ଼ ମେଡାଲ ପାଇ ନିଜ ଗାଁ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।
ପଞ୍ଚଭୂତରେ ବିଲୀନ ହୋଇଗଲେ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ତଥା ସମସ୍ତଙ୍କ ପ୍ରିୟର ନନ୍ଦ ସାର୍। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯାଜପୁର ବୈତରଣୀ ନଦୀ କୂଳରେ ଥିବା ବାରୁଣୀ ମହା ଶ୍ମଶାନରେ ନନ୍ଦ ସାର୍ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ଆତ୍ମହତ୍ୟାକୁ ରୋକିବା ନେଇ ସାରା ବିଶ୍ୱ ପ୍ରୟାସ କରୁଥିବା ବେଳେ ଏମିତି ଏକ ଦେଶ ଅଛି ଯିଏ ଏ ଦିଗରେ ପ୍ରୋତ୍ସାହିତ କରୁଛି। ଏନେଇ ଏକ ଆତ୍ମହତ୍ୟା ମେସିନକୁ ଦେଇଛି ମଞ୍ଜୁରୀ, ଯାହା ନିମିଷରେ ନେବ ଜୀବନ।
ଭାଇଙ୍କର ଥିଲା ବିବାହ ପାର୍ଟି। ବଳିପଡିଲା ଅନେକ ଖାଦ୍ୟ। ନଷ୍ଟ ହେବା ଭାବି ସହିପାରିଲେ ନାହିଁ ମହିଳା। ଉଠିଲେ, ଖାଦ୍ୟ ଧରି ସିଧା ଚାଲିଲେ ରେଳ ଷ୍ଟେସନ ଆଉ ଗରିବଙ୍କୁ ବାଣ୍ଟିଦେଲେ। ଏହା ଦେଖି ଲୋକେ କହିଲେ ସାବାସ୍।
ଭାଗ୍ୟବାନ ବିଲେଇ। ରହୁଛି ରାଜକୀୟ ଠାଣିରେ। ପିନ୍ଧୁଛି ଲକ୍ଷ ଲକ୍ଷ ଟଙ୍କାର ସୁନା ଚେନ୍ ଆଉ କରୁଛି ସ୍ପା।
ବକେୟା ମାମଲା ଗୁଡ଼ିକର ଆଶୁ ଫଇସଲା ପାଇଁ ଉଚ୍ଚନ୍ୟାୟାଳୟଙ୍କ ଏରିୟର୍ କମିଟି ଏବଂ ମିଶନ ମୋଡ୍ କମିଟି ଗଠନ କରାଯାଇଛି। ବିଚାରାଧିନ ମାମଲା ଗୁଡ଼ିକର ଶୀଘ୍ର ଫଇସଲା କରିବା ପାଇଁ ବ୍ୟବସ୍ଥା କରାଯାଉଛନ୍ତି ବୋଲି କହିଛନ୍ତି ଆଇନମନ୍ତ୍ରୀ।
ସରକାର ପିଲାଙ୍କ ପାଠ ପଢ଼ା ପାଇଁ କୋଟି କୋଟି ଖର୍ଚ୍ଚ କରୁଛନ୍ତି ବୋଲି ଡେଙ୍ଗୁରା ପିଟୁଛନ୍ତି । ହେଲେ ବସ୍ତବ ଚିତ୍ର କିନ୍ତୁ ଭିନ୍ନ । ସରକାରଙ୍କ ଟଙ୍କା କେଉଁ ବାଟରେ ଖର୍ଚ୍ଚ ହେଉଛି ? କିଏ ତାକୁ ନେଉଛି ?
