ନୋଜ୍ ରିଙ୍ଗ୍ ଫ୍ୟାସନ୍ ନୂଆ ନୁହେଁ। ଏହା ବହୁ ପୁରୁଣା। କାହିଁ କେଉଁ କାଳରୁ ଆମ ସମାଜରେ ରହି ଆସିଛି। ହେଲେ ଆସ୍ତେ ଆସ୍ତେ ଝିଅମାନେ ଏହାକୁ ଆପଣାଉ ନଥିଲେ। କିନ୍ତୁ ଏବେ ପୁଣି ଥରେ ନୋଜ୍ ରିଙ୍ଗ୍ ନାକଫୁଲ ଫ୍ୟାଶନକୁ ଆପଣାଉଛନ୍ତି । ଆସନ୍ତୁ ଜାଣିବା ନାକଫୁଲ ଫ୍ୟାଶନ୍ ସମ୍ପର୍କରେ କିଛି ଫ୍ୟାସନ ଟିପ୍ସ ।
ଏବେ ଚାଲିଛି ବିବାହର ଋତୁ । ଆପଣ ନିଶ୍ଚୟ ସୁନା କିଣିବାକୁ ଚାହୁଂଥିବେ । ତେବେ ଜାଣି ନିଅନ୍ତୁ ଆଜି କେତେ ରହିଛି ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୭୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୮୬୦ ଟଙ୍କା ରହିଛି। ସେହିପରି ଆଜି ରୁପା କିଲୋଗ୍ରାମ ପ୍ରତି ୩୦୦ ଟଙ୍କା କମି ୬୪,୭୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
କୁନି ଝିଅଟି ଚାହୁଁଥିଲା ଚିପ୍ସ ପ୍ୟାକେଟ୍ କିଣିବାକୁ। ମା’କୁ କହିବାରୁ ସେ ସିଧା ମନାକରିଦେଲେ। ତା’ପରେ ଝିଅଟି ଯେଉଁ ଚାଲାକି ଖେଳିଲା ଯେକୌଣସି ମା’ ବି ଚିପ୍ସ କିଣିବାକୁ ବାଧ୍ୟହେବ।
Railway Recruitment Board ର ନନ୍-ଟେକ୍ନିକାଲ୍ ପପୁଲାର କ୍ୟାଟେଗୋରୀ(RRB-NTPC) ପରୀକ୍ଷାକୁ ନେଇ ବିହାରରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭକାରୀମାନେ ଏକ ପାସେଞ୍ଜର ଟ୍ରେନ୍ ଜାଳି ଦେଇଛନ୍ତି।
ମଧୁବାଲାଙ୍କ ପରି ସୁନ୍ଦରୀ ବଲିଉଡ୍ ଜଗତରେ ନା କେବେ ଥିଲେ, ନା ଏବେ ଅଛନ୍ତି, ନା ଆଗକୁ ଆଉ ଆସିବେ। ସେ ସିନା ଖୁବ କମ୍ ବୟସରେ ଏ ଦୁନିଆ ଛାଡି ଚାଲିଗଲେ, କିନ୍ତୁ ତାଙ୍କ ପ୍ରଶଂସକଙ୍କ ହୃଦୟରେ ଛାଡିଦେଇଗଲେ କ୍ଷତ। ତେବେ ତାଙ୍କର ଏହି ୫ଟି ଫଟୋ ଆଜିବି ଆପଣଙ୍କ ସ୍ମୃତିକୁ କରିଦେବ ତାଜା।
ଆପଣ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? ବ୍ୟାଙ୍କ୍ ଅଫ୍ ବରୋଦା ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । Bank Of Baroda ରେ ଖାଲିପଡିଛି ୧୯୮ ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏ ନେଇ ଆବେଦନ କରିପାରିବେ ।
ସାରା ଦେଶ ଆଜି ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ତେବେ ବିହାରରୁ ଏକ ଦୁଃଖଦ ଖବର ଆସିଛି। ବିହାରର ବକ୍ସର ଜିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ ବେଳେ ଏକ ବଡ଼ ଅଘଟଣ ଘଟିଛି। ବିଦ୍ୟୁତ୍ ସଂସ୍ପର୍ଶରେ ଜଣେ ସ୍କୁଲ୍ ଛାତ୍ରଙ୍କ ମୃତ୍ୟୁ ଘଟିଛି।
ସାରା ଭାରତ ଏହାର ୭୩ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ସମସ୍ତେ ଉତ୍ସବମୁଖର ରହିଛନ୍ତି। ତେବେ ଏହି ଅବସରରେ ଆମ ଭିତରେ ସ୍ୱାଧୀନତା ସଂଗ୍ରାମକୁ ଉଜ୍ଜୀବିତ କରିବା ନେଇ ଆମକୁ ନିଶ୍ଚିତ ଏହି ୫ଟି ଫିଲ୍ମ ଉପରେ ନଜର ପକେଇବାକୁ ହେବ।
ହୃଦ୍ଘାତ ଯୋଗୁ ଗତବର୍ଷ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ ହୋଇଥିଲା। ଅଚାନକ ଅଭିନେତାଙ୍କ ଦେହାନ୍ତ ଫ୍ୟାନ୍ସଙ୍କୁ ଶକ୍ତ ଝଟ୍କା ଦେଇଥିଲା। ସିଦ୍ଧାର୍ଥଙ୍କ ପରିବାର ପକ୍ଷରୁ ଅଭିନେତାଙ୍କୁ ନେଇ ଏକ ବିବୃତି ଜାରି କରାଯାଇଛି।
'ରିଓ ତିନ୍ତୋ' ନଦୀର କେବେ ନାଁ ଶୁଣିଛନ୍ତି । ଏହି ନଦୀଟି ରହିଛି ସ୍ପେନରେ । ଯାହା ନିଜର ଲାଲ- ନାରଙ୍ଗୀ ରଙ୍ଗର ପାଣି ପାଇଁ ବେଶ୍ ପରିଚିତ । ତେବେ ଏହି ନଦୀରେ ପାଣିର ରଙ୍ଗ ଏଭଳି ରଙ୍ଗରେ ରଙ୍ଗୀନ କିଭଳି । କଣ ରହିଛି ଏହି ନଦୀର ବିଶେଷତ୍ତ୍ୱ । ଏହା ପଛରେ ରହିଛି କି କିଛି ବୈଜ୍ଞାନିକ କାରଣ… ଚାଲନ୍ତୁ ଜାଣିବା ।
ଏକ ଦମ୍ପତି ସେମାନଙ୍କ ବିବାହ ପାଇଁ ସ୍ୱତନ୍ତ୍ର ଆୟୋଜନାର ପ୍ରସ୍ତୁତ କରି ନିଜ ବିବାହ ଉତ୍ସବକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି ।
ଆସନ୍ତା ମାସରେ ଟିମ୍ ଇଣ୍ଡିଆ(Team India) ୱେଷ୍ଟଇଣ୍ଡିଜ ସହ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ସିରିଜ୍ ଖେଳିବ। ହେଲେ ଏହା ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟ୍କା ଲାଗିଛି।
ଉତ୍ତମ ସ୍ୱାସ୍ଥ୍ୟ ପାଇଁ, କେବଳ ପୁଷ୍ଟିକର ଖାଦ୍ୟ ନୁହେଁ, ଆମକୁ ଏହା ସହିତ ପ୍ରୋଟିନ୍ ମଧ୍ୟ ନେବାକୁ ପଡିବ । ଆମ ଶରୀର ପାଇଁ ପ୍ରୋଟିନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶରୀରର ମାଂସପେଶୀ ସହିତ କୋଷର ବିକାଶ ପାଇଁ ପ୍ରୋଟିନ୍ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହାକୁ ସଠିକ୍ ପରିମାଣରେ ନେବା ଆବଶ୍ୟକ କାରଣ । ଆବଶ୍ୟକତାରୁ ଅଧିକ ପ୍ରୋଟିନ୍ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
କୋଭିଡ୍ କଟକଣା ଭିତରେ ଦେଶରେ ପାଳନ ହୋଇଛି ୭୩ତମ ସାଧାରଣତନ୍ତ୍ର ଦିବସ
୨୦୧୭, ଜୁନ୍ ୦୨ରେ ହାଇଲେବ୍ଲ କ୍ଲିଅରିଂ ଅଥରିଟିର ୧୭ ତମ ବୈଠକରେ ଜେଏସଡବ୍ଲ୍ୟୁର ୧୦ ନିୟୁତ ମେଟ୍ରିକ ଟନ୍ ଇସ୍ପାତ ପ୍ରକଳ୍ପ ଏବଂ ୯ଶହ ମେଗାଓ୍ୱାଟ ପାଓ୍ୱାର ପ୍ଲାଣ୍ଟ ପାଇଁ ମିଳିଥିଲା ଅନୁମୋଦନ ।
ଏକ ମା’ର ଗର୍ଭରୁ ଦୁଇ ହଜାର ବର୍ଷ ତଳର ଭ୍ରୂଣ ମିଳିଛି। ଅନୁସନ୍ଧାନରେ ଏହି ଭ୍ରୂଣ ୨୮ ସପ୍ତାହର ବୋଲି ଜଣାପଡିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏତେ ବର୍ଷ ଧରି ମାତୃ ଗର୍ଭରେ ସଂରକ୍ଷିତ ରହି ଏହା ଏକ ଆଚାର ମୁଣ୍ଡା ଭଳି ହୋଇଯାଇଛି।
ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ୍ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି
ଆଉ ଦିନେ କି ଦୁଇ ଦିନ ଅପେକ୍ଷା କରିବାକୁ ପଡିବନି। ଗ୍ୟାସ ବୁକିଂ କରିବାର ମାତ୍ର ୨ ଘଣ୍ଟାରେ ଆପଣଙ୍କ ଘରେ ପହଂଚିଯିବ ଫୁଲ୍ ଗ୍ୟାସ୍ ସିଲିଣ୍ଡର। ଜାଣନ୍ତୁ କିଏ କାହିଁକି କରିଛି ଏମିତି ନିୟମ...
