ରୋଗ ପାଇଁ ଘର ଛାଡ଼ି ଚାଲି ଯାଇଛନ୍ତି ଯୁବକ । ରୋଗ ହୋଇ ଯାଇଥିବାରୁ ସେ ଘର ଛାଡ଼ି ଯାଉଥିବା ଏକ ଚିଠି ଛାଡ଼ି ଯାଇଛନ୍ତି ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀର ଇଣ୍ଡିଆ ଗେଟ୍ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଏଠାରେ ହିଁ ନେତାଜୀଙ୍କ ଏକ ପ୍ରତିମୂର୍ତ୍ତି ଖୁବ୍ ଶୀଘ୍ର ସ୍ଥାପିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ…
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆକାଶ ପାଠକଙ୍କୁ ଆଜି ଜେରା କରିବ ଇଡି। ଇଡିର ୩ ଜଣିଆ ଟିମ୍ ଆକାଶ ପାଠକଙ୍କୁ ଆଜି ଜେଲ୍ରେ ଘନ ଘନ ଜେରା କରିବେ। ଏନେଇ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ଙ୍କଠାରୁ ଅନୁମତି ମିଳିଛି। ନିଜକୁ ଟାଟା ମୋଟର୍ସର ଏମ୍ଡି…
ଜେନେରାଲ ସର୍ଜନ ଓ ବିଶେଷଜ୍ଞ (ଜେନେରାଲ ମେଡିସିନ୍) ପଦବୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ କରିଛି ଏନ୍ଟିପିସି ଲିମିଟେଡ୍। ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀ ଅନ୍ଲାଇନ୍ରେ ଏଥିପାଇଁ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇସାରିଥିବା ବେଳେ…
ବିରାଟ କୋହଲି ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । କେପଟାଉନରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ମ୍ୟାଚ୍ ଆରମ୍ଭ ପୂର୍ବରୁ ଭାରତୀୟ ଜାତୀୟ ସଂଗୀତ ଗାନ କରାଯାଉଥିଲା । ତେବେ ସେହି ସମୟରେ ବିରାଟ କୋହଲି ଚୁଇଙ୍ଗମ୍ ଚୋବାଉଥିବା ଦେଖିବାକୁ ମିଳିଥିଲା ।
କେବେ ହେବକରୋନା ଭାଇରସ୍ର ଅନ୍ତ ? ଏନେଇ ବିଶେଷଜ୍ଞମାନେ ଅଧ୍ୟୟନ ଜାରି ରଖିଥିବା ବେଳେ ଏବେ ଆଶାର କିରଣ ନଜର ଆସିଛି।
ଦେଶରେ ଦିନକରେ ୩ ଲକ୍ଷ ୬ ହଜାର ୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ରମାଗତ ପଞ୍ଚମ ଦିନ ହେଲା ଦେଶରେ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ରବିବାର ଅର୍ଥାତ୍ ଗତକାଲି ତୁଳନାରେ ଆଜି ସଂକ୍ରମଣ ସଂଖ୍ୟା ସାମାନ୍ୟ କମିଥିବା ଜଣାପଡିଛି ।
ମୃତକଙ୍କୁ ଲଗାଇଦେଲେ କରୋନା ଟିକା । ୧୦୦ ପ୍ରତିଶତ କରୋନା ଟିକାକରଣ ଦେଖାଇବାକୁ ଯାଇ ସ୍ୱାସ୍ଥ୍ୟ ବିଭାଗର କାରନାମା ପଦାରେ ପଡ଼ିଲା ।
ମହିଳାଙ୍କ ସହ ନାଚଗୀତରେ ସାମିଲ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଯାହା ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଗ୍ରାମାଞ୍ଚଳର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହ ଆଲୋଚନା ବେଳେ ପାରମ୍ପାରିକ ବାଦ୍ୟ ବଜାଇ ନାଚଗୀତରେ ସାମିଲ ହୋଇଥିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ।
ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୨୪ତାରିଖ, ସୋମବାର, ମକର୧୧ ଦିନ, ମାଘମାସ, କୃଷ୍ଣପକ୍ଷ,ଷଷ୍ଠୀତିଥି, ହସ୍ତାନକ୍ଷତ୍ର, ଜାଣନ୍ତୁ ଆଜିର ରାଶିଫଳ....
