• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Brutal Taliban

taliban
ତାଲିବାନୀ ଶାସନର ଅସଲ ଚେହେରା : ପୁରୁଷ ସମ୍ପର୍କୀୟଙ୍କ ବିନା ଦୂର ଯାତ୍ରାରେ ଯାଇପାରିବେନି ମହିଳା

ସାଥୀରେ ପୁରୁଷ ଥିଲେ ହିଁ ମହିଳାଙ୍କୁ ଦୂର ଯାତ୍ରା କରିବାକୁ ଅନୁମତି ମିଳିବ । ୭୨ କିଲୋମିଟରରୁ ଅଧିକ ଯାତ୍ରା କରୁଥିବା ମହିଳାଙ୍କ ସହ ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟ ଯାତ୍ରା କରିବେ । ଏହା ନହେଲେ ଯାତାୟତ ପାଇଁ ଅନୁମତି ଦିଆଯିବ ନାହିଁ ।

taliban arrive at afghanistan cricket board
ଆଫଗାନିସ୍ତାନ କ୍ରିକେଟ ବୋର୍ଡରେ ପଶିଲା ତାଲିବାନ

ଆଫଗାନିସ୍ତାନକୁ ସମ୍ପୂର୍ଣଭାବେ ନିଜ ନିୟନ୍ତ୍ରଣକୁ ନେବା ପରେ ତାଲିବାନର ନଜର ଏବେ ଆଫଗାନିସ୍ତାନର କ୍ରିକେଟ ବୋର୍ଡ ଉପରେ। ଏହି ଆତଙ୍କବାଦୀ ସଂଗଠନ କାବୁଲରେ ଥିବା ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଅକ୍ତିଆର କରିବାର ଚିତ୍ର ସାମ୍ନାକୁ ଆସିଛି।

Manoranjan
ତାଲିବାନ ବର୍ବରତା ନେଇ ପ୍ରତ୍ୟକ୍ଷ ଅନୁଭୂତି ରଖିଲେ ଓଡିଆ ଯୁବ ଇଂଜିନିୟର୍‌

ତାଲିବାନ ବର୍ବରତା ନେଇ ପ୍ରତ୍ୟକ୍ଷ ଅନୁଭୂତି ରଖିଲେ ଓ ଇଂଜିନିୟର୍‌ ଯୁବକ ଆଫଗାନରେ ୫ ବର୍ଷର ଅଭିଜ୍ଞତା କହିଲେ। କେନ୍ଦ୍ରାପଡ଼ାର ମନୋରଞ୍ଜନ ସାହୁ ଆମେରିକାନ୍ ଆର୍ମି ବେସ୍‌ରେ ପ୍ରପର୍ଟି ସ୍ପେଶାଲିଷ୍ଟ ଭାବେ କାମ କରୁଥିଲେ। ଆର୍ମି ବେସ୍‌ରୁ ବାହାରକୁ ଆସିବା ଅନୁମତି ନ ଥିଲା, କମ୍ ସମୟ ବାହାରୁ ଥିଲେ। ତାଲିବାନର ବର୍ବରତା ନେଇ ମଧ୍ୟ ଅଭିଜ୍ଞତାରୁ ସୂଚନା ଦେଲେ ମନୋରଞ୍ଜନ। ମହିଳାଙ୍କ ସ୍ୱାଧୀନତା ବୋଲି କିଛି ନାହିଁ, ତାଲିବାନ ଯୌନ ଶୋଷଣ କରନ୍ତି। ତାଲିବାନ ପଟୁ ଆକ୍ରମଣ ହେଲେ ଆଗୁଆ ସାଇରନ ବାଜି ଉଠେ ଆମେ ବଙ୍କର ଭିତରକୁ ପଶିଯାଉ, ବେଳେ ବେଳେ ଦେଢ଼ ଦିନ ରହିଥାଉ। ତାଲିବାନ ଆମେରିକା ସେନାକୁ ଡରୁଥିଲେ ବୋଲି କହିଲେ ମନୋରଞ୍ଜନ।

Brutal Taliban
୯୦ ଦଶକର କ୍ରୁର ତାଲିବାନ ଶାସନ : ସର୍ଟ ପିନ୍ଧିଲେ ମୁଣ୍ଡ କାଟ

ତାଲିବାନ ପୁଣି ଆଫଗାନିସ୍ତାନକୁ କବ୍ଜାକୁ ନେଇଛି। ପ୍ରାୟ ସମସ୍ତ ଆଫଗାନିସ୍ତାନକୁ କାବୁ କରି ନେଇଛି। ଅଳ୍ପ କିଛି ଛୋଟ ଅଂଶ ବ୍ୟତୀତ ତାଲିବାନ ସଂଗ୍ରାମୀମାନେ ଆଫଗାନିସ୍ତାନର ସମସ୍ତ ପ୍ରଦେଶର ରାଜଧାନୀକୁ କାବୁ କରି କାବୁଲରେ ପହଞ୍ଚିଥିଲେ। ଯେ ଆଫଗାନିସ୍ତାନର ଅନେକ ପ୍ରଦେଶରେ ତାଲିବାନ ଏକ ରକ୍ତାକ୍ତ ଖେଳ ଖେଳିଛି। ଲୋକମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି।