ଏମିତି ଥିଲା ବର୍ଷ-2021। ମହାଲିଙ୍ଗ କଲେଜରୁ କଟକ ମହାନଗର ନିଗମ ପର୍ଯ୍ୟନ୍ତ ସବୁଠି ହୋଇଥିଲା ହଙ୍ଗାମା। ଯାହାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ନେତା, ମନ୍ତ୍ରୀ ଓ ବିଧାୟକ। ନୂଆବର୍ଷକୁ ସ୍ୱାଗତ କରିବା ଆଗରୁ ଦେଖନ୍ତୁ ସେସବୁର କିଛି ଝଲକ୍...
Published: Otv Khabar Bureau
Last updated: 31 December 2021, 10:53 AM IST
୨୦୨୨ ଜାନୁଆରୀ ୧ ତାରିଖରେ ଦେଶର ଚାଷୀଙ୍କ ହାତକୁ ଆସିବ ମୋଦୀଙ୍କ ଟଙ୍କା। ଏହି ଦିନ ୧୦ କୋଟିରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟରେ ୨୦ ହଜାର କୋଟିରୁ ଅଧିକ ଟଙ୍କା ଜମା ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।