ବିମାନ ଚଳାଚଳ ପାଇଁ କାହିଁକି ବିପଦ 5G? ଆମେରିକାରେ ୩.୭ରୁ ୩.୯ ଗିଗାହର୍ଜ ବ୍ୟାଣ୍ଡ୍ରେ 5G ସେବା ଯୋଗାଇ ଦିଆଯାଉଛି।
ନେତାଜୀଙ୍କ ଏହି ପ୍ରତିମା ଆଗାମୀ ପିଢ଼ିଙ୍କୁ ପରାକ୍ରମ, ଦେଶଭକ୍ତି ଓ ବଳିଦାନର ପ୍ରେରଣା ଦେବ।
ପାଟନା ଜିଲ୍ଲାର ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ପୁଅ ସନ୍ତୋଷ ମିଶ୍ର । ପିଲାବେଳୁ ସେ ବେଶ୍ ମେଧାବୀ ଥିଲେ । ବିହାର ସ୍କୁଲରୁ ଦଶମ ଏବଂ ଦ୍ୱାଦଶ ପାସ କରିବା ପରେ ସେ ପୁଣେ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ
କରୋନା ପାଇଁ ନିଜ ବିବାହ ରଦ୍ଦ କରିଦେଲେ ନ୍ୟୁଜଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ୍ ।
କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ କୁ ନେଇ ଆସିଛି ନୂଆ ତଥ୍ୟ । ଭାରତରେ ଏହା ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଞ୍ଚିଛି।
ଆପଣ ହ୍ୱାଟସଆପ ଗ୍ରୁପର ଆଡମିନ କି। ଯଦି ହଁ, ତାହେଲେ ଜାଣିବା ଦରକାର ଏସବୁ ନିୟମ। ନଚେତ କୌଣସି ମୁହୁର୍ତ୍ତରେ ଆପଣ ଅସୁବିଧାରେ ପଡି ପାରନ୍ତି। ଆଉ ଏସବୁ କାମ କରିବା ଆଗରୁ ଏହା ଉପରେ ବିଶେଷ ଭାବରେ ଧ୍ୟାନ ରଖନ୍ତୁ।
ଅରୁଣାଚଳ ପ୍ରଦେଶ ସୀମାରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଇଷ୍ଟ ଅରୁଣାଚଳ ପ୍ରଦେଶ ସାଂସଦ ତାପିର ଗାଓ ଅଭିଯୋଗ କରିଥିଲେ । ଏପରିକି ତାଙ୍କୁ ଉଦ୍ଧାର କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ ମଧ୍ୟ କରିଥିଲେ । ଏବେ ଯୁବକଙ୍କୁ ଭାରତକୁ ଫେରାଇବା ପାଇଁ ଔପଚାରିକ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ତେଜପୁରରେ ପିଆର୍ଓ ଡିଫେନ୍ସ ଲେଫ୍ଟିନେଣ୍ଟ କର୍ଣ୍ଣଲ ହର୍ଷବର୍ଦ୍ଧନ ପାଣ୍ଡେ ସୂଚନା ଦେଇଛନ୍ତି।
କ୍ଷମା ମାଗିଲା ନେସ୍ଲେ ଇଣ୍ଡିଆ। ଶେଷରେ କିଟ୍କାଟ୍ ଚକଲେଟକୁ ବଜାରରୁ ଫେରାଇ ନେଲା ସ୍ୱିସ୍ କମ୍ପାନୀ ନେସଲେ ଇଣ୍ଡିଆ। ସାରା ଭାରତରେ ବିରୋଧ ପରେ ଏମିତି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି ପ୍ରମୁଖ ଖାଦ୍ୟ ଉତ୍ପାଦନକାରୀ କଂପାନୀ ନେସ୍ଲେ ଇଣ୍ଡିଆ।
ଆମେ ଯେଉଁ ଖାଦ୍ୟ ସବୁ ଖାଉ ସେଥିରେ ଏସବୁ ନ୍ୟୁଟ୍ରିଏଣ୍ଟ ଭରପୂର ଥାଏ। ଯଦି ନିହାତି ଦରକାର ହୁଏ ତେବେ ଡାକ୍ତର ଆମକୁ ଔଷଧ ରୂପରେ ଏସବୁ ଖାଇବାକୁ କହିଥାନ୍ତି।
ପୁଣି ଫେରିଲା ଲକ୍ଡାଉନ୍ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋରଳ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ କରାଯିବାର ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ ଚେନରେ ବ୍ରେକ୍ ଦେବା ଲାଗି ଆସନ୍ତା ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ଲକ୍ଡଡାଉନ୍ ଘୋଷଣା କରାଯାଇଛି ।
ଇମ୍ରାନ୍ ସରକାରଙ୍କ ଦମନଲୀଳା ବିରୋଧରେ ବର୍ଷିଲେ ପିଓକେ ନାଗରିକ ।
ମୁମ୍ବାଇ କମଲା ବିଲ୍ଡିଂ ଅଗ୍ନିକାଣ୍ଡର ତଦନ୍ତ ହେବ । ବ୍ରିହନ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ପୁରା ଘଟଣାର ତଦନ୍ତ କରାଯିବ । ଡେପୁଟି ମୁନିସିପାଲ୍ କମିଶନର୍ଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ୍ ଏହି ତଦନ୍ତ କରିବେ ।
ଗତ ୨୪ ଘଣ୍ଟାରେ ଦେଶରେ ୩,୩୩,୫୩୩ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨୫ ଜଣ ପ୍ରାଣ ହରାଇଛନ୍ତି ।
ବର୍ଷା ସମ୍ଭାବନା ଥିବା ଜିଲ୍ଲା ଗୁଡିକ ହେଲା ନୂଆପଡା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ।
ଛତିଶଗଡ଼ ଯୁବତୀଙ୍କୁ ମଧ୍ୟପ୍ରଦେଶ ଇନ୍ଦୋର ଫାର୍ମ ହାଉସ୍ରେ ଅତ୍ୟାଚାର କରିଥିବା ରାଜେଶ ବିଶ୍ୱକର୍ମା ଜଣେ ସେକ୍ସ ଆଡିକ୍ଟ ବୋଲି ଜଣାପଡ଼ିଛି। ସେ ବିଦେଶ ଯୁବତୀଙ୍କ ଖାସ୍ ଦିୱାନା ଥିଲେ। ତାଙ୍କ ଲାପ୍ଟପ୍ରୁ ଏଭଳି ଅନେକ କିଛି ରାଜ୍ ଖୋଲିଛି।