• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bsky Health Card

ସ୍ୱାସ୍ଥ୍ୟକାର୍ଡରେ ସାଂଘାତିକ ସ୍କାମ୍‌ !
ସ୍ବାସ୍ଥ୍ୟ କାର୍ଡରେ ବଡ ଧରଣର କେଳେଙ୍କାରୀ

ସ୍ୱାସ୍ଥ୍ୟକାର୍ଡରେ ବଡ ଧରଣର କେଳେଙ୍କାରୀ । ବଲାଙ୍ଗିରରୁ ରାୟପୁରକୁ ଚାଲିଛି ରୋଗୀ ବୁହା । ସ୍ୱାସ୍ଥ୍ୟକାର୍ଡରୁ ଉଠୁଥିଲା ଟଙ୍କା ।

BSKY
'ସବୁ ସରକାରୀ ଓ ଘରୋଇ ହସ୍ପିଟାଲ୍‌ରେ BSKY ଜାରି ରହିବ'

ରାଜ୍ୟରେ ଜାରି ରହିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ବଜେଟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ବ୍ୟବସ୍ଥା ରହିଛି। ସମସ୍ତଙ୍କୁ ଏହି କାର୍ଡ ମିଳିବ। ପର୍ଯ୍ୟାୟକ୍ରମେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। 

BSKY Health Card
କାମ ଦେଉନି ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ! କାର୍ଡ ଥାଇ ବି ମଗା ଯାଉଛି ଟଙ୍କା !

ରୋଗୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା BSKY ସ୍ମାର୍ଟ ହେଲ୍‌ଥ୍‌ କାର୍ଡ କାମ ଦେଉ ନଥିବା ଅଭିଯୋଗ ହୋଇଛି।