• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

manoj
ଲାଞ୍ଚ ନେଇ ଗିରଫ ହୋଇଥିଲେ ନେତା; ଦଳରୁ ବହିଷ୍କାର କଲା ବିଜେପି

ନୂଆଦିଲ୍ଲୀ: ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର ହେଲେ ମ୍ୟୁନିସିପାଲିଟି କାଉନ୍‌ସିଲର ମନୋଜ ମହଲୱତ। ଭ୍ରଷ୍ଟାଚାର ଅଭିଯୋଗରେ ଗତକାଲି ତାଙ୍କୁ ସିବିଆଇ ଗିରଫ କରିବା ପରେ ଆଜି ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛନ୍ତି ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା। ଏନେଇ ଦିଲ୍ଲୀ ବିଜେପି ପ୍ରବକ୍ତା ପ୍ରବୀଣ ଶଙ୍କର ସୂଚନା ଦେଇଛନ୍ତି। ସେ କହିଛନ୍ତି କାଉନ୍‌ସିଲର ମନୋଜ ମହଲୱତଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ପ୍ରାଥମିକ ତଦନ୍ତ ରିପୋର୍ଟ ଆସିବା […]

  • Wednesday, 30 June 2021
5--Dec
ତିନି ରାତିରେ ତିନି ହତ୍ୟା; କାହିଁକି ଜଣକ ପରେ ଜଣକୁ ହତ୍ୟା କରୁଥିଲା ଏହି ଭୟଙ୍କର ଅପରାଧୀ ?

ଗୁରୁଗ୍ରାମ: ତିନି ରାତିରେ ୩ଟି ହତ୍ୟାକାଣ୍ଡ ଭିଆଇଲା ୨୨ ବର୍ଷୀୟ ସିରିଏଲ୍‌ କିଲର ମହମ୍ମଦ ରାଜୀ। ସେ ପୁଣି ଅଜବ ପ୍ରକାର ହତ୍ୟାକାଣ୍ଡ। କେମିତି ଲଗାତାର ଘଟୁଛି ବୀଭତ୍ସ୍ୟ ହତ୍ୟାକାଣ୍ଡ, ତାର ଖିଅ ପାଇଲାନି ପୋଲିସ। କିନ୍ତୁ ଆଇନର ହାତ ବେଶ୍ ଲମ୍ବା। ହତ୍ୟାକାରୀ ଯେତେ ଚାଲାକ୍ ହେଲେବି ପୋଲିସ ପଞ୍ଝାରେ ପଡ଼ିବା ଥୟ। ଏମିତି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ତିନିଟି ରାତିରେ ହରିୟାଣାର ଗୁରୁଗ୍ରାମରେ ଘଟିଛି। ଏବେ ସିରିୟଲ ମହମ୍ମଦଙ୍କୁ ଇଫ୍‌କୋ ଚୌକ ଦିଲ୍ଲୀରୁ ଗିରଫ […]

  • Wednesday, 30 June 2021
murder
ଇଞ୍ଜିନିୟର ପତ୍ନୀଙ୍କୁ ମାରି ସୁଟ୍‌କେସ୍‌ରେ ରଖି ପୋତିଦେଲେ ସ୍ୱାମୀ

ତିରୁପତି: ଆନ୍ଧ୍ରପ୍ରଦେଶ ତିରୁପତିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ପତ୍ନୀକୁ ପୋଡି ହତ୍ୟା କରିବା ପରେ ମରଶରୀରକୁ ସୁଟକେସରେ  ରଖି ଏକ ନିଛାଟିଆ ସ୍ଥାନରେ ପୋତି ଦେଇଛନ୍ତି ସ୍ୱାମୀ ।  ପୋଲିସ ସୁଟକେସକୁ ଉଦ୍ଧାର କରିବା ପରେ ଘଟଣା ପଦାକୁ ଆସିଛି…