ସୋସିଆଲ୍ ମିଡିଆରେ କରୁଛି ଟ୍ରେଣ୍ଡ। ହସପିଟାଲଠୁ ରୋଗୀ ସବୁଠି ଡୋଲୋ-୬୫୦ର ଚାହିଦା। କରୋନା ମହାମାରୀ ସମୟରେ ଡୋଲୋ-୬୫୦ ଦେଶର ସମସ୍ତ ଔଷଧ କଂପାନୀର ବିକ୍ରିକୁ ପଛରେ ପକାଇ ରେକର୍ଡ କରିଛି। ଆଉ ରାତାରାତି ଏ ମାଲିକ ହୋଇଗଲେ କୋଟିପତି।
ତ୍ରିରଙ୍ଗା ପତାକା ସର୍ବଦା ଖଦି କିମ୍ବା ହସ୍ତତନ୍ତରେ ତିଆରି ହେବା ଆବଶ୍ୟକ ଅଟେ । ଯଦି କୌଣସି କାରଣରୁ ପତାକାଟି ଫାଟିଯାଏ ତେବେ ଏହାକୁ ଉଡ଼ାଇବା ଅନୁଚିତ୍ ଅଟେ।
ମା’ଙ୍କୁ ଟଙ୍କା ଦେଲେ ପିଲାର ମସ୍ତିଷ୍କରେ ବିକାଶ ହୋଇଥାଏ। ଆମେରିକାର ଏକ ଅଧ୍ୟୟନରେ ଏହା କୁହାଯାଇଛି। କିପରି ଏହା ସମ୍ଭବ ହୋଇଥାଏ ଜାଣିବା ପାଇଁ ପଢନ୍ତୁ।
ଆସୁଛି ନୂଆ ମାସ। ଆସୁଛି ନୂଆ ନିୟମ। ଫେବୃଆରୀ ୧ ତାରିଖରୁ ବଦଳିବାକୁ ଯାଉଛି ଟଙ୍କା କାରବାର ସଂପର୍କିତ ଏସବୁ ନିୟମ। ଯଦି ଆପଣ ଏସ୍ବିଆଇ, ପିଏନ୍ବି କି ବିଓବି ଗ୍ରାହକ ହୋଇଥିବେ, ତେବେ ଜାଣନ୍ତୁ ଏସବୁ ନିୟମ
ମଣିଷ ଜାତି ପାଇଁ ମାଡି ଆସୁଛି ବଡ଼ ବିପଦ। କରୋନା ନ ଯାଉଣୁ ଏମିତି ଖବର ଶୁଣି ସ୍ତବ୍ଧ ହୋଇ ଯାଇଛନ୍ତି ବିଶ୍ୱବାସୀ। ଭୟଙ୍କର ହେବ ମ୍ୟାଲେରିଆ ଓ ଡାଇରିଆ ରୋଗ। ବର୍ଷକୁ ଅତି କମରେ ଅଢେଇ ଲକ୍ଷ ଲୋକ ପ୍ରାଣ ହରାଇବାର ଆଶଙ୍କା କରାଯାଉଛି। ଆଜିଠୁ ଏଥିପ୍ରତି ସତର୍ତ ନ ରହିଲେ ସମସ୍ତେ ପ୍ରାଣ ହରାଇବା ନିଶ୍ଚିତ...
ଚଳିତ ଥର ୭ଟି ନୂଆ ରାଫେଲ୍ ଫାଇଟର୍ ଜେଟ୍, ଅନ୍ୟ ବିମାନ ଓ ହେଲିକପ୍ଟରକୁ ମିଶାଇ ରାଜପଥ ଉପରେ ଫ୍ଲାଏପାଷ୍ଟ କରିବେ ସର୍ବାଧିକ ୭୫ଟି ବାୟୁଯାନ । ଫ୍ଲାଏପାଷ୍ଟରେ ବାୟୁସେନା ବିମାନ ସହ ନୌସେନା ବିମାନ ଓ ଆର୍ମିର ହେଲିକପ୍ଟର ମଧ୍ୟ ଆକାଶରେ କରିସ୍ମା ଦେଖାଇବ ।