ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା DCGI ଏନେଇ ଅନୁମତି ପ୍ରଦାନ କରିଛନ୍ତି ।
ଦେଶରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍। ଏହି କିଛି ଦିନରେ ଏହା ହୁହୁ ହୋଇ ବଢୁଥିବା ଦେଖିବାକୁ ମିଳିଛି। ହେଲଥ୍ ଏକ୍ସପର୍ଟଙ୍କ କହିବା ମୁତାବକ ଓମିକ୍ରନ ଲକ୍ଷଣକୁ କମ୍ କରିବାର ସବୁଠୁ ଭଲ ଉପାୟ ହେଉଛି ଭ୍ୟାକ୍ସିନେସନ୍। କିନ୍ତୁ ଅନେକ ଭ୍ୟାକସିନ୍ ନେଇଥିବା ଲୋକେ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି। କିନ୍ତୁ ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ କ୍ଷେତ୍ରରେ ଲକ୍ଷଣ ଖୁବ୍ କମ୍ ରହିଛି । ଯେଉଁମାନେ ଓମିକ୍ରନରେ ଆକ୍ରାନ୍ତ ହେଉଛନ୍ତି ତାଙ୍କୁ ଜଣା ନଥାଏ ସେମାନେ କେଉଁ ଖାଦ୍ୟ ଖାଇବେ, ଖାସ୍ କରି ଯେଉଁମାନଙ୍କୁ ଭୋକ ନ ଲାଗୁଛି। କାହିଁକି ନା ଭୋକ ନ ଲାଗିବା ବି ଓମିକ୍ରନର ଏକ ଲକ୍ଷଣ ।
ରସଗୋଲା ଭୋଗ ଲଗାଇ ଔଷଧ ଦୋକାନୀଙ୍କ ଲୁଟ୍ କରୁଥିଲେ ଦୁର୍ବୃତ୍ତ । ଏବେ ପଡ଼ିଲେ ପୋଲିସ୍ ପଞ୍ଛାରେ ।
ଅରୁଣାଚଳ ପ୍ରଦେଶର ନିଖୋଜ ଯୁବକ ମିରାମଙ୍କୁ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି ଭାରତୀୟ ସେନାକୁ ହସ୍ତାନ୍ତର କରିଛି ।
ମହାମାରୀ କରୋନା ପାଇଁ ଦେଶର ରାଜଧାନୀ ଦିଲ୍ଲୀରେ ଲାଗିଥିବା କଟକଣା କିଛିକାଂଶରେ ପ୍ରତ୍ୟାହାର କରାଯାଇଛି । ଏବେ ସଂକ୍ରମଣ କମିଥିବାରୁ ଦିଲ୍ଲୀ ସରକାର କଟକଣା ହଟାଇଛନ୍ତି ।
କମିଛି ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୭୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୮୬୦ ଟଙ୍କା ରହିଛି। ଆଜି ରୁପା ମୂଲ୍ୟ କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୦୦ ଟଙ୍କା କମି ୬୪,୨୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।
ପୁଅର ପ୍ରେମ ପାଇଁ ଦଣ୍ଡ ପାଇଲା ମା’ । ତାମିଲନାଡୁର ବିରୁଦ୍ଧୁନଗର ଜିଲ୍ଲା ଅନ୍ତର୍ଗତ ବାଗାଇକୁଲମ ଗାଁରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା । ପୁଅ ଗାଁରେ ରହୁଥିବା ଅନ୍ୟ ଜାତିର ଝିଅକୁ ନେଇ ଫେରାର ହୋଇ ଯିବାରୁ କିଛି ଲୋକ ତା ମାଆ କୁ ଖୁଣ୍ଟରେ ବାନ୍ଧି ପ୍ରବଳ ମାଡ଼ ମାରିଛନ୍ତି।
ଅନେକ ଲୋକ ମୁହଁ ଧୋଇବା ବେଳେ କିଛି ଭୁଲ କରିଥା’ନ୍ତି, ଯେଉଁଥିପାଇଁ ତ୍ୱଚା ଖରାପ ହୋଇପାରେ। କେବଳ ସେତିକି ନୁହେଁ ସମୟ ପୂର୍ବରୁ ବୟସ୍କ ଦେଖାଯିବାର ଭୟ ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା କିଛି ବିଉଟି ଟିପ୍ସ୍ ।
ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ପରେ ଅକଥନୀୟ ଅତ୍ୟାଚାର କଲେ ଅଭିଯୁକ୍ତ ।
ପରଲୋକରେ ଦୁନିଆର ସବୁଠୁ ବୟସ୍କ ଗରିଲା। ଆମେରିକାର ଆଟଲାଣ୍ଟା ପ୍ରାଣୀ ଉଦ୍ୟାନରେ ରହିଥିବା ଦୁନିଆର ସର୍ବ ପୁରାତନ ପୁରୁଷ ଗରିଲା ତଥା ତୃତୀୟ ପୁରାତନ ଗରିଲାର ମୃତ୍ୟୁ ଘଟିଛି । ସବୁଠୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଗରିଲା ତା ଜୀବନରେ ନାତି ନାତୁଣୀଙ୍କ ଚେହେରା ମଧ୍ୟ ଦେଖିଛି କେବଳ ଏତିକି ନୁହେଁ ସେ କରୋନାକୁ ମଧ୍ୟ ପରାସ୍ତ କରିଥିଲା ।