  • Wednesday, 30 June 2021
farmer
କୃଷକ ଆନ୍ଦୋଳନ: ବୈଠକରେ ଚାଷୀ କହିଲେ, ବହୁତ ହୋଇଗଲା ଆଲୋଚନା ଏବେ ଲେଖିକି ଦିଅ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନ୍‌କୁ ବିରୋଧ କରୁଥିବା ବିକ୍ଷୋଭକାରୀ ଚାଷୀଙ୍କ ସହିତ କେନ୍ଦ୍ର ସରକାରଙ୍କର ୫ ପର୍ଯ୍ୟାୟ ବୌଠକ ଜାରି ରହିଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ବାଣିଜ୍ୟମନ୍ତ୍ରୀ ପୁୟୂଷ ଗୋୟଲ ଓ ଗୃହମନ୍ତ୍ରୀ ରାଜନାଥ ସିଂହ ଚାଷୀ ସାମିଲ୍ ହୋଇଛନ୍ତି। ଦିଲ୍ଲୀ ବିଜ୍ଞାନ ଭବନରେ ଏହି ବୈଠକ ଜାରି ରହିଛି। ଏଥିରେ  ୪୦ ଜଣ କୃଷକ ପ୍ରତିନିଧୀ ଦଳ ସାମିଲ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନରେ […]

  • Wednesday, 30 June 2021
mukiul-roy
ଟିଏମ୍‌ସି ବିଧାୟକ ସତ୍ୟଜିତଙ୍କ ହତ୍ୟାକାଣ୍ଡ ଘଟଣା; ସିଆଇଡି ଚାର୍ଜଶିଟ୍‌ରେ ବିଜେପି ଜାତୀୟ ପ୍ରବକ୍ତା ମୁକୁଲ ରୟଙ୍କ ନାଁ

କୋଲକାତା: ଟିଏମ୍‌ସି ବିଧାୟକ ସତ୍ୟଜିତ ବିଶ୍ୱାସ ହତ୍ୟାକାଣ୍ଡର ତଦନ୍ତ କରୁଥିବା ପଶ୍ଚିମବଙ୍ଗ ସିଆଇଡି ଚାର୍ଜସିଟ୍‌ରେ ବିଜେପି ଜାତୀୟ ପ୍ରବକ୍ତା ମୁକୁଲ ରୟଙ୍କ ନାଁ ରହିଛି। ସତ୍ୟଜିତଙ୍କ ହତ୍ୟା ଷଡ଼ଯନ୍ତ୍ରକାରୀ ଭାବେ ସିଆଇଡି ଚାର୍ଜସିଟିରେ ମୁକୁଲ ରୟଙ୍କ ନାଁ ରହିଥିବା ସୂଚନା ମିଳିଛି। ରାନଘାଟ ଏସିଜେଏମ୍‌ ‌କୋର୍ଟରେ ସିଆଇଡି ଶନିବାର ଚାର୍ଜଶିଟ୍ ଦାଖଲ କରିଛି। ସିଆଇଡି ଚାର୍ଜଶିଟ୍‌ ମୁକଲଙ୍କୁ ମିଶାଇ ମୋଟ ୫ ଜଣଙ୍କ ନାଁ ରହିଛି। ଏମାନଙ୍କ ମଧ୍ୟରେ ଆଉ ଜଣେ ବିଜେପି ସାଂସଦ ଜଗନ୍ନାଥ ସରକାରଙ୍କର […]

  • Wednesday, 30 June 2021
delhi
ଗାଜିପୁର ସୀମାରେ ବିଜେପି କର୍ମୀ ଓ କୃଷକ ମୁହାଁମୁହିଁ : ଗାଡ଼ି ଭଙ୍ଗାରୁଜା କଲେ ଚାଷୀ ଭାଇ

ନୂଆଦିଲ୍ଲୀ : ବିଜେପି କର୍ମୀ ଓ କୃଷକ ମୁହାଁମୁହିଁ ।  ଦିଲ୍ଲୀର ଗାଜିପୁର ସୀମାରେ କୃଷକ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ନେତାଙ୍କ ମଧ୍ୟରେ ହଙ୍ଗାମା ହୋଇଛି । ବିଜେପି କର୍ମୀମାନେ ଜଣେ ନେତାଙ୍କ ସ୍ୱାଗତ ପାଇଁ ଯାଇଥିବା ବେଳେ…

attack
ଫେସବୁକରେ ଥିବା ପ୍ରୋଫାଇଲ୍ ଫଟୋକୁ ପରିହାସ କରିବା ପଡ଼ିଲା ମହଙ୍ଗା : ରାଗରେ ଦୁଇ ଯୁବକଙ୍କୁ ଛୁରିରେ ଆକ୍ରମଣ

ଇନ୍ଦୋର : ଫେସବୁକ ପ୍ରୋଫାଇଲ୍ ଫଟୋର ମଜାକ୍ ଉଡାଇବା ମହଙ୍ଗା ପଡ଼ିଲା । ପରିହାସ ସହ୍ୟ କରିନପାରି କିଛି ଲୋକଙ୍କ ସହ ଦୁଇ ଯୁବକଙ୍କୁ ଛୁରିରେ ଆକ୍ରମଣ କଲେ ଅଭିଯୁକ୍ତ । ସାମାନ୍ୟ ଏକ ଫଟୋ ପାଇଁ ମଧ୍ୟପ୍ରଦେଶର ଇନ୍ଦୋରରେ ଏପରି…

  • Wednesday, 30 June 2021
flight
ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା

 ଅନ୍ତର୍ଜାତୀୟ ବିମାନ ଉପରେ ବ୍ୟାନ୍ ଜାରି ରହିଛି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା କଟକଣା କୋଭିଡ-୧୯ ପାଇଁ ଉଭୟ ଭାରତକୁ ଓ ଭାରତରୁ ଉଡ଼ାଣ କଟକଣା କାର୍ଗୋ ଅପରେସନ ଓ ସ୍ପେଶାଲ ଉଡ଼ାଣ ନେଇ କୌଣସି କଟକଣା ନାହିଁ DGCA…

kerala
କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିପାରିବେ ପରିବାର ଲୋକ : ଅନୁମତି ପ୍ରଦାନ କଲେ ସରକାର

ଥିରୁବନ୍ତପୁରମ୍ : କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିବାକୁ ପରିବାର ଲୋକଙ୍କୁ ଅନୁମତି । ଦକ୍ଷିଣ ରାଜ୍ୟ ଗୁଡ଼ିକରେ କରୋନା ପ୍ରକୋପ କମି ନଥିବା ବେଳେ ବଡ଼ ନିଷ୍ପତ୍ତି ନେଇଛନ୍ତି କେରଳ ସରକାର । ଦେଶରେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରେ…

  • Wednesday, 30 June 2021
sc
କରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ବାଧ୍ୟତାମୂଳକ : ନିଷ୍ପତ୍ତି ଶୁଣାଇଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ : କରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ବାଧ୍ୟ କେନ୍ଦ୍ର ସରକାର । ଯେଉଁମାନେ କରୋନା କାରଣରୁ ପ୍ରାଣ ହରାଇଛନ୍ତି, ସରକାର ସେମାନଙ୍କ ପରିବାରକୁ କ୍ଷତିପୂରଣ ଦେବା ଉଚିତ୍ ବୋଲି ସଫା ସଫା ଶୁଣାଇଛନ୍ତି ସୁପ୍ରିମକୋର୍ଟ । କ୍ଷତିପୂରଣ ପ୍ରଦାନ…

corona
୮୧ ଦିନ ପରେ ଦେଶରେ ସବୁଠାରୁ କମ୍ ମୃତ୍ୟୁ : ୨୪ ଘଣ୍ଟାରେ ୪୫,୯୫୧ ନୂତନ ସଂକ୍ରମିତ ଚିହ୍ନଟ

  ଆଜି ମଧ୍ୟ ୫୦ ହଜାର ତଳେ ଦୈନିକ ସଂକ୍ରମଣ ଗତ ୨୪ ଘଣ୍ଟାରେ ୪୫ ହଜାର ୯୫୧ କରୋନା ପଜିଟିଭ ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩ ଲକ୍ଷ ୬୨ ହଜାର ୮୪୮କୁ ବୃଦ୍ଧି ନୂଆଦିଲ୍ଲୀ :…

jammu
ଜମ୍ମୁରେ ପୁଣି ଦେଖାଗଲା ୩ ଟି ଡ୍ରୋନ୍

  ପ୍ରତିରକ୍ଷା ଶିବିର ନିକଟରେ ପୁଣି ଉଡିଲା ଡ୍ରୋନ୍ ପୁଣି ଜମ୍ମୁରେ ୩ଟି ଡ୍ରୋନ ଉଡ଼ିବାର ଦୃଶ୍ୟ ସାମ୍ନାକୁ ଆସିଲା ଜମ୍ମୁ : ଭାରତ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର ଆଶଙ୍କା । ଜାମ୍ମୁରେ ପୁଣି ଉଡ଼ିଲା ଡ୍ରୋନ୍ । ବାୟୁସେନା…

  • Wednesday, 30 June 2021
covaxin
ଆଲଫା ଓ ଡେଲଟା ଭାରିଏଣ୍ଟ୍ ଉପରେ ପ୍ରଭାବଶାଳୀ କୋଭାକ୍ସିନ୍ : ଦାବି କଲା ୟୁଏସର ଶୀର୍ଷ ସଂସ୍ଥା

ୱାସିଂଟନ୍ : କାଟୁ କରୁଛି କୋଭାକ୍ସିନ୍ ।  କରୋନା ଭାଇରସର ଆଲଫା ଏବଂ ଡେଲଟା ଭାରିଆଣ୍ଟ୍ ପାଇଁ ପ୍ରଭାବଶାଳୀ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକା । ଆମେରିକାର ସର୍ବୋଚ୍ଚ ସ୍ୱାସ୍ଥ୍ୟ ଅନୁସନ୍ଧାନ ପ୍ରତିଷ୍ଠାନ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ…

twitter
ପୁଣି ବଢିଲା ଟ୍ୱିଟର ପାଇଁ ଅଡ଼ୁଆ: ଚାଇଲ୍‌ଡ ପର୍ଣ୍ଣୋଗ୍ରାଫି ବିରୋଧରେ ମାମଲା

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସୋସିଆଲ ସାଇଟ୍ ଟ୍ୱିଟର ବିରୋଧରେ ପୁଣି ମାମଲା । ଶିଶୁ ଯୌନ ଅଶ୍ଳୀଳତା ଅଭିଯୋଗରେ ଦିଲ୍ଲୀରେ ଏହି ମାମଲା ରୁଜୁ ହୋଇଛି । ଟ୍ୱିଟର ବିରୋଧରେ ଏହା ୪ର୍ଥ ମାମଲା। ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ…

Couple
ବିବାହିତ ହୋଇ ବି ଭୁଲିଗଲେ...ପତ୍ନୀଙ୍କୁ କହିଲେ ଚାଲ ଆମେ ବିବାହ କରିବା, କଣ ଥିଲା ପୂରା ଘଟଣା?

ନୂଆଦିଲ୍ଲୀ: ଆଲଜାଇମର ରୋଗ କଣ? ଯଦି ଏହି ରୋଗରେ କୌଣସି ମଣିଷ ଶିକାର ହୁଅନ୍ତି ତେବେ କଣ ହେବ? ତେବେ ଆମେ ଆପଣଙ୍କୁ ଆଜି ଏମିତ ଏକ ଘଟଣା କହିବୁ ଯାହାକୁ ଜାଣିବା ପରେ ଆପଣମାନଙ୍କ ମନରେ ଥିବା ସମସ୍ତ ପ୍ରଶ୍ନ…

