ଗଞ୍ଜେଇରୁ ବି ତିଆରି ହୋଇପାରିବ ଖାଦ୍ୟ ସାମଗ୍ରୀ । ଭାଙ୍ଗ ମଞ୍ଜିକୁ FSSAI ମାନ୍ୟତା ପରେ ଚାଷ ସପକ୍ଷରେ ପୁଣି ତଥାଗତଙ୍କ ଯୁକ୍ତି । ଏଠୁ ଉତ୍ପାଦିତ ଗଞ୍ଜେଇ ନୁହେଁ ଖାଦ୍ୟ ଉପଯୋଗୀ: ଫୁଡ୍ ସେଫ୍ଟି କମିଶନର ।
ଗଂଜେଇ ଗଛର ମଂଜି ଓ ଏଥିରୁ ଉତ୍ପାଦିତ ସାମଗ୍ରୀକୁ ମିଳିଛି ଖାଦ୍ୟର ମାନ୍ୟତା । କିନ୍ତୁ ଏଥିପାଇଁ ବି ରହିଛି ମାନଦଣ୍ଡ, ଜାଣନ୍ତୁ କଣ କଣ ?
ସମାନ ଚିତ୍ର ସମ୍ଭ୍ରାନ୍ତ ଭୁବନେଶ୍ୱର କ୍ଲବରେ । ପୁରୁଣା ବର୍ଷକୁ ବିଦାୟ ସହ ନୂଆବର୍ଷକୁ ସ୍ୱାଗତ ପାଇଁ ଏଠି ବି ସେଭଳି କୌଣସି କାର୍ଯ୍ୟକ୍ରମ ହେଉନି । କେବଳ କ୍ଲବ କାହିଁକି, ହୋଟେଲ୍, ରେଷ୍ଟୁରାଣ୍ଟ ସବୁ ଶୂନଶାନ୍ ।
ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ପହିଲାରୁ ଲାଗୁ ହେବ। ପେନସନ୍ ଭୋଗୀଙ୍କ ଟିଆଇ ବି ୩% ବୃଦ୍ଧି ନେଇ ଘୋଷଣା କରାଯାଇଛି।
ରୋଗୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା BSKY ସ୍ମାର୍ଟ ହେଲ୍ଥ୍ କାର୍ଡ କାମ ଦେଉ ନଥିବା ଅଭିଯୋଗ ହୋଇଛି।
ରାଜ୍ୟ କ୍ୟାବିନେଟ୍ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୫ ମହାନଗର ନିଗମ ପାଇଁ ଜାଗା ମିଶନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ୮ ଲକ୍ଷ ୫୮ ହଜାର ଲୋକ ଉପକୃତ ହେବେ।
ପରିବହନ ବିଭାଗର ଏଣିକି ‘No’ ଅଫ୍ଲାଇନ୍, ‘Only’ ଅନ୍ଲାଇନ୍। ପରିବହନ ବିଭାଗର ସବୁ କାମ ଏଣିକି ଅନ୍ଲାଇନ୍ରେ ହେବ। ନୂଆବର୍ଷ ଅର୍ଥାତ୍ ଆସନ୍ତାକାଲିଠାରୁ ଏହି ନୂଆ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି।
ମଣିଷକୁ ବନାଇପାରିବେ ମେସିନ୍ । ୟୁରୋପର ଦମିତ୍ରୀ ବାଗିନ୍ ତାଙ୍କର ଏହି କଳାକୃତି ପାଇଁ ଏବେ ସେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ବିଶେଷତ୍ୱ ହେଉଛି ମଣିଷଙ୍କ ପାଇଁ ସେ ଖୁବ୍ ସୁନ୍ଦର ଭାବରେ ଅବିକଳ ମେସିନ୍ ପରି ମାସ୍କ ତିଆରି କରନ୍ତି ।
ଆମ ଦୁନିଆ ରହସ୍ୟରେ ଭରପୁର । ପୃଥିବୀରେ ଏଭଳି ଅନେକ ରହସ୍ୟପୂର୍ଣ୍ଣ ସ୍ଥାନ ଅଛି, ଯେଉଁ ବିଷୟରେ ଖୁବ୍ କମ୍ ଲୋକ ଜାଣିଛନ୍ତି । ସେହିଭଳି ଏକ ରହସ୍ୟମୟ ଗାଁ ରହିଛି ଋଷରେ । କୁହାଯାଏ ଏହି ଗାଁକୁ ଯିଏ ଥରେ ଯାଏ, ସେ ଆଉ ଫେରେ ନାହିଁ । କିନ୍ତୁ ଏ କଥା କେତେ ବାସ୍ତବ, କଣ ଏହି ଗାଁର ରହସ୍ୟ । ଚାଲନ୍ତୁ ଜାଣିବା ।
