ପିଏମ ଆୱାସ ଯୋଜନା ଅଧୀନରେ ୮୦ ଲକ୍ଷ ଘର ନିର୍ମାଣ ହେବ । ଏଥିପାଇଁ ୪୮,୦୦୦ କୋଟି ଟଙ୍କା ପାଣ୍ଠି ବ୍ୟୟବରାଦ କରାଯିବ ।
ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ପିଏମ୍ ଗତିଶକ୍ତି ଆରମ୍ଭ ହେବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ୪୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ୩ ବର୍ଷରେ କାର୍ଯ୍ୟକ୍ଷମ ହେବା ନେଇ ବଜେଟ୍ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।
ଏଥି ସହିତ କ୍ଷୁଦ୍ର ଶିଳ୍ପଗୁଡିକ (MSMEs) କୁ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ ସାହାଯ୍ୟ ମିଳିବ । କ୍ଷୁଦ୍ର କୃଷକ ଏବଂ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ନୂତନ ଉତ୍ପାଦ ଏବଂ ଦକ୍ଷ ଲଜିଷ୍ଟିକ୍ ସେବା ପ୍ରସ୍ତୁତ କରିବ ରେଳବାଇ । Udyam, e-shram, NCS ଏବଂ Aseemର ପୋର୍ଟାଲଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ ହେବ
ସ୍କୁଲ୍ ପିଲାଙ୍କ ପାଇଁ ପିଏମ୍ ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଟିଭି ଜରିଆରେ ହେବ।
ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରୁଛନ୍ତି। ବଜେଟ୍ ପୂର୍ବରୁ ସାଧାରଣ ଜନତାଙ୍କ ପାଇଁ ଖୁସି ଖବର। ବଜେଟ୍ ପୂର୍ବରୁ ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ତ୍ତମାନ୨୦୨୨ ବଜେଟ୍ ଉପସ୍ଥାପନ କରୁଛନ୍ତି । କରୋନା ଅବଧିରେ ଉପସ୍ଥାପିତ ବଜେଟକୁ ନେଇ ସବୁ ମହଲରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।
ସିନେମା ଷ୍ଟାଇଲରେ କଣ୍ଟ୍ରାକ୍ଟରଙ୍କ ଘର ଲୁଟିଲେ । ‘ସ୍ପେସାଲ ୨୬’ ପରି ନକଲି ଟିମ୍ ଆସି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା ଓ ସୁନାଗହଣା ।
ଦେଶରେ ଦିନକରେ ୧ ଲକ୍ଷ ୬୭ ହଜାର ୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୩ ହଜାର ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୨ ହଜାର ୩୨୬କୁ ବୃଦ୍ଧି ପାଇଛି।
ଜବାହାରଲାଲ ନେହରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦରେ ଥାଇ ବଜେଟ୍ ଉପସ୍ଥାପନ କରିଛନ୍ତି । ସ୍ୱାଧୀନ ଭାରତର ପ୍ରଧାନମନ୍ତ୍ରୀ ଭାବେ ଜବାହାରଲାଲ ନେହେରୁ ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ସଂସଦରେ ବଜେଟ୍ ଉପସ୍ଥାପନ କରିଥିଲେ।
ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ। କାହାକୁ ସେ କ’ଣ ଦେବେ, ତା ଉପରେ ରହିଛି ସାରା ଦେଶର ନଜର।
ଆଜି ୨୦୨୨ ମସିହା, ଫେବୃଆରୀ ୧ ତାରିଖ, ମଙ୍ଗଳବାର, ମକର, ୧୯ଦିନ, ମାଘ ମାସ, କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ଶ୍ରଣା ନକ୍ଷତ୍ର, ମକର ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ ।
ବର୍ତ୍ତମାନ ସମୟରେ କରୋନା ମହାମାରୀ ଓ ଓମିକ୍ରନ୍ ଦ୍ୱାରା ଆକ୍ରାନ୍ତ ହେଉଥିବା ଅଧିକାଂଶ ଲୋକଙ୍କ ମଧ୍ୟରେ ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି । ବର୍ତମାନ ଗବେଷକ ମାନେ ଏଭଳି ଗବେଷଣା ଆରମ୍ଭ କରିଛନ୍ତି ଯାହାଦ୍ୱାରା ଖାଦ୍ୟ ମାଧ୍ୟମରେ ରକ୍ତରେ ଅକ୍ସିଜେନ ସ୍ତର ଠିକ ରଖାଯାଇ ପାରିବ । ବିଶେଷଜ୍ଞ ମାନଙ୍କ ଅନୁସାରେ ଏହି ପରିସ୍ଥିତି ରେ ଅକ୍ସିଜେନ ଯୁକ୍ତ ଖାଦ୍ୟ ଖାଇବା ହେଉଛି ଗୋଟିଏ ମାତ୍ର ବିକଳ୍ପ ।
କୁନି ପିଲାଙ୍କ ନଟଖଟି ତ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ଯେତେବେଳେ ସେମାନଙ୍କ ପ୍ରତିଭାକୁ କିଏ ଦେଖେ ସେ ପ୍ରଶଂସା ନ କରି ରହିପାରେନା। ଏବେ ଏମିତି ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।
ଚିଠି ଲେଖି, ବୋତଲରେ ପୂରେଇ ସମୁଦ୍ରକୁ ଫିଙ୍ଗି ଦେଇଥିଲେ। ଦୀର୍ଘ ୨୫ ବର୍ଷ ପରେ ୮୦୦ ମାଇଲ୍ ବାଟରୁ ଆସିଲା ଉତ୍ତର।
ଆଜିକାଲି ନିଜକୁ ଫିଟ୍ ରଖିବା ନେଇ ପିଲା ଠାରୁ ବୁଢା ପ୍ରାୟ ସମସ୍ତେ କିଛି ନା କିଛି ବ୍ୟାୟାମ କରୁଥିବା ଦେଖାଯାଏ। ଏ କ୍ଷେତ୍ରରେ ପଶୁମାନେ ବି ପଛରେ ପଡି ନାହାନ୍ତି। ଏକ ବିଲେଇ ଜିମ୍ରେ ୨୦ଟି ସିଟ୍-ଅପ୍ସ ମାରି ଏହାକୁ ପ୍ରମାଣିତ କରିଦେଇଛି।
ପ୍ରାଚୀନ କାଳରେ କେବଳ ପୁରୁଷମାନେ ହିଁ ହାସ୍ୟ ଅଭିନୟ କରୁଥିଲେ କାରଣ ସେତେବେଳେ ଧାରଣା ଥିଲା ଯେ, ମହିଳାମାନଙ୍କର କେବଳ ପୁରୁଷମାନଙ୍କ ହାସ୍ୟାଭିନୟ ଉପରେ ହସିବାର ଅଧିକାର ଅଛି କିନ୍ତୁ ସେମାନେ ନିଜେ ସେ ପ୍ରକାର ଅଭିନୟ କରିବା ଉଚିତ ନୁହେଁ।
ଆପଣ କ୍ରିପ୍ଟୋକରେନ୍ସିରେ ନିବେଶ କରିବାକୁ ଚାହୁଁଛନ୍ତି କି? ଜାଣିଛନ୍ତି କି କ୍ରିପ୍ଟୋକରେନ୍ସିରେ କେମିତି ହେଉଛି କାରବାର? ବ୍ୟାଙ୍କ ଏବଂ ମ୍ୟୁଚୁଆଲ୍ ଫଣ୍ଡଠାରୁ କ୍ରିପ୍ଟୋକରେନ୍ସିରେ କେମିତି ମିଳୁଛି ଅଧିକ ରାଶି ରିଟର୍ଣ୍ଣ? କଣ ରହିଛି ଏହା ପଛର ଗୁଢ଼ ରହସ୍ୟ? ଏଥର ବଜେଟ୍ ୨୦୨୨-୨୩ରେ ଭାରତ ସରକାର କ୍ରିପ୍ଟୋ କରେନ୍ସି କାରବାରକୁ କରିବେ କି ବୈଧ୍ୟ ଘୋଷଣା?