  • Tuesday, 29 June 2021
River
ଏହି ନଦୀ ବିଶ୍ୱର ସବୁଠୁ ସ୍ୱଚ୍ଛ ନଦୀ

ଭାରତରେ ପାଖାପାଖି ୪୦୦ରୁ ଅଧିକ ନଦୀ ରହିଛି। ଆଉ ସେ ସବୁ ଭିତରୁ ପ୍ରତ୍ୟେକଟି ନଦୀ କିଛି ଭିନ୍ନ ଭିନ୍ନ କାରଣରୁ ଖାସ୍। କିଛି ନଦୀ ଆମ ସଂସ୍କୃତି ଅନୁଯାୟୀ ଖାସ୍ ତ ଆଉ କିଛି ନଦୀ ନିଜର ସୁନ୍ଦରତା କାରଣରୁ ଖାସ୍ ଥାଏ।

  • Tuesday, 29 June 2021
moderna
ମଡର୍ଣ୍ଣା ଟିକା ଆମଦାନୀକୁ ଅନୁମତି : ୯୪.୧ ପ୍ରତିଶତ ଫଳପ୍ରଦ ହେଉଥିବା WHO ପକ୍ଷରୁ ଆକଳନ

  ଖୁବ୍ ଶୀଘ୍ର ଭାରତ ଆସିବ କରୋନା ଟିକା ମଡର୍ଣ୍ଣା ମଡର୍ଣ୍ଣା ଟିକା ଆମଦାନୀ ଆବେଦନକୁ DCGIର ମଂଜୁରୀ ଔଷଧ କଂପାନୀ ସିପଲାକୁ ଆମଦାନୀ ଅନୁମତି ଦେଲା DCGI ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମଡର୍ଣ୍ଣା ଟିକାକୁ ଅନୁମତି ଦେଇଛି…

  • Tuesday, 29 June 2021
google-fb
ଫେସବୁକ୍‌ ଓ ଗୁଗଲ୍ ପାଇଁ ବଢୁଛି ଅଡ଼ୁଆ

ଗୁଗଲ୍ ଓ ଫେସବୁକ୍‌ ପାଇଁ ବି ବଢୁଛି ଅଡ଼ୁଆ । ଆଜି ହାଜର ହେବାକୁ ସମନ୍ ଜାରି କରିଥିଲା ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟି । ସୋସିଆଲ ମିଡିଆ ଫେସବୁକ୍ ଓ ସର୍ବାଧିକ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗଲର ପ୍ରତିନିଧିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା

  • Tuesday, 29 June 2021
drone
କିଭଳି କରିହେବ ଘାତକ ଡ୍ରୋନର ମୁକାବିଲା ? କ’ଣ ଏହାର ପ୍ରତିକାର?

ନୂଆଦିଲ୍ଲୀ : ଆକାରରେ ଚଢେଇ ଠାରୁ ବି କ୍ଷୁଦ୍ର, ମାତ୍ର ଆକ୍ରମଣ କ୍ଷମତା ଅତି ଘାତକ । ଅତି ଗୋପନୀୟ ଭାବେ ଗତି କରିପାରୁଥିବା ଡ୍ରୋନ୍ ଗୁଡିକୁ ସାଧାରଣ ରାଡାରରେ ଧରିବା ସମ୍ଭବ ନୁହେଁ । ଏଗୁଡିକୁ ଠାବ କରିବା ଲାଗି…

  • Tuesday, 29 June 2021
drone-attack
ଜାମ୍ମୁରେ ଦେଖାଯାଇଥିବା ଡ୍ରୋନ ଆସିଲା କେଉଁଠୁ?