ବରଫର ୪୨୧ଟି ନାଁ । ଆଶ୍ଚର୍ଯ୍ୟ ଲାଗିଲା ନା । ତଥାପି କଥାଟି ବିଲକୁଲ ସତ କଥା । କାହାକୁ ବରଫରେ ଖେଳିବାକୁ ଭଲ ଲାଗେ ତ ଆଉ କାହାକୁ ବରଫର ପ୍ରାକୃତିକ ପରିବେଶ ଦେଖିବାକୁ ଭଲ ଲାଗେ । ଏହାରି ଭିତରେ ସାମ୍ନାକୁ ଆସିଛି ବରଫକୁ ନେଇ କିଛି ତଥ୍ୟ… ଏଭଳି ତଥ୍ୟ ଯାହା ଆପଣ କେବେ ବି ନା ଶୁଣିଥିବେ ନା ଜାଣିଥିବେ । ଯାହା ଆମକୁ ଆଶ୍ଚର୍ଯ୍ୟ କରିବା ପାଇଁ ଯଥେଷ୍ଟ । ତେବେ ଚାଲନ୍ତୁ ଜାଣିବା ସେହି ନିଆରା ତଥ୍ୟ ସମ୍ପର୍କରେ ।
ରାଜ୍ୟରେ କମୁଛି, କିନ୍ତୁ ଦେଶରେ ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ଭିତରେ ଭାରତରେ ୨ ଲକ୍ଷ ୮୬ ହଜାର ୩୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ପଜିଟିଭିଟି ହାର ୧୯.୫୯ ପ୍ରତିଶତକୁ ବୃଦ୍ଧି ପାଇଛି ।
ଝାଡ଼ଖଣ୍ଡ ଗିରଡିହରେ ମାଓ ବର୍ବରତା । ମାଓବାଦୀମାନେ ବିସ୍ଫୋରଣ କରି ହାଓ୍ୱଡ଼ା-ନୂଆଦିଲ୍ଲୀ ରେଳ ଧାରଣା ଉଡ଼ାଇ ଦେଇଛନ୍ତି । ଘଟଣାସ୍ଥଳରେ ଆର୍ପିଏଫ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି ।
ମାତ୍ର ୧୨ ବର୍ଷରେ କରିଦିଆଗଲା ବିବାହ। କିଛି ଦିନ ପରେ ସ୍ୱାମୀଙ୍କର ହେଲା ଦେହାନ୍ତ। ଫେରିଆସିଲେ ବାପଘର। ସମାଜସେବାରେ ଦେଲେ ମନ। ଏବେ ପଦ୍ମ ସମ୍ମାନରେ ସମ୍ମାନୀତ।
କରୋନା ସଂକ୍ରମଣ ପିକ୍ରେ ପହଞ୍ଚିବାକୁ ଆହୁରି ସମୟ ଲାଗିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।
ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ନଜର ଆସିଛନ୍ତି ଦୁଇ ଯବାନ। ଜଣେ ମହମ୍ମଦ ରଫିଙ୍କ ଏକ ଦେଶପ୍ରେମ ଗୀତ ଗାଉଥିବା ବେଳେ ଅନ୍ୟଜଣେ ବଜଉଛନ୍ତି ଗୀତାର। ଯାହା ଏବେ ଚର୍ଚ୍ଚାର କେନ୍ଦ୍ର ହୋଇଛି।
କମିପାରେ କୋଭାକ୍ସିନ ଓ କୋଭିସିଲ୍ଡ ଦର । ଏହି ୨ଟି କରୋନା ଟିକାକୁ ଖୋଲା ବଜାରରେ ବିକ୍ରି ଅନୁମତି ମିଳିଲେ, ତାହା ଡୋଜ୍ ପ୍ରତି ୨୭୫ ଟଙ୍କାରେ ବିକ୍ରି ହୋଇପାରେ ।
ତାପମାତ୍ରା ବଦଳିବା ଦ୍ୱାରା ଅଧିକାଂଶ ସମୟ ସକାଳୁ ଉଠିଲା ମାତ୍ରକେ ଛିଙ୍କ ହୋଇ ନାକରୁ ପାଣି ବାହାରିବା ସହିତ ଆଖି ମଧ୍ୟ ନାଲି ହୋଇ ଯାଇଥାଏ । ଏମିତିରେ ଛିଙ୍କିବା ଏଲର୍ଜୀରୁ ଦୁରେଇ ରହିବାର ଏକ ସ୍ୱାଭାବିକ ପ୍ରକ୍ରିୟା ଅଟେ ,ଯାହାଦ୍ୱାରା ଶରୀରରେ ରହିଥିବା ଏଲର୍ଜୀ ବାହାରକୁ ସହଜରେ ବାହାରି ଯାଇଥାଏ । କିନ୍ତୁ ପ୍ରତେକ ଦିନ ସକାଳୁ ଉଠିବା ମାତ୍ରକେ ଯଦି ୪ -୫ଥର ଛିଙ୍କ ହେଉଛି ତେବେ ଏଭଳି ଏଲର୍ଜୀ ସମସ୍ୟା ଶରୀର ପାଇଁ ଠିକ ନୁହେଁ ।
ଆଜି, ୨୦୨୨ ମସିହା, ଜାନୁୟାରୀ ମାସ, ୨୭ ତାରିଖ, ଗୁରୁବାର, ମକର ୧୪ ଦିନ, ମାଘମାସ, କୃଷ୍ଣପକ୍ଷ,ଦଶମୀତିଥି, ବିଶାଖା ନକ୍ଷତ୍ର, ବିଛାରାଶିରେ ଚନ୍ଦ୍ର, ତୁଳା, କୁମ୍ଭ ରାଶିର ଘାତବାର,କଳମଶାଗ ନ ଖାଇଲେ ଭଲ, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ....