ରିଷ୍ଟ୍ରେନିଂ ଟ୍ୟୁବ୍ରେ ଅହିରାଜ। ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ସାପର ଚିକିତ୍ସା ହୋଇଛି। ଥାଇଲାଣ୍ଡ୍ ଷ୍ଟାଇଲ୍ରେ ବିଷଧର କିଙ୍ଗ୍ କୋବ୍ରାକୁ ସ୍ନେକ୍ ହେଲ୍ପ୍ ଲାଇନ୍ ସଦସ୍ୟ ଧରିଥିବା ଦେଖିବାକୁ ମିଳିଛି। ସ୍ନେକ୍ ହେଲ୍ପ୍ ଲାଇନ୍ ସଦସ୍ୟ ଅତି ସତର୍କତା ଭାବେ ସାପର ମୁଣ୍ଡକୁ ଧରିବା ପରେ ରିଷ୍ଟେନିଂ ଟ୍ୟୁବ୍ରେ ପଶାଇ ଥିଲେ। ଏହାପରେ ଚିକିତ୍ସା ଆରମ୍ଭ ହୋଇଥିଲା।
ରିଷ୍ଟ୍ରେନିଂ ଟ୍ୟୁବ୍ରେ ଅହିରାଜ। ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ସାପର ଚିକିତ୍ସା ହୋଇଛି। ସ୍ନେକ୍ ହେଲ୍ପ୍ ଲାଇନ୍ ସଦସ୍ୟ ଅତି ସତର୍କତା ଭାବେ ସାପର ମୁଣ୍ଡକୁ ଧରିବା ପରେ ରିଷ୍ଟେନିଂ ଟ୍ୟୁବ୍ରେ ପଶାଇ ଥିଲେ। ଏହାପରେ ଚିକିତ୍ସା ଆରମ୍ଭ ହୋଇଥିଲା।
ଏମିତି ଥିଲା ବର୍ଷ-2021। ମହାଲିଙ୍ଗ କଲେଜରୁ କଟକ ମହାନଗର ନିଗମ ପର୍ଯ୍ୟନ୍ତ ସବୁଠି ହୋଇଥିଲା ହଙ୍ଗାମା। ଯାହାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ନେତା, ମନ୍ତ୍ରୀ ଓ ବିଧାୟକ। ନୂଆବର୍ଷକୁ ସ୍ୱାଗତ କରିବା ଆଗରୁ ଦେଖନ୍ତୁ ସେସବୁର କିଛି ଝଲକ୍...
ଖୁସି ବଦଳରେ ଚିନ୍ତା ଆଣୁଛି ନୂଆବର୍ଷ। ୨୦୨୨ ଜାନୁଆରୀ ପହିଲାରୁ ଦେଶରେ ଅନେକ ପରିବର୍ତ୍ତନ ହେଉଥିବା ବେଳେ ଯାହାର ସିଧା ପ୍ରଭାବ ପଡିବ ଗ୍ରାହକଙ୍କ ଉପରେ...
ଖାଲି ଅମଳ ଧାନ ନୁହେଁ, ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି ପନିପରିବା ଚାଷ। ବରଗଡ ଜିଲ୍ଲାର ଅମ୍ବାଭୋନାରେ ଉଜୁଡି ଯାଇଛି କୋବି, ଟମାଟୋ, ସୋରିଷ ଓ ବାଇଗଣ ଚାଷ। ବଣାଇରେ ଏଥର ଆଳୁ ଚାଷ ଭଲ ହୋଇଥିବା ବେଳେ କିଆରି ଭିତରେ ପାଣି ପଶିଛି।
ଚାଷୀଙ୍କ ଉପରେ ଦାଉ ସାଧୁଛନ୍ତି ଇନ୍ଦ୍ର ଦେବତା । ମଣ୍ଡିରୁ ଧାନ ଉଠୁ ନଥିବା ବେଳେ ପୁଣି ଚାଷୀଙ୍କ ଉପରେ ଇନ୍ଦ୍ରଦେବତାଙ୍କ କୋପ । ଅଦିନିଆ ବର୍ଷାରେ ଭିଜୁଛି ମଣ୍ଡିରେ ପଡ଼ି ରହିଥିବା ଧାନ । ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ରାତିରୁ ପ୍ରବଳ ବର୍ଷା ହେଉଛି ।
ଝାରସୁଗୁଡ଼ାର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିବା ସୂଚନା ମିଳିଛି।
ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଯେଉଁମାନଙ୍କର ବି କୁକୁର ପ୍ରତି ଘୃଣାଭାବ ଥିବ ତାହା ଦୂର ହୋଇଯିବ। ଏହି ଭିଡିଓରେ ଦେଖାଯାଏ ଯେ, ଭୋକିଲା ମା’କୁ ଖାଇବାକୁ ନ ଦେଇ ପୁଅ ଖାଉଥିବା ଦେଖି କୁକୁରଟି ନେଇଛି ଏକ ଉତ୍ତମ ପଦକ୍ଷେପ।
କଳା ସମୁଦ୍ର ଦେଖିଛନ୍ତି । କଳା ସାଗରର ନାଁ ଶୁଣି ଆଶ୍ଚର୍ଯ୍ୟ ହେଲେ ନା । ସମୁଦ୍ର କଣ କଳା ହୋଇପାରେ କି । ଆମ ବିଚିତ୍ର ବିଶ୍ୱରେ ସବୁ କିଛି ସମ୍ଭବ । ଏହା ଏକ ମହାଦ୍ୱୀପ ସମୁଦ୍ର । ଯାହା ଦକ୍ଷିଣ ପୂର୍ବ ୟୁରୋପ, କକେସସ୍, ଓ ଅନାତୋଲିଆ ସବ ଆଏଲ୍ୟାଣ୍ଡ ସହ ଜଡିତ । ତେବେ କଣ ଏହି କଳା ସାଗର । ବାସ୍ତବରେ କଣ ହୋଇଥାଇ ପାରେ ଏହାର ରହସ୍ୟ ।
ସରକାରୀ ପ୍ରେସରେ ବାଲଟ ପେପର ଛପା ଚାଲିଛି । ପ୍ରାର୍ଥୀଙ୍କୁ ଆଲଫାବେଟିକାଲ ଅର୍ଡରରେ ସିମ୍ବଲ ଆଲର୍ଟ କରାଯିବ ।
ଗୋଟିଏ ଛେଳି ମଣିଷ ପରି ଏକ ସନ୍ତାନକୁ ଜନ୍ମ ଦେଇଛି। ଯେଉଁମାନେ ଏହି ଘଟଣାକୁ ଦେଖୁଛନ୍ତି ସେମାନେ ନିଜ ଆଖିକୁ ବିଶ୍ୱାସ କରିପାରୁ ନାହାନ୍ତି। ଏହି ମାମଲା ଆସାମ ରାଜ୍ୟର କଛାର ଜିଲ୍ଲାର ବୋଲି ଜଣାପଡିଛି।
ହାତରେ ଆଉ ମାତ୍ର କେଇଟା ଦିନ। ନୂଆ ବର୍ଷଠାରୁ ନୂଆ ନିୟମ ମାନିବାକୁ ହେବ। ବର୍ଷ ୨୦୨୨ରୁ ପକେଟ୍ ଉପରେ ପଡିବାକୁ ଯାଉଛି ପ୍ରଭାବ। ନୂଆ ବର୍ଷ ଖୁସି ଆଣୁଛି ସତ, କିନ୍ତୁ ଦରବୃଦ୍ଧି ଚିନ୍ତା ମଧ୍ୟ ଆଣୁଛି। ଏବେ ଜାଣନ୍ତୁ କ’ଣସବୁ ବଢୁଛି...
ଓଡ଼ିଶାରେ ମଧ୍ୟ ଫଳିଲା କାଶ୍ମୀର ରେଡ୍ ଆପଲ୍ ବେରୀ। ଏହା କରି ଦେଖାଇଛନ୍ତି ଏମ୍.ଏ. ପଢୁଆ ଚାଷୀ ଉପେନ୍ଦ୍ର ବିଶ୍ୱାଳ। ଏଥିରେ ତାଙ୍କୁ ସାହାଯ୍ୟ କରିଥିଲେ ତାଙ୍କ ପତ୍ନୀ। ଫେସବୁକ୍ ଓ ୟୁଟ୍ୟୁବରେ ଦେଖି ସେମାନେ କେମିତି ଚାରା ସଂଗ୍ରହ କଲେ, ଆଉ ଏହି ଫଳଟି କେମିତି ଛୋଟ ସେଓ ପରି ଦିଶୁଛି ଆସନ୍ତୁ ଦେଖିବା।
ବିବାହ ପରେ ବରକନ୍ୟା ଫେରୁଥିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ବରକନ୍ୟା ଗୁରୁତର ଅଛନ୍ତି ।
ଜାତୀୟ ସ୍ତରୀୟ ଉଦ୍ୟାନ ଭାବରେ ଶୋଭା ପାଇବ ନନ୍ଦନକାନନ । ଆସିବେ ନୂଆ ପଶୁପକ୍ଷୀ।
ବଜାରରେ ଏବେ ମିଳିଲାଣି ବାହୁବଳୀ ଗୁପ୍ଚୁପ୍। ଏହା ଦେଖିବାକୁ ଖୁବ ସ୍ୱତନ୍ତ୍ର। ଏଥିରେ ଦିଆଯାଉଛି ୫ ପ୍ରକାରର ପାଣି। ଏହା ଭିତରେ ଆଳୁ ଭର୍ତ୍ତି କରିବା ପରିବର୍ତ୍ତେ, ଏହାର ଉପରେ ପୂରା ଦେଉଳିଆ କରି ଲଦିଦିଆଯାଉଛି ଏବଂ ଆଳୁ ଉପରେ ଦହି, ସେଓ, ବୁନ୍ଦି ଆଉ କିଛି ଡାଳିମ୍ବ ମଞ୍ଜି ମଧ୍ୟ ପଡୁଛି।