ଘନଉଛି ଡ୍ରୋନ ବିପଦ । ଗତ ରବିବାର ରାତିରେ ଜମ୍ମୁ ଏୟାରବେସ୍ ଉପରେ ସନ୍ଦିଗ୍ଧ ଡ୍ରୋନ ଆକ୍ରମଣ ସୁରକ୍ଷାରେ ନିୟୋଜିତ ସଂସ୍ଥାଙ୍କ ଆଖି ଖୋଲି ଦେଇଛି

  • Tuesday, 29 June 2021
twitter
ନିୟମ ମାନୁନି, ମନମାନି କରୁଛି ଟ୍ୱିଟର

କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ନେଇ ଖପ୍ପା ହୋଇଠି ଟ୍ୱିଟର । ଆଇଟି ନିୟମକୁ ଟ୍ୱିଟର ଜାଣିଶୁଣି ଅମାନ୍ୟ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଅଭିଯୋଗ କରିଥିବା ବେଳେ ଏବେ କେନ୍ଦ୍ର ସରକାରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛି ଟ୍ୱିଟର

  • Tuesday, 29 June 2021
marrriage
ବିବାହ ଦିନ ପ୍ରେମିକ ସହ ଫେରାର ମାରିଲା କନ୍ୟା : ଥାନାରେ କଇଁ କଇଁ କାନ୍ଦିଲା ବର

ବାରାଣାସୀ : ବିବାହ ଦିନ ପ୍ରେମିକ ସହ ଛୁ ମାରିଲା କନ୍ୟା । ଶିଶୁପାଳ ସାଜି ଥାନାରେ ଏତାଲା ଦେଲା ବର । ଉତ୍ତରପ୍ରଦେଶ ବାରାଣାସୀରେ ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ବିବାହ ଦିନ ବରଯାତ୍ରୀ ଆସିବା ପୂର୍ବରୁ ଯୁବତୀ…

  • Tuesday, 29 June 2021
ସ
ମହିଳାଙ୍କୁ ମିଳିବ କି ଏକରୁ ଅଧିକ ସ୍ୱାମୀ ରଖିବାର ଅଧିକାର ? ପ୍ରସ୍ତାବକୁ ନେଇ ବିତର୍କ ଆରମ୍ଭ

ଦକ୍ଷିଣ ଆଫ୍ରିକାରେ ସରକାରଙ୍କ ପ୍ରସ୍ତାବକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଏହି ପ୍ରସ୍ତାବରେ ମହିଳାଙ୍କୁ ଏକ ସମୟରେ ଏକାଧିକ ବିବାହକୁ ଆଇନସିଦ୍ଧ କରିବାକୁ କୁହାଯାଇଛି । କିନ୍ତୁ ପ୍ରସ୍ତାବ ଆସିବା ମାତ୍ରେ ଏହାର ବିରୋଧ ଆରମ୍ଭ ହୋଇଯାଇଛି । ରୂଢ଼ିବାଦୀ…

  • Tuesday, 29 June 2021
anil deshmukh
ଆର୍ଥିକ ଦୁର୍ନୀତି ମାମଲା : ଆଜି ଇଡିରେ ହାଜର ହେବେନି ଅନୀଲ ଦେଶମୁଖ

  ଅସୁସ୍ଥ ଥିବା କହିଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନଲାଇନ୍ ବୟାନ୍ ରେକର୍ଡ କରିବାକୁ ନିବେଦନ ମୁମ୍ବାଇ : ଇଡିରେ ହାଜରେ ହେବେନି ଅନୀଲ ଦେଶମୁଖ ।  ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଶମନ ପଠାଇଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।…

  • Tuesday, 29 June 2021
drone
୨ ଦିନ ଭିତରେ ଜମ୍ମୁରେ ୪ ଥର ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ

ଶ୍ରୀନଗର: ପୁଣି ଜମ୍ମୁରେ ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ। ସୋମବାର ଓ ମଙ୍ଗଳବାର ମଧ୍ୟ ରାତ୍ରରେ ଜମ୍ମୁର ୩ଟି ଭିନ୍ନ ଭିନ୍ନ ସ୍ଥାନରେ ୩ଟି ସନ୍ଦିଗ୍ଧ ଡ୍ରୋନ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରଥମ ଡ୍ରୋନ କାଲୁଚକ୍‌ କ୍ୟାଣ୍ଟନମେଣ୍ଟ…

  • Tuesday, 29 June 2021