ସଂସଦରେ ୨୦୨୧-୨୨ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ ଅର୍ଥାତ୍ ଜିଡିପି ୮ରୁ ୮.୫ ପ୍ରତିଶତ ବଢିବା ନେଇ ଏଥିରେ ଆକଳନ କରାଯାଇଛି।
ପୂର୍ବ ଆମେରିକାରେ ପ୍ରାୟ ୭ କୋଟି ଲୋକ ବରଫ ଝଡ଼ ଯୋଗୁ ପ୍ରଭାବିତ ହୋଇଛନ୍ତି । ପାଣି ଯୋଗାଣ ବନ୍ଦ ହୋଇ ଯାଇଥିବା ବେଳେ ବିଦ୍ୟୁତ ସରବରାହ ମଧ୍ୟ ଠପ୍ ପଡିଯାଇଛି ।
ଡାକ୍ତରଙ୍କ ପାଖରେ କାମ କରୁଥିବା ୨ ଜଣ ପୂର୍ବତନ କମ୍ପାଉଣ୍ଡର ଏଭଳି କାଣ୍ଡ ଭିଆଇଥିବା ପୋଲିସ ଜାଣିବାକୁ ପାଇଛି । ସେମାନଙ୍କ ବୟାନ ଆଧାରରେ ପିଲାର ମୃତଦେହ ଉଦ୍ଧାର କରାଯାଇଛି ।
ବିଶ୍ୱରେ ସର୍ବାଧିକ ମୋବାଇଲ ଉତ୍ପାଦନ ଏବେ ଭାରତରେ ହେଉଛି । ଆଗକୁ ହାଇେୱେ, ରେଲୱେ, ଏୟାରୱେଜ୍ ଏକାଠି କାମ କରିବେ । ଏବେ ଦେଶର ଜାତୀୟ ରାଜପଥ ୧.୪୦ ଲକ୍ଷ କିଲୋମିଟରକୁ ବୃଦ୍ଧି ପାଇଛି ।
ସର୍ବାଧିକ ୧ ହଜାର ଲୋକଙ୍କୁ ନେଇ ହୋଇପାରିବ ନିର୍ବାଚନୀ ସଭା । ସର୍ବାଧିକ ୫ ଶହ ଲୋକଙ୍କୁ ନେଇ ହୋଇପାରିବ ଇଣ୍ଡୋର ସଭା । ୨୦ ଜଣଙ୍କୁ ନେଇ କରାଯାଇ ପାରିବ ଘରକୁ ଘର ବୁଲି ପ୍ରଚାର ।
ନୋରା ଫତେହୀଙ୍କ ଫ୍ୟାନ୍ ଫଲୋର୍ସଙ୍କ ସଂଖ୍ୟା କମ ନାହିଁ। ତାଙ୍କୁ ତାଙ୍କ ଆକର୍ଷଣୀୟ ଚେହେରାର ଝଲକରେ ସମସ୍ତଙ୍କୁ ବାନ୍ଧି ରଖିବାର କଳା ବେଶ ଜଣା। ନିକଟରେ ଏକ ଶୀତକାଳୀନ ପୋଷାକରେ ପ୍ରଶଂସକଙ୍କୁ ପାଗଳ କରିବାରେ ଲାଗିଛନ୍ତି ଏହି ସୁନ୍ଦରୀ।
ବେଶ୍ ଲୋକପ୍ରିୟ ହୋଇପାରିଛି ଏକତା କପୁରଙ୍କ ‘ନାଗିନ୍’ ସିରିୟଲ୍। ଏହାର ୫ଟି ସିଜିନ୍ର ନାଗୁଣୀମାନଙ୍କୁ ଦର୍ଶକେ ଦେଖି ସାରିଛନ୍ତି। ତେବେ ୬ଷ୍ଠ ସିଜିନ୍ର ନାଗୁଣୀ ଭାବେ ଆସୁଛନ୍ତି ତେଜସ୍ୱୀ ପ୍ରକାଶ। ନାଗୁଣୀ ସାଜି କରୋନା ମହାମାରୀ ସହ ଲଢିବେ।