ସୁପରମାର୍କେଟ୍ରେ ଏକ ସୁନ୍ଦର ଶିଶୁକୁ ଦେଖି ଲୋଭରେ ପଡିଗଲେ ଜଣେ ମହିଳା। ତାଙ୍କୁ କିଣିବା ନେଇ ଶିଶୁର ମା’ ପାଖରେ ଧରିଲେ ଜିଦ୍। ସେ ମନାକରିବାରୁ ଦେଲେ ଧମକ। ପରେ କ’ଣ ହେଲା ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ।
ଦେଶର ସ୍ୱାଧୀନତା ସଂଗ୍ରାମ ହେଉ ବା ଦେଶକୁ ବିଶ୍ୱ ସାମ୍ନାରେ ଭିନ୍ନ କରିବା ହେଉ ଭାରତୀୟ ନାରୀଙ୍କ ଅବଦାନ କମ ନାହିଁ। ଆସନ୍ତୁ ଜାଣିବା ସେଭଳି କିଛି ନାରୀଙ୍କ ବିଷୟରେ ଯେଉଁମାନଙ୍କ ପାଇଁ ଦେଶ ଆଜି ଗର୍ବ କରେ।
ଋଷିଆର ସମ୍ଭାବ୍ୟ ଆକ୍ରମଣକୁ ଦେଖି ଭାରତର ହସ୍ତକ୍ଷେପ ଲୋଡ଼ିଲା ଆମେରିକା । ରୁଷ-ୟୁକ୍ରେନ୍ ବିବାଦର ସମାଧାନ ଦିଗରେ ଭାରତ କୌଣସି ପଦକ୍ଷେପ ନେଲେ, ଆମେ ତାହାକୁ ସ୍ୱାଗତ କରୁଛୁ ବୋଲି କହିଛନ୍ତି ହ୍ୱାଇଟ୍ହାଉସ ମୁଖପାତ୍ର ଜେନ୍ ପାସ୍କି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସମାରୋହରେ ଯୋଗ ଦେଇଥିଲେ ।
ଆଜିକାଲି ପିଲାମାନେ ପ୍ରାୟ ସମୟ ନିଜକୁ ମୋବାଇଲ୍ ବା ଟିଭି ସ୍କ୍ରିନ୍ରେ ବ୍ୟସ୍ତ ରଖୁଛନ୍ତି, ଯାହା ସେମାନଙ୍କ ବିଭିନ୍ନ ମସ୍ତିଷ୍କଜନିତ ସମସ୍ୟାର କାରଣ ହେଉଛି। ଏନେଇ ଆମେରିକାନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ବିଭିନ୍ନ ବୟସର ପିଲା ଓ ବଡ଼ଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍କ୍ରିନ୍ ଟାଇମ୍ ନିର୍ଦ୍ଧାରଣ କରିଛି ।
ବର୍ତ୍ତମାନ ଗୁଗଲ ପ୍ଲେ-ଷ୍ଟୋରରେ ଅନେକ ଆପ୍ ରହିଛି । ସେଥିମଧ୍ୟରୁ ଗୋଟିଏ ଆପ୍ ଅଛି ଯାହା ଆମର ଭବିଷ୍ୟତ ସହିତ ଜଡିତ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥାଏ । ଜ୍ୟୋତିଷଶାସ୍ତ୍ର ଆପ୍ର ପୂର୍ବାନୁମାନ ସତ ହୋଇଥିବାରୁ ପୁନୀତ୍ ହେଲେ କୋଟିପତି ।