ଆରପାରିରେ ଚାଟଶାଳିର ଚର୍ଚ୍ଚିତ ଚେହେରାI ୧୦୪ ବର୍ଷରେ ପଦ୍ମଶ୍ରୀ ନନ୍ଦ ସାର୍ ଙ୍କ ପରଲୋକ I କୋଭିଡ ଆକ୍ରାନ୍ତ ହୋଇ ଭୁବନେଶ୍ୱରରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ I ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ
ଜଓ୍ୱାଦ ବର୍ଷାରେ ଘାଇଲା ଚାଷ । ହଜାର ହଜାର ହେକ୍ଟର ଜମିରେ ଭାସୁଛି ପାଚିଲା ଧାନ । ପାଣି ଭର୍ତ୍ତି କିଆରିରେ ପଚି ସଢ଼ି ଲୋଟୁଛି ପରିବା ଫସଲ । ସବୁଠି ଶୀଘ୍ର କ୍ଷତିପୂରଣ ଅପେକ୍ଷାରେ ଅନ୍ନଦାତା
କେନ୍ଦ୍ରାପଡ଼ା ମାର୍ଶାଘାଇ ଠାଉରୀ ଗାଁର ଚାଷୀ ମଧୁସୂଦନ ସ୍ୱାଇଁଙ୍କର ଉଜୁଡ଼ା ଚାଷ ଦେଖିଲେ ଆଖିରୁ ଲୁହ ଆପେ ଗଡ଼ି ଆସିବ । ଆଉ ତାଙ୍କର ଭୁଇଁକୁ ଛୁଇଁଥିବା ଭଙ୍ଗା ଚାଳ ଘର ବି ବଖାଣୁଛି ଗୋଟିଏ ଚାଷୀର ପରିସ୍ଥିତି ।
ଉତ୍ତ୍ୟକ୍ତ ଲୋକେ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡକୁ ଆକ୍ରମଣ କରିଥିଲେ। ଏପରିକି ଉଚ୍ଛେଦ କରୁଥିବା ଜେସିବିକୁ ଭଙ୍ଗାରୁଜା କରିଥିଲେ।
ଦେହରେ ବଳ ନଥିଲେ ବି ପରିଣତ ବୟସରେ ଆଶା ଓ ନିସ୍ୱାର୍ଥପର ସେବା ତାଙ୍କୁ ବହୁ ଉଚ୍ଚକୁ ନେଇସାରିଥିଲା। ଶେଷରେ ନନ୍ଦ ସାର ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀରେ ପୁରସ୍କୃତ ହୋଇଥିଲେ। ସତରେ ସେଦିନ ପ୍ରତି ଓଡ଼ିଆଙ୍କ ପାଇଁ ସମ୍ମାନର ଦିନ ଥିଲା।
ରାଜ୍ୟରେ ଗତ ୫ ବର୍ଷରେ ୪୦୬ ହାତୀଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ କେବଳ ଦୁର୍ଘଟଣାରେ ୧୬୨ଟି ହାତୀ ପ୍ରାଣ ହରାଇଛନ୍ତି।
ଆଉ ନାହାନ୍ତି ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାର୍.. ୧୦୪ ବର୍ଷ ବୟସରେ ସେ ଇହଲୀଳା ତ୍ୟାଗ କରିଛନ୍ତି
ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାର୍ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଲା।
ବସ୍ ଚକ ସଜାଡ଼ିବା ବେଳେ ବସ୍ ତଳେ ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ। ରାସ୍ତାକଡ଼ରେ ବସ୍ ରଖି ଚକ ସଜାଡ଼ୁଥିଲେ ଡ୍ରାଇଭର।
୧୬ ମାସ ହୋଇଗଲା ପିହୁ ନିଖୋଜ ହେବାର । କିନ୍ତୁ ଆଜି ପର୍ଯ୍ୟନ୍ତ ଉଚ୍ଚସ୍ତରୀୟ ତଦନ୍ତ ହୋଇ ପାରିନାହିଁ । ଏପରି ଅଭିଯୋଗ କରିଛନ୍ତି ପିହୁର ମା । ଶୁଣନ୍ତୁ ତାଙ୍କର ପୁରା ଅଭିଯୋଗ ।
ମାତ୍ର ୮୦ ଟଙ୍କାରେ ଘର । ଆଶ୍ଚର୍ଯ୍ୟ ହେଲେ କି । ହଁ ଆଜ୍ଞା ୮୦ ଟଙ୍କାରେ ଘର ମିଳିବ, ଏକଥା ଶୁଣି ତ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ସତରେ କଣ ମାତ୍ର ୮୦ ଟଙ୍କାରେ ଘର ମିଳୁଛି , ଚାଲନ୍ତୁ ଜାଣିବା ୮୦ ଟଙ୍କାର ଘରର ବାସ୍ତବତା…
୩ ଦିନ ପରେ ପୁଣି ଚଳଚଞ୍ଚଳ ହୋଇ ଉଠିଛି ଚିଲିକା । ଜୱାଦ ପାଇଁ ବନ୍ଦ ଥିବା ମତ୍ସ୍ୟଜୀବୀ ପୁଣି ଥରେ ଆରମ୍ଭ କରିଛନ୍ତି ନିଜ ଜୀବିକା । ଶୁଣନ୍ତୁ କଣ ରହିଛି ମତ୍ସ୍ୟଜୀବୀଙ୍କର ପ୍ରତିକ୍ରିୟା ।